-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2024
କଣ୍ଟାମାଳ (ଜୟ କୁମାର ମହାରଣା)
ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜବରପଦର ସେକ୍ସନ ଅନ୍ତର୍ଗତସାନ ଝାର ମୁଣ୍ଡା ରକ୍ଷିତ ଜଙ୍ଗଲ ରେ ବନ ବିଭାଗ ଚଡାଉ କରି ଆଠ ଖଣ୍ଡ ଶାଗୁଆନ ଗଣ୍ଡି ଜବତ କରିଛି l 2ଜଣ କାଠ କାଟୁଥିବା ଅଭିଯୋଗ ରେ 2ଅଭିଯୁକ୍ତ ସୁବଳ ଗୁରୁ ଓ ଦଶରଥ ଦ୍ୱାରି ଙ୍କୁ ଗିରଫ କରାଯାଇଛି l କାଠ କାଟୁଥିବା ସମ୍ପର୍କ ରେ ଆଗୁଆ ସୂଚନା ପାଇ ବନପାଳ ବୁଲିବେହେରା ଙ୍କ ନେତୃତ୍ୱରେ ବନ କର୍ମ ଚାରୀମାନେ ସେଠାରେ ପହଁଚି 8ଖଣ୍ଡ ସାବୁନ ଗଣ୍ଡି ଜବତ କରି 2ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିଲା l ବନପାଳ ବୁଲିବେହେରା ଙ୍କ ସହ ଫରେଷ୍ଟ ଗାର୍ଡ ଜ୍ୟୋତି ରଞ୍ଜନ ବାରିକ, ୱାଚର ସତ୍ୟ ମହାକୁଡ଼, ରଞ୍ଜନ ବେହେରା, ତୋଫାନ ମହାକୁଡ଼ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ l ବନବିଭାଗ ପକ୍ଷରୁ ମାମଲା ରୁଜୁ ସହ ଆସନ୍ତାକାଲି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନପାଳ ବୁଲି ବେହେରl କହିଛନ୍ତି l