-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||      ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ    (10-Sep-2026)       ||      ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   (10-Sep-2026)       ||      ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   (10-Sep-2026)       ||      ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   (10-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   (10-Sep-2026)       ||      ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   (10-Sep-2026)       ||      *ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||     

HOME   ଜିଲ୍ଲା

ବନତତ୍ବ ବନଖଣ୍ଡ ଅଧିକାରୀଙ୍କ ପିସି ଚାପରେ ଫୋରେଷ୍ଟ ର ଙ୍କ ଆତ୍ମହତ୍ୟା ଅଭିଯୋଗ

19-Sep-2024



ରାୟଗଡା(ସୁପ୍ରିୟା ଷଡଙ୍ଗୀ): ରାୟଗଡା ବନତତ୍ୱ ବନଖଣ୍ଡ ଡିଭିଜନ ଅଧୀନରେ ରାୟଗଡା, କଳାହାଣ୍ଡି, କୋରାପୁଟ ଓ ବାଳଙ୍ଗୀର ଅଧୀନରେ, ୪ଗୋଟି ଜ଼ିଲ୍ଲା ଆସୁଅଛି l ବନତତ୍ୱ ବନଖଣ୍ଡ ରାୟଗଡା ଡିଭିଜନ ଦ୍ୱାରା ପରିଚାଳିତ କଳାହାଣ୍ଡି ଜ଼ିଲ୍ଲା ର ଜାରିଙ୍ଗ ହାଇଟେକ ନର୍ସରୀ ରିସର୍ଚ୍ଚସେଣ୍ଟର ରେ କାର୍ଯ୍ୟରତ ଫୋରେଷ୍ଟର ସଂଜୟ ନାୟକ (୩୩) ଆତ୍ମହତ୍ୟା କରିଥିବାର  ଜଣାପଡିଛି l ଗତ ବୁଧୁବାର ଦିନ ଭବାନୀପାଟଣା ଫୋରେଷ୍ଟ କଲୋନୀ ର କ୍ଵାଟର୍ସ ରୁ ସଞ୍ଜୟ ନାୟକ ଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି l ବାରମ୍ବାର ପିସି ନିମନ୍ତେ ରାୟଗଡା ଡ଼ିଏଫଓ ଚାପ ପକାଇବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି l ଏହି ସଂକ୍ରାନ୍ତ ରେ ମୃତ ସଂଜୟଙ୍କ ଭାଇ ରବିନାରାୟଣ ନାୟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଟାଉନ ଥାନା ପୋଲିସ ଘଟଣା ସ୍ଥଳରୁ ଏକ ସୂଈସାଇଡ ନୋଟ ଜବତ କରିଛି ଯାହାକୁ ସିଲ କରି କଳାହାଣ୍ଡି ପୋଲିସ ଆରକ୍ଷୀ ଅଧକ୍ଷ ଙ୍କୁ ଜିମା ଦିଆଯାଇଥିବା ର ଜଣାପଡିଛି l ଘଟଣାରୁ ପ୍ରକାଶ ଯେ ମୃତ ସଞ୍ଜୟ ଙ୍କ ନିଜ ପୈତୃକ ଘର ରାୟଗଡା ଜ଼ିଲ୍ଲା ରାୟଗଡା ସହର ର ବ୍ରାହ୍ମଣ ସାହିରେ ପୋଲିସ ଠାରୁ ସଞ୍ଜୟ ଙ୍କ ମୃତ ଖବର ପାଇଁ ସଞ୍ଜୟ ଙ୍କ ମା ହେମଲତା ନାୟକ, ସମ୍ପର୍କୀୟ ଭାଇ ପ୍ରତାପ ନାୟକ ଓ ମାମୁଁ ସନ୍ତୋଷ ନାୟକ ଭବାନୀପାଟଣାରେ ପହଁଞ୍ଚଥିଲେ  ଇ ଶବ ଚି଼ହ୍ନଟ କରିଥିଲେ l ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ପୋଲିସ ଶବ ହସ୍ତାନ୍ତର କରିଥିଲେ l ମୃତ ସଞ୍ଜୟ ଙ୍କ ଭାଇ ରବିନାରାୟଣ ସୂଈସାଇଡ ନୋଟ ପଢି ଥିବା ପ୍ରକାଶ କରିଛନ୍ତି l ସେ ପୁଣି ଅଭିଯୋଗ କରିଛନ୍ତି ଯେ ସଞ୍ଜୟ ଗତ ୪ବର୍ଷ ଧରି ଜାରିଙ୍ଗ ରିସର୍ଚ୍ଚ ସେଣ୍ଟର ରେ କାମ କରୁଥିଲେ l ମୋର ଭାଇକୁ ରାୟଗଡା ଡ଼ିଏଫଓ ବାରମ୍ବାର ପିସି ପାଇଁ ଚାପ ପକାଉଥିଲେ l ଗତ ବର୍ଷ ୭ ଲକ୍ଷ ଟଙ୍କା ପିସି ମାଗିଥିଲେ l ଏହି ବର୍ଷ ସଞ୍ଜୟ ଡ଼ିଏଫଓ ଙ୍କୁ ୨.