-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||     

HOME   ଜିଲ୍ଲା

ଚପାଇ ଦିଆଗଲା ଶିଶୁବିକ୍ରି ଉଦ୍ୟମ ? ଫେରାର୍ ହୋଇଗଲା ଛତିଶଗଡି ଆନ୍ତଃରାଜ୍ୟ ଦଲାଲ୍ ଛାଡିଦେଲେ ସନ୍ଦିଗ୍ଧା ମଧ୍ୟସ୍ଥି ଆଶାକର୍ମୀଙ୍କୁ

28-Sep-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) ଟିଟିଲାଗଡ ସରକାରୀ ଉପଖଣ୍ଡ ହାସପାତାଳର ଏମସିଏଚ୍ ରେ ଏକ ସଦ୍ୟଜାତ ଶିଶୁପୁତ୍ରର ବିକ୍ରି ଉଦ୍ୟମର  ଖବର ପାଇ ଭୁବନେଶ୍ବରର ରାଜ୍ୟ ଚାଇଲଡ ଲାଇନ୍ ଏବଂ ବଲାଙ୍ଗୀର ସି ଡବ୍ଲୁସି ଦ୍ବାରା ସ୍ଥାନୀୟ ପୁଲିସର ସହାୟତାରେ ଘଟଣାରେ ଜଡିତ ଆଶାକର୍ମୀଙ୍କ ସମେତ ଉକ୍ତ ଶିଶୁ ଓ ତା'ର ମାଆକୁ ଗତ ୨୬ ତାରିଖରେ ଉଦ୍ଧାର କରି ବଲାଙ୍ଗୀର ଅଣାଯାଇଥିଲା ।   ଜିଲ୍ଲା ଶିଶୁ ସୁରକ୍ଷା ସମିତିରେ ତଦନ୍ତ ଏହାର ପୂର୍ବକ ଆଶାକର୍ମୀଙ୍କୁ ଛଡାଯାଇ ମାଆପୁଅଙ୍କୁ ବଲାଙ୍ଗୀର SAA ବା ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଅଦ୍ୟାପି ରଖାଯାଇଛି ।  ଟିଟିଲାଗଡ ହାଟପଦାପଡାରେ ରହୁଥିବା  ଆଦିବାସୀପଡାର ଜଣେ ବୟସ୍କା  ଅସହାୟା ବିଧବାମହିଳା ଅବୈଧ ଭାବେ ଗର୍ଭବତୀ ହୋଇପଡିବା ପରେ ପଡାର ଏକ ସହୃଦୟ ଦମ୍ପତି ତାଙ୍କୁ ଖାଇବାକୁ ଦେଇ ସହାୟତା କରିଥିବା ଓ ଉକ୍ତ ୧୪ ନମ୍ବର ଉଆର୍ଡର ଆଶାକର୍ମୀ ଗତ ୨୦ ତାରିଖରେ ତାଙ୍କୁ ପ୍ରସବ ପାଇଁ ଆଣି ଟିଟିଲାଗଡ ଏମସିଏଚ୍ ରେ ଭର୍ତ୍ତି