-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||     

HOME   ଜିଲ୍ଲା

କେନ୍ସର ରୋଗୀ ଓ ପୀଡିତ ପରିବାରଙ୍କ ମନୋବଳ ବୃଦ୍ଧି ପାଇଁ ଫାଇଟର୍ସ ଗୃଫର ନିଆରା ଉଦ୍ୟମ

20-Sep-2024



ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡର Cancer Survivors ମାନଙ୍କ ଦ୍ଵାରା ଗଠିତ  Fighters Group ଆଗାମୀ ୨୯ ସେପ୍ଟେମ୍ବର ରବିବାର, ୯ ଘଣ୍ଟା ୩୦ ମିନିଟ ସମୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ  କେନ୍ସର ରୋଗୀ ଓ ପୀଡିତ ପରିବାରବର୍ଗଙ୍କୁ ମାନସିକ ସ୍ତରରେ ମଜବୁତ କରି ମନୋବଳ ବୃଦ୍ଧି କରିବାର ପ୍ରୟାସ କରି ଏକ ନିଆରା କାର୍ଯ୍ୟକ୍ରମ ପାଇଁ ଅଣ୍ଟା ଭିଡିଛି ଯାହାକି ସାରା ଓଡିଶାରେ ପ୍ରଥମ ଥର ପାଇଁ ବରଗଡ ସହରରେ ହେବାକୁ ଯାଉଛି।ଏନେଇ ଶୁକ୍ରବାର ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଫାଇଟର୍ସ ଗୃଫ ପକ୍ଷରୁ ସୂଚନା ଦିଆଯାଇଛି ।ସାମାଜିକ ଓ ମାନସିକ ସ୍ତରରେ କେନ୍ସର ରୋଗୀ ଓ ତାଙ୍କ ପରିବାରର ମନୋବଳ ବୃଦ୍ଧି ପାଇଁ ଆୟୋଜିତ ଏହି "ମନୋବଳ ବୃଦ୍ଧି କାର୍ଯ୍ୟକ୍ରମ"  (Psycho-Social Support to Cancer patients and family Event )ର ମୁଖ୍ୟ ଆକର୍ଷଣ ହେଉଛନ୍ତି ଓଡିଶାର ବାଗଚୀ ଶଙ୍କରାଶ୍ରୟ  Psycho- Oncologist ଡାକ୍ତର ଶ୍ରୀମତୀ କେଶବ ଶର୍ମା । ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ Psycho- Oncologist ମାନେ ଯୋଗଦେଇ କେନସର ଚିହ୍ନଟ ହେବା ମୂହୁର୍ତ୍ତରୁ ଚିକିତ୍ସା ର ପ୍ରତ୍ୟେକ ପର୍ଯ୍ୟାୟରେ ନିଜକୁ କିଭଳି ମାନସିକସ୍ତରରେ ମଜବୁତ କରିପାରିବେ ସେ ସଂପର୍କରେ ପିଡୀତ ଓ ପରିବାରଙ୍କ ସହିତ ଆଲୋଚନା କରିବେ।  