-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2024
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଳକ କନ୍ଧକେଳଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଲିଆ ଦର୍ହଗ୍ରାମର ସମାଜସେବୀ କୋକିଳ ମେହେରଙ୍କ ବରଗଡ ବିକାଶ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇ ଯାଇଛି । ମୃତ୍ଯୁ ସମୟ ରେ ତାଙ୍କୁ ଚଉସ୍ତରି ବର୍ଷ ହେଉଥିବା ବେଳେ ସେ ଜଣେ ମିଷ୍ଟା ଭାସୀ ପରୋଉପକାରି ଏବଂ ଜଣେ ବହୁ ପରିଶ୍ରମି ବ୍ଯକ୍ତି ଥିଲେ । ତାଙ୍କ ନିଜ ଗ୍ରାମ ଜଲିଆ ଦର୍ହ ନଦୀରେ ଶେଷକୃତ ସମ୍ପୂର୍ଣ୍ଣ କରାଯାଇ ଥିବା ବେଳେ ତାଙ୍କ ବଡ ପୁଅ ବସନ୍ତ ମେହେର ମୁଖାଗ୍ନି ଦେଇ ଥିଲେ । ତାଙ୍କ ଝିଅ ବାସନ୍ତି ମେହେର , ପୁଅ ଶୁଶାନ୍ତ ମେହେର ଜୌଇଁ କୌତୁକ ମେହେର .ଜିଲ୍ଲାପରିଷଦ ସଭ୍ଯ ପ୍ରମୋଦ ଭୋଇ, ସମାଜସେବୀ ବିନେସ ଗହୀର, ସଇନ୍ତଳା ସାମ୍ବାଦିକ ସଂଘ ସଭାପତି ନାରାୟଣ ସାହୁ ,ଯୁବ ସାମ୍ବାଦିକ ଗୋକୁଳାନନ୍ଦ ବଗର୍ତ୍ତୀ, ସମାଜସେବୀ ରାଜୁ ସାହୁ ,ଗ୍ରାମବାସୀ ଓ ଭାଇ ବନ୍ଧୁ ପରିଜନ ସମସ୍ତେ ଉପସ୍ଥିତ ଥିଲେ ।