-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
23-Sep-2024
ପୁଇଁତଳା, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଠେଲକୋମୁଣ୍ଡା ଗାଁର ଯୁବ ସାମ୍ବାଦିକ ରାଧେଶ୍ୟାମ ହାତୀଙ୍କ ମାତା ସୁଶୀଳା ହାତୀ ( ୫୯ ) ଙ୍କ ମୃତ୍ୟୁ ଘଟିଛି l ଗତ କିଛିଦିନ ହେଲା ସେ ଅସୁସ୍ଥ ଥିବା ବେଲେ ଆଜି ତାଙ୍କ ମୃତ୍ୟୁ ଘଟିଛି । ସେ ଜଣେ ଧର୍ମପରାୟଣ, ମେଳାପୀ, ମିଷ୍ଟିଭାଷୀ ଭାବେ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଥିଲେ l ତାଙ୍କ ମୃତ ଶରୀର କୁ ନିଜ ଜନ୍ମମାଟି ଠେଲକୋମୁଣ୍ଡା ସ୍ମଶାନ ରେ ଅନ୍ତିମ ସାଂସ୍କାର କରାଯାଇଛି l ଗାଁ ରେ ଶୋକାକୋଳ ପରିବେଶ ରେ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହି ଶୋକସନ୍ତାପ୍ତ ପରିବାର କୁ ସମବେଦନା ଜଣାଇଥିଲେ l