ସେହିପରି ରାୟପୁର ବାଲକୋ ହସ୍ପିଟାଲରୁ ସାଇକୋଲୋଜିଷ୍ଟ ଡାକ୍ତର ଅମୃତ ମଜୁମଦାର,ବୁର୍ଲା ଭୀମସାରରୁ ବରିଷ୍ଠ ରେଡିଏସନ ଅଙ୍କୋଲୋଜିଷ୍ଟ ଡାକ୍ତର ବିଶ୍ଵରଞ୍ଜନ ରାଉତରାୟ,ସମ୍ବଲପୁର ବିଶ୍ଵବିଦ୍ୟାଳୟର ଆସିଷ୍ଟେନ ପ୍ରଫେସର ସୋସିଓଲୋଜି ସ୍ପେଶିଆଳିଷ୍ଟ ଡାକ୍ତର ମଧୁମିତା ବିଶ୍ଵାଳ,ଭୁବନେଶ୍ବର ବାଗଚୀ ଶଙ୍କରାଶ୍ରୟ ସାଇକୋଲୋଜିକାଲ କାଉନ୍ସିଲର ରାଜନନ୍ଦିନୀ ଘୋଷ ଏବଂ ଭୁବନେଶ୍ବର "ଉମିଦେ " ର ଫାଉଣ୍ଡର ନିତାଇ ଗୌର ପାଣିଗ୍ରାହୀ ଉପସ୍ଥିତ ରହି କେନ୍ସର ରୋଗୀ ଏବଂ ପୀଡିତ ପରିବାରଙ୍କ ସହିତ ଆଲୋଚନା କରିବେ ।କେନ୍ସର ରୋଗ ସହିତ ଲଢେଇକରି ବିଜୟୀ ହୋଇଥିବା କେନ୍ସର ସରଭାଇଭର ମାନଙ୍କ ଦ୍ଵାରା ଗଠିତ ବରଗଡର ଫାଇଟର୍ସ ଗୃଫ ଆଜି ପର୍ଯ୍ୟନ୍ତ ଅନ୍ୟ କେନ୍ସର ରୋଗୀଙ୍କୁ  ଉନ୍ନତ ଚିକିତ୍ସା କ୍ଷେତ୍ରରେ ରାହା ଦେଖାଇ ସାହାଯ୍ୟର ହାତବଢାଇ ଆସିଥିଲା ଓ ବରଗଡରେ କେନ୍ସର ସହଯୋଗ କେନ୍ଦ୍ର ଖୋଲି ନିଆରା ପ୍ରୟାସ କରିଥିଲା ମାତ୍ର କେନ୍ସର ରୋଗୀ ଓ ପରିବାର ମାନସିକ ଓ ସାମାଜିକ କ୍ଷେତ୍ରରେ ଯେଉଁ ସମସ୍ୟାର ସାମନା କରିଥାନ୍ତି ତାହା ପୁରା ପରିବାରକୁ ଅସ୍ତବ୍ୟସ୍ତ କରି ପକାଇଥାଏ ତେଣୁ ଫାଇଟର୍ସ ଗୃଫ ପୁଣି ନିଆରା ପ୍ରୟାସ କରିଛି କେନ୍ସର ରୋଗୀ ଓ ପୀଡିତ ପରିବାରଙ୍କୁ ମାନସିକ ସ୍ତରରେ ମଜବୁତ କରିବାକୁ।ତେବେ ଜିଲ୍ଲା ଓ ଜିଲ୍ଲା ବାହାରେ ରହିଥିବା କେନ୍ସର ରୋଗୀ ତଥା ରୋଗୀଙ୍କ ପରିବାର ବର୍ଗ ଆସନ୍ତା ୨୯ ତାରିଖରେ ହେବାକୁଥିବା ଏହି ମନୋବଳ ବୃଦ୍ଧି କାର୍ଯ୍ୟକ୍ରମରେ ନିଶ୍ଚିତ ରୂପେ ଯୋଗଦାନ କରିବାକୁ ଆଜିର ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଫାଇଟର୍ସ ଗୃଫ ପକ୍ଷରୁ ଅନୁରୋଧ କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ବିଳନୀରେ "ଫାଇଟର୍ସ ଗୃଫ ଟ୍ରଷ୍ଟ ର ଅଧ୍ୟକ୍ଷ ଅଶ୍ଵିନୀ ଦର୍ଜି, ଭ୍ବବନେଶ୍ବର "ଉମିଦେ" ର ଫାଉଣ୍ଡର ନିତାଇ ଗୌର ପାଣିଗ୍ରାହୀ,ରବି ପଣ୍ଡା,କେନ୍ସର ସହଯୋଗ କେନ୍ଦ୍ରର କୋଡିନେଟର ଦୁର୍ଲଭି ବିଶ୍ଵାଳ,ଫାଇଟର୍ସ ଗୃଫର ସଦସ୍ୟ ପ୍ରତାପ ଦାସ ଏବଂ କେନ୍ସର କେୟାର ଭୋଲେଣ୍ଟିୟର ସେଖ ମହମ୍ମଦ ଗଜନବି ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026

You Might Also Like