-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ନିଃଶୁଳ୍କ ବିଦ୍ୟୁତ ସେବା ଯୋଗାଇ ପାଇଁ: ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଭେଡେନ କୃଷକ ସଙ୍ଗଠନ ପକ୍ଷରୁ ଦାବି ପତ୍ର ପ୍ରଦାନ

30-Sep-2024



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ଭେଡେନ ବ୍ଲକ କୃଷକ ସଂଗଠନ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ନିଃଶୁଳ୍କ ବିଦ୍ୟୁତ ଦେବା ପାଇଁ ବି ଡି ଓ ଙ୍କ ଜରିଆରେ ଉତ୍ପନ୍ନ ଭୋଇ ଙ୍କ ନେତୃତ୍ୱରେ ଦାବିପତ୍ର ଶୋଭାଯାତ୍ରା ଏବଂ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଥମେ ଭେଡେନ ମାର୍କେଟ ୟାଡ଼ ଠାରେ ସୁଦାମ ପାତ୍ର ଙ୍କ ସଭାପତିତ୍ୱ ରେ ଗୋଟିଏ ସଭାହୋଇଥିଲା। ସଭରେ ଆଇନ ପରାମର୍ଶ ଦାତା ନରେନ୍ଦ୍ର ଭୋଇ, ପ୍ରଭାତ ମିଶ୍ର, ଶ୍ରୀକାନ୍ତ ସାହୁ, ହୀରା ମହାକୁର ଆଲୋଚନା କରି ସରକାର ଙ୍କ ବିଜୁଳି ଗ୍ରାହକ ମାରଣ ନୀତି ପ୍ରସଙ୍ଗରେ କଟୁ ସମାଲୋଚନା କରିଥିଲେ। ଏହି ଆନ୍ଦୋଳନ ରେ ସଂଯୁକ୍ତ କୃଷକ ସଙ୍ଗଠନ ନିରଞ୍ଜନ ପଧାନ , ବାରପାହାଡ଼ କୃଷକ ସଂଗଠନ ଈଶାନ୍ତ ଭୋଇ,ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନ କୁଞ୍ଜ ପଧାନ, ପ୍ରଭାତ ସାହୁ, କୃଷକ ପରିବାର ଥବିର ସାହୁ,ରାଜ ବୋଡାସମ୍ବର କୃଷକ ସଂଗଠନ ଅରବିନ୍ଦ ପଣ୍ଡା, କୋଶଲ ସେନ ଅବିନାଶ ବିଶି, ସୋନପୁର ରୁ ସୋନାଲି ବିଶି ଏବଂ ବୋଦ୍ଧ କୃଷକ ସଂଗଠନ ର କର୍ମୀ ମାନେ ଯୋଗଦେଇ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ମାନଙ୍କୁ ସରକାର ମାନଙ୍କ ମାନେ ପକାଇ ଦେଇଥିଲେ ଏବଂ ତାହା କାର୍ଯ୍ୟ କାରୀ ନ ହେଲେ ମିଳିତ ଭାବେ ଆନ୍ଦୋଳନ କରିବା ପାଇଁ ଚେତାବନୀ ମଧ୍ୟ ଦେଇଥିଲେ। ଗାଇସିମା ଗ୍ରାମର ଗୋବିନ୍ଦ ଦେହେରୀ ଘାସ କାଟି ମୁଣ୍ଡରେ ବୋହି ଆଣୁଥିବା ବେଳେ ଟାଟା ପାୱାର ପରିଚାଳନା ଗତ ତ୍ରୁଟି ଯୋଗୁଁ ଜୀବନ ଯାଇଥିବା ଆଲୋଚନା ମଧ୍ୟ ହେଲା ଏବଂ କମ୍ପାନୀ ଦେଇଥିବା ପ୍ରତିଶୃତି ତୁରନ୍ତ କାର୍ଯ୍ୟ କାରୀ କରିବା ପାଇଁ ସଂଗଠନ ପକ୍ଷ ରୁ ଦାବୀ କରାଗଲା। ପରେ ବିରାଟ ଶୋଭାଯାତ୍ରା ରେ ବିଦ୍ୟୁତ ଉପଭୋକ୍ତା ମାନେ ବାହାରି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ସେଠାରେ ପଥପ୍ରାନ୍ତ ସଭା କରିଥିଲେ। ପଥପ୍ରାନ୍ତ ସଭାରେ ଉପଭୋକ୍ତା ମାନଙ୍କୁ ଯଦି ମାଗଣା ବିଦ୍ୟୁତ ପାଇବାର ଅଛି ତାହାହେଲେ ଆମମାନଙ୍କୁ ଲଢେଇ କରିବା ପଡିବ ବୋଲି ସଂଗଠନ ର ଅନ୍ୟତମ ସଦସ୍ୟ କହିଥଲେ। ବିଭିନ୍ନ ପ୍ରକାର ଯୁକ୍ତି ଦେଇ କାହିଁକି ଆମେ ମାଗଣା ବିଦ୍ୟୁତ ଚାହୁଁଛୁ ସେଦିଗରେ ଉତ୍ପନ୍ନ ଭୋଇ ଦାବିପତ୍ର ପାଠ କରି ବି ଡି ଓ ମହୋଦୟ ଦେଇଥିଲେ। ବି ଡି ଓ ମହୋଦୟ ମୁଖ୍ୟମନ୍ତ୍ରୀ ଙ୍କ ପାଖ ପଠାଇ ଦେବା ପାଇଁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ସମୟ ରେ ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ। ପରେ ଉପଭୋକ୍ତା ମାନଙ୍କ ଅଜାଣତରେ ଚାଲୁଥିବା ମିଟର ଖୋଲି ସ୍ମାର୍ଟ ମିଟିର ଲଗାଯାଇ ଥିବାରୁ ଅସନ୍ତୋଷ ଗ୍ରାହକ ମାନେ ନିଜ ନିଜ ମିଟର ଅହିଂସାତ୍ମକ ଭାବେ ଫେରାଇ ଦେଇଛନ୍ତି। ଏବଂ ଯୋଜନା ବଦ୍ଧ ଭାବେ ଗୋଟିଏ ଗଣତାନ୍ତ୍ରିକ ଆନ୍ଦୋଳନ କୁ ଚାପି ଦେବା ପାଇଁ ଆଗଧାଡିର କର୍ମୀ ରମେଶ ମହାପାତ୍ର ପ୍ରତି ଚାଲିଥିବା ଷଡଯନ୍ତ୍ର କୁ ନିନ୍ଦା କରାଗଲା ଏବଂ ଯଦି ଏହି ପରି କୌଶଳ ପୋଲିସ ଅବଲମ୍ବନ କରେ ତାହା ହେଲେ ଉଚିତ ଜବାବ ଦିଆ ଯିବ ବୋଲି ନିଷ୍ପତ୍ତି ନିୟଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like