କରିଥିଲେ । ସେଠାକାର ଗାଇନୋକୋଲଜିଷ୍ଟ୍ ଡା ବଳରାମ ସାହୁ ଅସ୍ତ୍ରୋପଚାର କରି ଏକ ଶିଶୁପୁତ୍ରକୁ ଜନ୍ମ କରାଇଥିଲେ । ତେବେ ଉକ୍ତ ଆଶା କର୍ମୀ ଭୂମିସୂତା ସାହୁ ଉକ୍ତ ବିଧବା ପ୍ରସୂତୀମହିଳାଙ୍କ ସ୍ବାମୀଙ୍କ ନାଁ' ବଦଳରେ ନିଜ ସ୍ବାମୀଙ୍କ ନାଁ' ଲେଖାଇବାରୁ ଓ ଜଣେ ହିନ୍ଦୀଭାଷୀ ଛତିଶଗଡ ଅଞ୍ଚଳର ଅଜଣାବ୍ୟକ୍ତି ହସ୍ପିଟାଲ ପରିସରରେ ଦୁଇଦିନ ଧରି ରହି ଏହା ଉପରେ ବରାବର ଦୃଷ୍ଟି ରଖିଥିବା ସହ କେତେକ ଲୋକଙ୍କର ସନ୍ଦେହଜନକ କାର୍ଯ୍ୟକଳାପରୁ ଜଣେ ଆଉଟ୍ ସୋର୍ସିଂ ହସ୍ପିଟାଲ କର୍ମଚାରୀଙ୍କ ପକ୍ଷରୁ ଏହା ଏକ ପିଲାବିକ୍ରି ଘଟଣା ସନ୍ଦେହରେ ଭୁବନେଶ୍ବର ଚାଇଲ୍ଡ ଲାଇନ୍ ଓ ବଲାଙ୍ଗୀର ସିଡବ୍ଲୁସିକୁ ଖବର ଦିଆଯାଇଥିବା ପ୍ରକାଶ । ଶିଶୁଟି ପୁତ୍ରସନ୍ତାନ ହୋଇଥିବାରୁ ଏହା ଅଢେଇଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ପ୍ରକାଶ । ଏଣୁ ବଲାଙ୍ଗୀର ସିଡବ୍ଲୁସି ପକ୍ଷରୁ ଦୁଇଦିନ ଧରି ଏହାଉପରେ ସତର୍କଦୃଷ୍ଟି ରଖାଯାଇ ଗତ ୨୬ ତାରିଖରେ ଟିଟିଲାଗଡ ଥାନାପୁଲିସ୍ ର ସହାୟତାରେ ସେଠାରୁ ସେମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଅଣାଯାଇ ଥିଲା । ବଲାଙ୍ଗୀର ସିଡବ୍ଲୁସି ବା ଶିଆ ସୁରକ୍ଷା ୟୁନିଟ୍ ର ଅଧିକାରିଣୀ ଲକ୍ଷ୍ମୀ ସିଂ ମଧ୍ୟ ଏହା ସ୍ବୀକାର କରିଛନ୍ତି । ଯଦିଓ ପ୍ରସୂତୀମହିଳା ଜଣକ ଏଭଳି ଛୁଆବିକ୍ରି ଅଭିଯୋଗକୁ ଅସ୍ବୀକାର କରିଛନ୍ତି । 

