-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ଲାଲଗର୍ଡ ରେ ଦୁଲୁକିଲା ଶିଶୁ ମହୋତ୍ସବ, ସୁରଭି ମଞ୍ଚ

01-Oct-2024



ସିନାପାଲି  ( ଚିନ୍ତାମଣି  ନେତମ  )
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ  ଗୋର୍ଲା ଆଶ୍ରମ ବିଦ୍ୟାଳୟ ପରିସରରେ ପତିଆଳପଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ  "ସୁରଭି "ଅନୁଷ୍ଠିତ ହୋଇଯାଇଛି ।ଛାତ୍ରଛାତ୍ରୀ ଙ୍କ ଅନ୍ତର୍ନିହିତ ଗୁଣାବଳି ଦକ୍ଷତା  ଓ କଳା ର ପରିପ୍ରକାଶ  ଓ ପରିବୃଦ୍ଧି ସକାଶେ ଉତ୍ସର୍ଗୀକୃତ  ଶିଶୁ ମହୋତ୍ସବ  ସୁରଭି  ର ଉଦଘାଟନି ଉତ୍ସବ ରେ  ମୁଖ୍ୟ ଅତିଥି ଭାବରେ  ଗୋର୍ଲା ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ଦଣ୍ଡସେନା,ମୁଖ୍ୟ ବକ୍ତା ଭାବରେ  ସହକାରି ଶିକ୍ଷକ ଶ୍ରୀଯୁକ୍ତ  ଅଭିମନ୍ୟୁ ସାହୁ ବୈଜଳ ଗଡ଼ ଉଚ୍ଚ ବିଦ୍ୟାଳୟ, ସମ୍ମାନିତ ଅତିଥି ଭାବରେ  ସମିତି ସଭ୍ୟା ଗୋର୍ଲା  ଗ୍ରାମ ପଂଚାୟତ ଶ୍ରୀମତୀ  ରାଧିକା ଘିଭେଲା, ଆବାହକ  ସି ଆର  ସି ସି   ଶ୍ରୀଯୁକ୍ତ ଦେବାନନ୍ଦ ବାଗ, ସମ୍ମାନିତ ଅତିଥିଭାବେ  ପ୍ରଧାନ ଶିକ୍ଷକ  ରୁଦ୍ରମାଧବ ସା, ବୈଜଳ ଗଡ଼ ଉଚ୍ଚ ବିଦ୍ୟାଳୟ ଗୋର୍ଲା,  ପ୍ରଧାନ ଶିକ୍ଷକ  ଶୋଭାରାମ ଜଗତ,ଖିପ୍ରିମାଲ ଉଚ୍ଚ ବିଦ୍ୟାଳୟ, ପ୍ରଧାନ ଶିକ୍ଷକ  ଗୋକୁଳ ଚନ୍ଦ୍ର ମାଝୀ  କୁସୁମ ଖୁଣ୍ଟା  ଉପ୍ରା ବିଦ୍ୟାଳୟ, ପ୍ରଧାନ ଶିକ୍ଷକ ଡ଼ମ୍ବରୁଧର  ମାଝୀ ରେବିଡି ପ୍ରାଥମିକ ବିଦ୍ୟାଳୟ, ବିଜ୍ଞାନ ଶିକ୍ଷକ  ଧନଞ୍ଜୟ ବାରିକ, ବୈଜଳଗଡ଼ ଉଚ୍ଚ ବିଦ୍ୟାଳୟ, ପ୍ରଧାନ ଶିକ୍ଷକ  ଧନେଶ୍ୱର ବଞ୍ଜରା  ପତିଆଳପଡା ଉପ୍ରା ବିଦ୍ୟାଳୟ,  ପ୍ରଧାନ ଶିକ୍ଷକ  ସତ୍ୟାନନ୍ଦ ହେର୍ଣ୍ଣା  ,ଯୋଗ ଦେଇ ଦୀପ ପ୍ରଜ୍ବଳନ  ଓ ଦେବ ପୂଜନ ପୂର୍ବକ ଶୁଭ ଉଦଘାଟନ କରିଥିଲେ।  