-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ରାଜ୍ୟରେ ବଡ଼ ଧରଣର ଆଇପିଏସ୍ତରରେ ଅଦଳ ବଦଳ, ବଦଳିଲେ କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର, ଆସିଲେ ଏସପି ହରିଶ ବିଶି

30-Sep-2024



କନ୍ଧମାଳ/ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ) ରାଜ୍ୟ ସରକାର ଏକ ବଡ଼ ଧରଣର IPS ସ୍ତରରେ ଅଦଳ ବଦଳ କରିଛଛନ୍ତି |  ଭରତ ପୁର ଥାନାରେ  ସେନା ବିଭାଗ କର୍ମଚାରୀ ଦମ୍ପତି ଙ୍କ ଉପରେ  ଅନ୍ୟାୟ ଅତ୍ୟାଚାର କରାଯାଇ ଥିବା ଯୋଗୁଁ ସରକାର ତଥା ଗୃହ ବିଭାଗ ରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ପ୍ରତକ୍ଷ୍ୟ ଭାବେ ନିନ୍ଦିତ ହୋଇଥିଲେ ଓ ଯାହା ଫଳରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ତେଣୁ ସରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବାପାଇଁ ବର୍ତମାନ ରାଜ୍ୟରେ  ବରିଷ୍ଠ ପୋଲିସ ବିଭାଗରେ ଅଦଳ ବଦଳ କରିଥିବା ଜଣା ପଡିଛି , ରାଜ୍ୟର 30 ଗୋଟି ଜିଲ୍ଲାରେ ବଦଳି ହୋଇଥିବା ଏସପି ଯଥା :- ଭିଜିଲାନ୍ସ – ଅନୁପମା ଜେମ୍ସ
ଭିଜିଲାନ୍ସ – ରାହୁଲ ପିଆର
ଭିଜିଲାନ୍ସ – ଏଲ୍ ଦିବ୍ୟା
ରାଉରକେଲା – ନିତେଶ ୱାଧୱାନୀ
ବାଲେଶ୍ବର – ରାଜ ପ୍ରସାଦ
ବୌଦ୍ଧ – ନାଗରାଜ ଦେବରକୋଣ୍ଡା
ଗଞ୍ଜାମ – ଶୁଭେନ୍ଦୁ ପାତ୍ର
ଢେଙ୍କାନାଳ - ଅଭିନବ ସୋନକାର
କୋରାପୁଟ – ରୋହିତ ବର୍ମା
ଯାଜପୁର – ଯଶପ୍ରତାପ ଶ୍ରୀମଲ
କନ୍ଧମାଳ – ହରିଶ ବିଶି
ଭଦ୍ରକ – ମଡକର ସନ୍ଦୀପ ସମ୍ପଦ
ଅନୁଗୁଳ - ରାହୁଲ ଜୈନ
ବ୍ରହ୍ମପୁର – ସରବଣା ବିବେକ
ପୁରୀ - ବିନୀତ ଅଗୱାଲ
ମୟୂରଭଞ୍ଜ – ବରୁଣ ଗୁଣ୍ଟୁପାଲ୍ଲୀ
ସୋନପୁର – ରାମପ୍ରସାଦ ସାହୁ
ଖୋର୍ଦ୍ଧା – ସାଗରିକା ନାଥ
ଜଗତସିଂହପୁର – ଭବାନୀ ଶଙ୍କର ଉଦ୍‌ଗାତା, ରାୟଗଡ଼ା – ସ୍ୱାତୀ ଏସ୍ କୁମାର, ନବରଙ୍ଗପୁର – ମିହିର ପଣ୍ଡା, ନୟାଗଡ - ଏସ୍ ସୁଶ୍ରୀ
ଗଜପତି - ଯତୀନ୍ଦ୍ର ପଣ୍ଡା ଙ୍କୁ ନିଯୁକ୍ତି ଦିଆଯାଇଥିବା ସାଧାରଣ ପ୍ରଶାସନ ବିଭାଗ ସୂଚନା ପ୍ରଦାନ କରିଛି | କନ୍ଧମାଳ ଜିଲ୍ଲାରେ

ଏସପି ଶୁଭେନ୍ଦୁ ପାତ୍ର ଙ୍କ ସମୟରେ ଉତ୍ୟକ୍ତ ଲୋକଙ୍କ ଫିରିଙ୍ଗିଆ ଥାନା  ପୋଡି ଘଟଣା, ଜଣେ ବରିଷ୍ଠ ପୋଲିସ ଅଧିକାରୀ ଙ୍କୁ ସର୍ବସାଧାରଣ ରେ ଗୋଡେଇ ଗୋଡେଇ ତଳେ ପକେଇ ମାଡ଼ ମାରିବା, ପୋଲିସ ଅଧିକାରୀ ମାନେ ଗଂଜେଇ ମାଫିଆମାନଙ୍କ ସହିତ ହାତ ମିଳେଇ ଖୁଲମ ଖୁଲା ଗଂଜେଇ ବେପାର କରିବା, ପୋଲିସ ଜବତ କରିଥିବା ଗଂଜେଇ କୁ ପୋଲିସ ଗାଡ଼ିରେ ନେଇ ବିକ୍ରିକରିବା ଭଳି ଅନେକ ଘଟଣା ଘଟିଯାଇଥିବା ବେଳେ ଏଭଳି ଅସାମାଜିକ କାର୍ଯ୍ୟରେ ଥାନା ଅଧିକାରୀ ମାନଙ୍କ ଆଦେଶକୁ ଅଵଜ୍ଞା କରୁଥିବା ତଳିଆ କର୍ମଚାରୀ ହୋମଗାର୍ଡ, କନେଷ୍ଟ ବଳ ମାନଙ୍କୁ ଉପରେ ଶାରୀରିକ, ମାନସିକ ଦଣ୍ଡ ସ୍ୱରୂପ ସେମାନଙ୍କୁ ଥାନାରୁ ହେଡ଼ କ୍ଵାଟର କୁ ବଦଳି କରିବା ଭଳି କେତେ ଘଟଣା ଘଟିଯାଇଛି | ବିଶେଷତ କନ୍ଧମାଳ ଜିଲ୍ଲାରେ ଜଣେ ଏସପି ଦାୟିତ୍ୱରେ ରହି କାର୍ଯ୍ୟ କରୁଥିବା ଭଳି  ଜଣା ହିଁ ପଡୁନ ଥିଲା, କହିବାକୁ ଗଲେ କନ୍ଧମାଳ ଜିଲ୍ଲାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଢିଲା ହୋଇଯାଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ, ଯାହାଫଳରେ ନିରୀହ ଜନସାଧାରଣ ଥାନାରୁ କିମ୍ବା ପୋଲିସ ବିଭାଗରୁ ନ୍ୟାୟ ପାଇବାରୁ ବଞ୍ଚିତ ହେବାକୁ ପଡିଥବାର ଦେଖିବାକୁ ମିଳିଥିଲା | ବର୍ତ୍ତମାନ ରାଜ୍ୟ ସରକାର ଙ୍କ ଜିଲାପାଳ ଓ ଏସପି ମାନଙ୍କ ସନ୍ମିଳନୀ ପରେ ଏପରି ଅଦଳ ବଦଳ  ପରେ ପୋଲିସ ଅଧିକାରୀ ମାନେ କେତେ ସକ୍ରିୟ ରହି କାର୍ଯ୍ୟ କରୁଛି ତାହା ଆଗାମୀ ଦିନରେ ଜଣାପଡିବ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like