-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||     

HOME   ଜିଲ୍ଲା

ବରପାଲି ଦେଖାଇଲା ଖେଳ ଲାଇନ ବିଭାଗକୁ ହେଲା କାଳ

23-Sep-2024



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ସଂଯୁକ୍ତ କୃଷକ ସଙ୍ଗଠନ ଓ ଉପଭୋକ୍ତା ମାନଙ୍କ ପକ୍ଷରୁ ଆଜି ଦିନ ୧୦ ସମୟରେ ବରପାଲି ମାର୍କେଟ ୟାଡ଼ ଠାରେ ହଜାର ହଜାର ଲାଇନ ଗ୍ରାହକ ଏକତ୍ରିତ ହୋଇ ପ୍ରଥମେ ଗୋଟିଏ ସଭା କରାଗଲା। ସଭାରେ ସଂଯୁକ୍ତ କୃଷକ ସଂଗଠନର ତପନ ମିଶ୍ର ସଭାପରିଚାଳନା କରିଥିବା ବେଳେ ସଂଗଠନ ସଦସ୍ୟ ରମେଶ ମହାପାତ୍ର, ଉତ୍ପନ୍ନ ଭୋଇ, ଅଜିତ ଶତପଥୀ, ସୁଦାମ ପାତ୍ର, ସୁବାସ ପଧାନ, ଅରବିନ୍ଦ ପଣ୍ଡା, ନରେନ୍ଦ୍ର ଭୋଇ, ସୁନାଲି ବିଶି, ସୁଧୀର ବଗାର, ବୀରବଳ ମହାକୁଡ଼ ସମେତ ବରପାଲି ର ରାଜନୈତିକ ବ୍ୟକ୍ତି ବିଶେଷ ଏବଂ ସାମାଜିକ ଅନୁଷ୍ଠାନ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ, ମହାକାଳ ସଂଘ, ବଣିକ ସଂଘ, ସରପଞ୍ଚ ସଂଘ, ଉକିଲ ସଂଘ, ଟେକ୍ସି ସଂଘ, ସାମ୍ବାଦିକ ସଂଘ, ଗ୍ୟାରେଜ ସଂଘ, ଟ୍ରାକ୍ଟର ସଂଘ, ମାରୱାଡି ଯୁବମଞ୍ଚ, ଶ୍ରୀରାମ ସେନା ବିଦ୍ୟୁତ ସଂଘ, ବିଦ୍ୟୁତ ଉପଭୋକ୍ତା ସଂଘ, ଦୈନିକ ବଜାର କମିଟି ତରଫରୁ ଏହି ଆନ୍ଦୋଳନକୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସମର୍ଥନ ଜଣାଇଛନ୍ତି। ବଜାର ପ୍ରାଙ୍ଗଣ ସଭାରେ ବକ୍ତା ମାନେ ବିଦ୍ୟୁତ ବ୍ୟବସ୍ଥା ବିରୋଧରେ ଦୃଢ଼ ପ୍ରତିବାଦ କରିଥିଲେ। ସେମାନଙ୍କ କହିବା ଅନୁସାରେ ଖର୍ଚ୍ଚ ବହୁଳ ବିଦ୍ୟୁତ ସେବା ଆମ ମାନଙ୍କ ପାଇଁ ଆସନ୍ତା ଦିନ ମାନଙ୍କରେ ଦୁର୍ଲ୍ଲଭ ହେବାର ସଂକେତ ଦେଇଥିଲେ। ଟାଟା ପାୱାର ର ମନମୁଖୀ, ବାରମ୍ବାର ବିଦ୍ୟୁତ କାଟ, ଲୋ ଭୋଳଟାଜ,ବିଲ ଦେଇଥିଲେ ମଧ୍ୟ ଅହେତୁକ ବିଲ ଆସିବା, ବକେୟା ବିଲ ଆଳରେ ଟ୍ରାସଫର୍ମର ମରାମତି ନ କରିବା, ସ୍ମାର୍ଟ ମିଟରରେ ଅଧିକ ବିଲ ଆସିବା ପ୍ରସଙ୍ଗ ସଭାରେ ବକ୍ତାମାନେ ଉପସ୍ଥାପନା କାରି ପ୍ରତିବାଦ କରିଥିଲେ। ପରେ ଏକ ବିରାଟ ବାଇକ ରେଲି କାରି ତହସିଲ ଅଫିସ ପର୍ଯ୍ୟନ୍ତ ଆସି ତହସିଲଦାର ଶ୍ରୀଯୁକ୍ତ ରୁକ୍ମଣ ମେହେରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପାଞ୍ଚଦଫା ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ର ନାରାୟଣ ପଣ୍ଡା ପାଠ କରିଥିବା ବେଳେ ସଂଗଠନ ଉପଦେଷ୍ଟା ମନୋଜ ପଟ୍ଟନାୟକ, କମଲେଶ ରାୟ, ଅଶୋକ ପଣ୍ଡା ଏବଂ ସଂଗଠନ ସଭାପତି କାରଣ ସାହୁ ତହସିଲଦାର ଙ୍କ ସହିତ ଆଲୋଚନା କରିଥିଲେ। ପାଞ୍ଚଦଫା ଦାବୀ ମଧ୍ୟରେ ସାଧାରଣ ଖାଉଟି ମାନଙ୍କୁ ୩୦୦ ୟୁନିଟ ବିଦ୍ୟୁତ  ମାଗଣା,ଜଳସେଚନ ପାଇଁ ବ୍ୟବହୃତ ବିଦ୍ୟୁତ ଜଳକର ଭଳି ନେବା, ଜିଲ୍ଲାରେ ସ୍ମାର୍ଟ ମିଟର ବାଧ୍ୟତା ମୂଳକ ନ ଲଗାଇବା, ବକେୟା ବିଦ୍ୟୁତ ବିଲ ସମ୍ପୂର୍ଣ୍ଣ ଛାଡ଼ କରିବା ଏବଂ ବିଦ୍ୟୁତ ବିଭାଗକୁ କମ୍ପାନୀ କରଣ ନ କରିବା ପାଇଁ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି। ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ସଂଗଠନ ସଦସ୍ୟ ପ୍ରଫୁଲ୍ଲ ପଧାନ, ଅଚ୍ୟୁତା ଦେହେରୀ, ଟିକେଶ୍ୱର ଦେହେରୀ, ଅଲେଖ ସୁନା, ଗୋବିନ୍ଦ ସାହୁ ସହଯୋଗ କରିଥିଲେ। ସେଠାରୁ ଦାବିପତ୍ର ଦେଇ ଫେରିବା ବେଳେ ଗ୍ରୀଡ଼ ୨ ର ଗ୍ରାମ ପଞ୍ଚାୟତ ରେଶମ, ଅରେଇଗୁଡ଼ି, ଅଇଲାପାଲି, ସତଲମା ଏବଂ ତୁଳଣ୍ଡି ର ଚାଷୀ ବିଦ୍ୟୁତ ଉପଭୋକ୍ତା ମାନେ ସେମାନଙ୍କର ସ୍ମାର୍ଟ ମିଟର ନିଜେ ନିଜେ ଖୋଲି ଆଣି ପାଖାପାଖି ଏକ ହଜାର ମିଟର ଗ୍ରୀଡ଼ ରେ ଫେରସ୍ତ କରିଛନ୍ତି। ଏବଂ ଯଦି ଆଗାମୀ ଦିନରେ ବିଦ୍ୟୁତ ଉପରୋକ୍ତ ଦାବୀ ପୂରଣ ନ କଲେ ଭୟଙ୍କର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026

You Might Also Like