-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
04-Oct-2024
(ମନୋରଞ୍ଜନ ତ୍ରିପାଠୀ )
ପୌର ପରିଷଦ ସୋନପୁର ଦ୍ଵାରା ଆୟୋଜିତ ସ୍ଵଚ୍ଛତା ହିଁ ସେବା 2024 ର ସାସ୍କୃତିକ କାର୍ଯ୍ୟକ୍ରମ , ବଡାଖାନା ଓ ମା ପାଇଁ ଗଛ ଟିଏ ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏବଂ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଜିଲ୍ଲାପାଳ ଉପ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ Rev. ଅତିରିକ୍ତ ଉପଜିଲ୍ଲାପାଳ Gen. ପୌରପରିଷଦ ଅଧ୍ୟକ୍ଷା, ଉପା ଧକ୍ଷା, ସମସ୍ତ କାଉନସିଲର SP ,କାର୍ଯ୍ୟ ନିର୍ବାହୀ ଅଧିକାରୀ,ଥାନା ଭାରପ୍ରାପ୍ତ ଅଧିକାରୀ, କାର୍ଯ୍ୟାଳୟ ର ସମସ୍ତ ସଫେଇ କର୍ମଚାରୀ, ସ୍ଵଚ୍ଛାସଥି,BOV Driver, ସ୍ୱୟଂ ସହାୟିକା ଗୋଷ୍ଠୀ ର ମା ମାନେ, ସ୍କୁଲ୍ ର ଛାତ୍ର ଛାତ୍ରୀ ବୃନ୍ଦ debate/Painting and waste wat ପ୍ରତି ଯୋଗିତା ରେ ଭାଗ ନେଇ ପୁରସ୍କୃତ କରାଯାଇଥିଲା ଓ ବିଭିନ୍ନ ୱାର୍ଡ ର ବାସିନ୍ଦା ସଫେଇ କର୍ମଚାରୀ ସଫେଇମିତ୍ର ଙ୍କୁ ପୁରସ୍କୃତ କରାଯାଇଥିଲା ପୋର ପରିଷଦ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସ୍ବଚ୍ଛତା ହିଁ ସେବା ଉପରେ ଆଧାରିତ" ରୁମକୁଝୁମାନା" ଦ୍ବାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା।