-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,) ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ଅଞ୍ଚଳ ର ଏସ ଏଚ ଜି ମାଁ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମାଗଣାରେ କରାଯାଇଥିଲା ଏଵଂ ସ୍ୱଚ୍ଛତା ହିଁ ସେବା ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମ ରେ ଡାବୁଗାଁ ବିଡ଼ିଓ ଶରତ ମାଝୀ, ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ, ବିଆରସି ଅଭିନାଶ ନାୟକ, ପେସା ସଂଯଜକ ଶୁଭଶ୍ରୀ ମାହାଙ୍କୁଡ ଏଵଂ ମେଡିକାଲ କର୍ମଚାରୀ ମାନେ ଉପସ୍ଥିତି ଥିଲେ। ତତ ସାଙ୍ଗେ ସାଙ୍ଗେ ଶତାଧିକ ଏସଏସଜି ମହିଳା ଉପସ୍ଥିତି ଥିଲେ।