-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
19-Sep-2024
(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲ୍ଲା ର ଶ୍ରେଷ୍ଠ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ, ସବୁବେଳେ ଜନତାଙ୍କ ସହ ରହି ଚର୍ଚ୍ଚା ସାଉଣ୍ଡି ବାରେ ଲାଗିଛନ୍ତି। ବିଧାୟକ ହେବେତ ଏମିତି। ୧୨ ମାସରେ ୧୩ ପର୍ବ ଭଳି ବିଧାୟକ ମଧ୍ୟ ପ୍ରତି ମାସରେ ଜନତାଙ୍କ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ଲାଗିଥାନ୍ତି। ଟିକିଏ ସମୟ ପାଇଗଲେ ସେ ଘରେ ବିଶ୍ରାମ ନ କରି ଦିନରାତି ଜନତାଙ୍କ ସେବାରେ ବାହାରି ପଡନ୍ତି। ଚାଷ କାମ ଆରମ୍ବ ହେଲେ ନିଜ ନିର୍ବାଚନ ମଣ୍ଡଳୀର ଉପାନ୍ତ ଗ୍ରାମ ଗୁଡ଼ିକକୁ ଯାଇ ମହିଳା ମାନଙ୍କୁ ଜମିରେ ଧାନ ରୁଆ କରୁଥିବା ବେଳେ ହାଜର ହୋଇ ଯାଇଥାନ୍ତି।ଆଜି ଡାବୁଗାଁ ନିର୍ବାଚନ ମଣ୍ଡଳୀର କୋଷାଗୁମଡା ବ୍ଲକର ସିରାଗୁଡା, କେରଣ୍ଡିମାଲ, ନୂଆଗୁଡା ଆଦି ବିଭିନ୍ନ ଗ୍ରାମକୁ ଯାଇ ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ରେ ଯୋଗଦେଇ ବାଜା ମହୁରୀର ତାଳେ ତାଳେ କାନ୍ଧରେ କନ୍ଧ ମିଶାଇ ଜନତା ଙ୍କ ସହ ନାଚିଲେ ଡାବୁଗାଁ ବିଧାୟକ ଶ୍ରୀ ମନହର ରନ୍ଧାରୀ।