ଗୋର୍ଲା ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗଙ୍ଗାରାମ ବାଗ ଉକ୍ତ ସଭାରେ ସଭାପତିତ୍ୱ କରିଥିବା ବେଳେ   ଶ୍ରୀଯୁକ୍ତ ନବୀନ କୁମାର  ନିଆଲ ଓ  ଲୋମଶ ସା  ମଞ୍ଚ ପରିଚାଳନା  କରିଥିଲେ। ଶିକ୍ଷୟିତ୍ରୀ ଶ୍ରୀମତୀ  ଲକ୍ଷ୍ମୀ କାନ୍ତି ମହାନନ୍ଦ, ଯଶୋଦା ନାଏକ,ଝରଣା ସାଗର ଦୁରିଆ, ଅତିଥିଗଣ ଙ୍କୁ ମଞ୍ଚ କୁ ନିମନ୍ତ୍ରଣ କରିଥିବା ସହ  ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଶିକ୍ଷକ  ଲୋମଶ ସା  ଙ୍କ ନିର୍ଦେଶନା ରେ ସ୍ଥାନୀୟ ଉପ୍ରା ବିଦ୍ୟାଳୟ ର  ଛାତ୍ରୀ ଗଣ ସ୍ୱାଗତ ସଂଗୀତ ଗାନ କରିଥିଲେ । ଓଡ଼ିଶାର ଲୋକ କଳା ଥିବା ଆଧାରିତ ଚଳିତ ବର୍ଷ ର ସୁରଭି କାର୍ଯ୍ୟ କ୍ରମରେ  ପତିଆଳ ପଡା କ୍ଲଷ୍ଟର ଅଧିନସ୍ତ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଆଶ୍ରମ ଓ  ଉଚ୍ଚ ବିଦ୍ୟାଳୟ ର  ଛାତ୍ର ଛାତ୍ରୀ ଯୋଗ ଦେଇ  ପ୍ରବନ୍ଧ, ବକୃତା, ସଂଗୀତ, ଚିତ୍ରାଙ୍କନ, ହସ୍ତାକ୍ଷର, କ୍ଵିଜ, ଗଣିତ, ଦଳଗତ ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପରିଚାଳକ ଭାବରେ ନବୀନ କୁମାର ନିଆଲ, ଗଣେଷ  ଚନ୍ଦ୍ର ମେହେର,ବିନୋଦ ନିଆଲ, କୋଦଣ୍ଡ ପାଣି ମାଝୀ, ଅଶୋକ କୁମାର ରାୟ, ଆଶିଷ କୁମାର ଭୋଇ, କ୍ରାନ୍ତି କୁମାର ବାଗ, ଖିରୋଦ ମାଝୀ, ହିତେଶ ମାଝୀ, ଦୁଧନାଥ ମାଝୀ, ଶ୍ୟାମଲାଲ ବାଗ, ଦୁର୍ଦାନ୍ତ ମେହେର, ବେଦବ୍ୟାସ ବାଗ, ତାନୁ ହଂସ, ଭୂପେତ ନିଆଲ, ଧରମ ସିଂ ମାଝୀ, ଶରତ ନିଆଲ, ଜୟକିଶନ ମାଝୀ, କନ୍ଦର୍ପ ନିଆଲ, ହର ହେର୍ଣ୍ଣା, ବୈଦ୍ୟନାଥ ବିଶି, ଭୀଷ୍ମରାଜ ମେହେର, ଲକ୍ଷ୍ମୀ କାନ୍ତ  ମାଝୀ, ଦିଲୀପ ପୁରୋହିତ, ପିତାମ୍ବର ମେହେର, ଶୋଭାରାମ ଦଣ୍ଡସେନା, ଶୁଧାଂଶୁ ଶେଖର ସା, ରମାକାନ୍ତି ମାଝୀ, ଯୋଗ ଦେଇ ନିଜ ଦାୟିତ୍ୱ ତୁଲାଇ ଥିଲେ । ସଭା ଶେଷ ରେ  ଶିକ୍ଷକ   ଲଷ୍ମୀକାନ୍ତ  ମାଝୀ ସୁରଭି ଉତ୍ସବ ର  ମୁଖ୍ୟ ଆୟୋଜକ ଓ ସମସ୍ତ  ଅତିଥି ବିଚାରକ  ଶିକ୍ଷକ ଶିକ୍ଷୟିତ୍ରୀ  ବୃନ୍ଦ ଏବଂ  ସଭାପତି ଙ୍କୁ  ଧନ୍ୟବାଦ  ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like