ତେବେ ଆଶ୍ଚର୍ଯ୍ୟର ବିଷୟ ଯେ , ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍  ପକ୍ଷରୁ ଟିଟିଲାଗଡ ଥାନାରେ ଏ ସମ୍ପର୍କରେ ସୂଚନା କ୍ରମେ ପୁଲିସ୍ ଉଦ୍ଧାରରେ ସହାୟତା କରିଥିବା ସତ୍ତ୍ୱେ ଏ ସମ୍ପର୍କରେ ଥାନାରେ କୌଣସି ମାମଲା ଋଜୁ କରାଯାଇନାହିଁ  ! ସାମ୍ବାଦିକ ପଚାରିବାରୁ ଥାନାଧିକାରୀ  କେହି ଅଭିଯୋଗ କରି ନଥିରୁ ଏହା ଋଜୁ କରାଯାଇ ନଥିବା ସଫେଇ ଦେଇଥିଲା ବେଳେ ଏସଡିପିଓ ଅଙ୍କିତା କୁମ୍ଭାର ପ୍ରଥମେ ଜାଣି ନଥିବା କହି ବୁଝିକି କହିବି କହି ଏଡାଇ ଯାଇଥିଲେ । ସେହିପରି ବଲାଙ୍ଗୀର ସିଡବ୍ଲୁସି ଅଧିକାରିଣୀ ଲକ୍ଷ୍ମୀ ସିଂ ' ଆମେ କେବଳ ସହାୟତା ମାଗିଥିଲୁ ' କହି ମୁଣ୍ଡରୁ ଦାୟିତ୍ୱ ଖସାଇ ନେଇଥିଲେ । ତାହେଲେ ଏତଲା କାହାକୁ କୁହାଯାଏ ଓ କେମିତି ଦିଆଯାଏ  , ଏକଥା ପୁଲିସକୁ ବୁଝାଇବ କିଏ  ? ଥାନାରେ ପୁଲିସର କାର୍ଯ୍ୟକଳାପ ରାଜ୍ୟବ୍ୟାପି ଚର୍ଚ୍ଚାର ବିଷୟ ହୋଇପଡିଥିବା ବେଳେ ଗୃହବିଭାଗକୁ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଔ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀରେ ବ୍ୟସ୍ତ ରହି ତୃଣମୂଳସ୍ତରର ପୁଲିସ୍ ବ୍ୟବସ୍ଥାକୁ ଅଦ୍ୟାବଧି ସଜାଡି ନପାରିବା ଦୁଃଖଦାୟକ ବୋଲି ଲୋକେ ମତବ୍ୟକ୍ତ କରିଛନ୍ତି । ପ୍ରଶାସନର ଉପଖଣ୍ଡମୁଖ୍ୟ  ଉପଜିଲ୍ଲାପାଳ ରେହାନ୍ କ୍ଷେତ୍ରୀ ଜାଣି ନଥିବା ଓ ବୁଝିବି କହି ନୀରବତା ଅବଲମ୍ବନ ଛନ୍ତି ।  ପ୍ରାୟତଃ ଡିଉଟିରେ ବ୍ୟସ୍ତ ରହୁଥିବା ଡାକ୍ତର ବଳରାମ ସାହୁ ବାରମ୍ବାର ଚେଷ୍ଟାକରାଯାଇଥିଲେ ବି ଫୋନ୍ ଉଠାଉନାହାଁନ୍ତି ।  ଏସଡିଏମଓ ଡା ପ୍ରଦୀପ୍ତ କୁମାର ନାୟକ ତାଙ୍କ ନୂଆଘର କାମରେ ବ୍ୟସ୍ତ ରହି  ଏହି ପ୍ରଶ୍ନରେ  ଦାୟିତ୍ବହୀନ ଭାବରେ ନିସ୍ପୃହ ହୋଇ ଜାଣି ନଥିବା କହି ଏଡାଇ ଯାଇଥିଲେ । ଶାସକଦଳର ବିଧାୟକ ନବୀନ ଜୈନ ମଧ୍ୟ ଜାଣି ନଥିବା କହି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଚାଞ୍ଚଲ୍ୟକର ପ୍ରକାଶିତ ଖବର ସତ୍ତ୍ୱେ ଗୁରୁତ୍ୱ ଦେଇ ନଥିଲେ ।  ଉଲ୍ଲେଖନୀୟ ଯେ , ଗତ ଦୁଇବର୍ଷ ମଧ୍ୟରେ ଟିଟିଲାଗଡରେ ଏହା ତୃତୀୟ ପିଲାବିକ୍ରି ଘଟଣା । ପୂର୍ବରୁ ଦୁଇଟି ମାମଲାରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ହୋଇଛି । 

ଏହି ଘଟଣାରେ ଗୁରୁତ୍ବପୂର୍ଣ କଥା ଏହା ଯେ , ପୂର୍ବରୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଅନ୍ୟାନ୍ୟ ଡାକ୍ତରଖାନାରେ ଏଭଳି ପିଲାବିକ୍ରି ଘଟଣା ଘଟୁଥିବାରୁ ଏହି ଘଟଣାରେ ସମ୍ପୃକ୍ତ ଆନ୍ତଃରାଜ୍ୟ ଦଲାଲକୁ ଧରାଯାଇ ଏହି ଶିଶୁବିକ୍ରି ରାକେଟ୍ ର ପର୍ଦ୍ଦାଫାଶ୍ କରାଯିବା ଅତ୍ୟନ୍ତ ଜରୁରୀ  । ଏଣୁ ଏହାକୁ ଆଦୌ ଏକ ହାଲୁକା ଘଟଣା ଭାବରେ ନିଆ ନଯାଇ ଜିଲ୍ଲାପାଳ , ଏସ୍ ପି ଓ ସରକାର ଏହାର ଉଚିତ୍ ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026

You Might Also Like