୫୦ ଲକ୍ଷ ଟଙ୍କା ସହିତ ଏକ ଏ ସି କିଣି ଦେଇଥିଲେ l ଏକ ମନ୍ଦିର ନିମନ୍ତେ ୪୦ ହଜାର ଟଙ୍କା ଡୋନେସନ ଦେଇଥିଲେ ଓ ଡ଼ିଏଫଓ ଙ୍କ ଘରେ ଏକ ବୋରୱେଲ ଖୋଳାଇ ଥିଲେ 
ବୋଲି ରବିନାରାୟଣ କହିଛନ୍ତି l ରାବୁନାରାୟଣ ପୁଣି କହିଛନ୍ତିଯେ ଡ଼ିଏଫଓ ବାରମ୍ବାର ଚାକିରୀ ରୁ କାଢି ଦେବାକୁ ଧମକ ଦେଇ ପିସି ଦାବି କରୁଥିବା ନେଇ ସୂଈସାଇଡ ନୋଟ ରେ ଉଲ୍ଲେଖ ଥିବା ଅଭିଯୋଗ କରିଛନ୍ତି l ଗତ ୧ ତାରିଖ ରେ ସଞ୍ଜୟ ଙ୍କୁ ଜବରଦସ୍ତ ବଲାଙ୍ଗୀରି ବଦଳି କରାଯାଇଥିଲା l ଡ଼ିଏଫଓ ବାରମ୍ବାର ମାନସିକ ଚାପ ଦେବାରୁ ସଞ୍ଜୟ ବାଧ୍ୟ୍ୟ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ୍ୟ ହେଲେ ବୋଲି ରବି କହିଛନ୍ତି l ଏହି ବିଷୟ ନେଇ ଆମେ ବନତତ୍ୱ ବନଖଣ୍ଡ ଅଧିକାରୀ ଅଫିସକୁ ପହଂଚି ବନଖଣ୍ଡ ଅଧିକାରୀ ଦେବେନ୍ଦ୍ର କୁମାର ବେହରା ଙ୍କ ପ୍ରତିକ୍ରିୟା ପାଇଁ କିଂତୁ ସେ ଭୁବନେଶ୍ୱର ଓ ରାୟଗଡା ଉଭୟ ବନଖଣ୍ଡ ଦାୟିତ୍ୱ ରେ ଥିବା ରୁ ସେ ଭୁବନେଶ୍ୱର ଯାଇଥିବାରୁ ତାଙ୍କୁ ମିଶି ପ୍ରତିକ୍ରିୟା ନେବାର ସମ୍ଭବ ହୋଇପିରିଲା ନାହିଁ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   10-Sep-2026
  ଜିଲ୍ଲା  
ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   10-Sep-2026
  ଜିଲ୍ଲା  
ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ   10-Sep-2026
  ଜିଲ୍ଲା  
*ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   10-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   10-Sep-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   10-Sep-2026
ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ   10-Sep-2026
  ଜିଲ୍ଲା  
ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   10-Sep-2026
  ଜିଲ୍ଲା  
ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   10-Sep-2026
  ଜିଲ୍ଲା  
ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   10-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   10-Sep-2026
  ଜିଲ୍ଲା  
ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   10-Sep-2026

You Might Also Like