-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||     

HOME   ଜିଲ୍ଲା

ଵଲସକୁମ୍ପା ମା ବରାଳି ଦେବୀ ମନ୍ଦିର ପରିଚାଳନା କମିଟି ପୁନଃ ଗଠନ ପାଇଁ ଉପଜିଲ୍ଲାପାଳଙ୍କୁ ଭେଟିଲେ ପ୍ରତିନିଧି ମଣ୍ଡଳୀ

24-Sep-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) କନ୍ଧମାଳ ଜିଲ୍ଲାର ଅଧିଷ୍ଠାତ୍ରୀ ମା ବରାଳ ଦେବୀ ମନ୍ଦିର ପରିଚାଳନା କମିଟିରକର୍ମ କର୍ଭା ଚୟନ କରାଯାଉ ବୋଲି  ଫୁଲବାଣୀ ଉପଜିଲ୍ଲାପାଳ ଙ୍କ ନିକଟରେ ପ୍ରସ୍ତାବ ଆଗତ କରିଛନ୍ତି କମିଟି ର ପୂର୍ବତନ କର୍ମକର୍ତ୍ତା ମାନେ | ଦାବି ଜିଲ୍ଲାର ମାଁ ବରାଳ ଦେବୀଙ୍କ ନୂତନ କର୍ମ କରିଛନ୍ତି ସଦସ୍ୟ ମାନେ ମାନେ ।  ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ଵଲସ କୁମ୍ପା ଗ୍ରାମରେ କାହିଁ ଅନାଦି କାଳରୁ  ପୂଜା ପାଇ ଆସୁଛନ୍ତି କନ୍ଧମାଳର ଅଧିଷ୍ଠାତ୍ରୀ ମା ବରାଳ ଦେବୀ |  ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ନବମୀ ତିଥିରେ ମା ବରାଳ ଦେବୀଙ୍କର ପୂଜା ବହୁ ଜନ ସମାଗମ ମଧ୍ୟରେ ମହା ଆଡମ୍ବର ସହକାରେ ହୋଇଥାଏ | ଏହି ପୂଜାକୁ ନବମୀ ପୂଜା କୁହାଯାଏ, ଏମିତି ଅନେକ ମା ବରାଳ ଦେବୀଙ୍କର ରୀତିନୀତି, ପୂଜା ପଦ୍ଧତି ଲାଗିରହିଛି, ଯାହାକି ଅନନ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ | 
            ହେଲେ ମା ବରାଳି ଦେବୀ ମନ୍ଦିରର କିଛି ସମସ୍ୟା ରହିଛି ତାର  ସମାଧାନ କରାଯିବା ପାଇଁ ଶ୍ରଦ୍ଧାଳୁ ଓ ଗାଁ ମୁଖିଆ ତଥା ଆଦିବାସୀ ମୁଠା ସର୍ଦ୍ଧାର ମାନେ 2022 ମସିହାରେ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ପୂରିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନିର୍ଦ୍ଧାରିତ ନୀତି ନିୟମ ଅନୁସାରେ ନୂତନ କମିଟି ଗଠନ ହୋଇପାରିନ ଥିବା ଉପଜିଲ୍ଲାପାଳ ଫୁଲବାଣୀ ଙ୍କ ନିକଟରେ ଦାବିପତ୍ର ଦେଇ ଅବଗତ କରାଇଥିଲେ | କାରଣ ବର୍ତ୍ତମାନ ମାଙ୍କର ନବମୀ ପୂଜାର ଆଗମନୀ ସମୟ ହୋଉଥିବାରୁ ଯଥା ଶୀଘ୍ର ନୂତନ କମିଟି ର କର୍ମକର୍ତ୍ତା ଚୟନ କରାଯିବା ପାଇଁ ଆଲୋଚନା କରିଥିଲେ | ମନ୍ଦିର ପରିଚାଳନା ବିଷୟରେ ସମସ୍ତ ନୀତି ନିୟମ, ପୂଜା ପଦ୍ଧତି ଓ ଅସୁବିଧା ବିଷୟରେ ଉପଜିଲ୍ଲାପାଳ ଶ୍ରୀ ଚିତ୍ତରଞ୍ଜନ ମହନ୍ତ ଅବଗତ ହେବା ପରେ ଯଥା ଶୀଘ୍ର ସମସ୍ତ ଦିଗକୁ ଅନୁଧ୍ୟାନ କରି ଆଗାମୀ ନବମୀ ପୂଜା ପୂର୍ବରୁ ନିଶ୍ଚିତ ଭାବେ ନୂତନ କମିଟି ଗଠନ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ |   ଉପଜିଲ୍ଲାପାଳ ଶ୍ରୀ ମହନ୍ତ ଙ୍କ ପ୍ରତିଶୃତି ପରେ  ବୁଦ୍ଧିଜୀବୀ ମଣ୍ଡଳୀ ଉପଜିଲ୍ଲାପାଳ ଶ୍ରୀ ମହନ୍ତ ଙ୍କୁ ଧନ୍ୟବାଦ

ଅର୍ପଣ କରିବା ସହିତ ଖୁସିବ୍ୟକ୍ତ କରିଥିଲେ | ଉକ୍ତ ପ୍ରତିନିଧି ମଣ୍ଡଳୀ ରେ ଶ୍ରୀ ଶୁକଦେବ ଯାନୀ, ଉପସଭାପତି ଶ୍ରୀ ଗୌତମ ପ୍ରଧାନ,  କୋଷାଧକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ କହଁର, ଉପଦେଷ୍ଟା ଶ୍ରୀ ରମାକାନ୍ତ ମଳିକ, , ପୂର୍ବତନ ଖଜୁରୀପଡା ପଂଚାୟତ ସମିତି ଅଧକ୍ଷ ବୀରେନ୍ଦ୍ର କହଁର,  ବନମାଳୀ ପ୍ରଧାନ, ବିଚିତ୍ର ବୀର୍ଯ୍ୟ ପ୍ରଧାନ, ଶ୍ରୀ ଶରତ ଯାନୀ, ବିନୋଦ ଚନ୍ଦ୍ର ବିଶୋଇ, ରବୀନ୍ଦ୍ର ଯାନୀ ଓ  ଶରତ କୁମାର କହଁର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା | ବିଶେଷ ଘଟଣା ହେଉଛି ପୂର୍ବ ନିର୍ଦ୍ଧାରିତ ଆଇନ ଅନୁସାରେ ମନ୍ଦିର ପରିଚାଳନା କମିଟି ଗଠନ ଓ ନୂତନ କର୍ମକର୍ତ୍ତା ଚୟନ କରାଯିବା ପରେପ୍ରତି ବର୍ଷ ପରି ମଧ୍ୟ୍ୟ ଚଳିତ ବର୍ଷ ଅତି ଆଡମ୍ବର ସହକାରେ କନ୍ଧମାଳ ର ଅଧିଷ୍ଠାତ୍ରୀ ମାବାରାଳୀ ଦେବୀଙ୍କର ନବମୀ ପୂଜା ବଡ଼ ଧୁମ ଧାମ ରେ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀ ର କର୍ମକର୍ତ୍ତା ମାନେ ଉତ୍ସାହର ସହିତ ପ୍ରକାଶ କଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026

You Might Also Like