-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଘୁ ଉଦୟଗିରି ବିଜ୍ଞାପିତ ଅଂଚଳ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

01-Sep-2024



ଘୁ ଉଦୟଗିରି(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) କନ୍ଧମାଳ ଜିଲ୍ଲାର  ଘୁ ଉଦୟଗିରି ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜି ୬୪ତମ ସ୍ୱାୟତ୍ତ ଶାସନ ଦିବସ ବିଭିର୍ଣ୍ଣ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଧୁମ ଧାମ ରେ ପାଳନ କରାଯାଇଛି |ସର୍ବପ୍ରଥମେ ଆଜି ସକାଳ ୭ ଘଟିକାରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୁ ଉଦୟଗିରି ସହର ବାସୀଙ୍କୁ ରାମଃଧୁନ ପ୍ରଚାର କରାଯାଇଥିଲା  |  ସକାଳ ୭।୪୫ ମିନିଟରେ ସହର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀ, ଚକରା ବିଶୋଇ ଓ ବବରୁ ବାହାନ ପ୍ରଧାନ ଙ୍କ ପ୍ରତି ମୂର୍ତ୍ତିରେ  ମୁଖ୍ୟ ଅତିଥି ଶ୍ରୀମତୀ ଦେବସ୍ମିତା ଶତପଥି ମାଲ୍ୟାର୍ପଣ କରିଥିଲେ | ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ମଧ୍ୟରେ  ଉପାଧ୍ୟାକ୍ଷ ଶ୍ରୀ ସନ୍ତୋଷ କୁମାର ବାଘ , କାର୍ଯ୍ୟ ନିର୍ବାହୀ ଅଧିକାରୀ. ଶ୍ରୀମତି ଇତିଶ୍ରୀ ଷଡ଼ଙ୍ଗୀ ଓ ସମସ୍ତ କାଉନ ସିଲର ମାନଙ୍କ ଉପସ୍ଥିତ ରେ ଅଧକ୍ଷା ଶ୍ରୀମତି ଦେବସ୍ମିତା ଶତପଥି ଜାତୀୟ ପତାକା ଉତ୍ତୋଳନ କରି ସ୍ୱାୟତ୍ତ ଶାସନ ଦିବସ ର ଶୁଭାରମ୍ଭ କରିଥିଲେ |  ଏହାପରେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧକ୍ଷ ଶ୍ରୀମତି ଦେବସ୍ମିତା ଶତପଥି ଏବଂ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ଦ୍ୱାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ଚିକିସ୍ଥିତ ହେଉଥିବା ଅନ୍ତେବାସି ମାନଙ୍କୁ ଫଳ, ପାଉଁରୁଟି, ବିସ୍କୁଟ ଓ ଗ୍ଲୁକୋଜ ବଣ୍ଟନ କରାଯାଇଥିଲା |  ଦିବା ୧୦ ଘଟିକାରେ   ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କର ଟେଲିକାଷ୍ଟ ମାଧ୍ୟମରେ ସ୍ୱାୟତ୍ତ ଦିବସ  ଉପଲକ୍ଷେ ଏକ ବୈଠକରେ ଅଂଶ ଗ୍ରହଣ କରିବା ପରେ ଉପସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପ୍ରତିନିଧି, ଜନସାଧାରଣ ଓ ସମସ୍ତ କର୍ମଚାରୀ ମାନଙ୍କ ପାଇଁ ମଧ୍ୟାନ୍ନ ଭୋଜନ ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା | ଏହାପରେ ପରିଷଦ ଦ୍ୱାରା ବିଭିର୍ଣ୍ଣ ପ୍ରକାର କାର୍ଯ୍ୟକ୍ରମ କରାଯାଇ ଥିଲା | କାର୍ଯ୍ୟକ୍ରମ ମଧ୍ୟରେ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା,ଆଜିର ସ୍ୱାୟତ୍ତ ଶାସନ ଦିବସରେ ଘୁ ଉଦୟଗିରି ସହର କୁ  ସ୍ୱଚ୍ଛ, ନିର୍ମଳ, ଏକ ସୁନ୍ଦର ସହର ଗଢି ତୋଳିବାକୁ ସମସ୍ତଙ୍କର ଏକାନ୍ତ ସହଯୋଗ ର ଆବଶ୍ୟକତା ଅଛି ବୋଲି ଅଧକ୍ଷ ଶ୍ରୀମତି ଦେବସ୍ମିତା ଶତପଥି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ |  ଏହାପରେ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତି ଇତିଶ୍ରୀ ଷଡ଼ଙ୍ଗୀ ମଧ୍ୟ୍ୟ ଘୁ ଉଦୟଗିରି ସହରକୁ ଏକ ନିର୍ମଳ ସ୍ଵଛ ଓ ସୁନ୍ଦର କରି ଗଢି ତୋଳିବାକୁ ହେଲେ ବିଶେଷତଃ ଘୁ ଉଦୟଗିରି ସହର ବାସୀଙ୍କର ଏକାନ୍ତ ଉତ୍ତମ ସହଯୋଗ ଜରୁରୀ ଆବଶ୍ୟକ ଅଛି, ଜନସାଧାରଣ ଙ୍କ ର ବିନା ସହଯୋଗ ରେ ସହରର କୌଣସି ଉର୍ନ୍ନତି ଅସମ୍ଭବ ବୋଲି କାର୍ଯ୍ୟ ନିର୍ବାହ ଅଧିକରୀ କହିଥିଲେ | ଘୁ ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦ ଅନ୍ୟ ମାନଙ୍କ ଠାରୁ ଏକ ପାଦ ଆଗେଇ ଉଦୟଗିରି ରେ ବିଭିର୍ଣ୍ଣ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଯଥା :- ଶ୍ରୀ ସୁମନ ବେହେରା ( PD DUDA )ଶ୍ରୀ ବିଜୟ କୁମାର ବିଶି ( SDPO ) ଶ୍ରୀ ରଞ୍ଜନ କୁମାର ସାହୁ ( ତହସିଲଦାର ) ଶ୍ରୀ ମନୋଜ କୁମାର ଦେବତା ( BDO ) ଶ୍ରୀ ଭଗବାନ ପୂଜାରୀ ( IIC ) ଶ୍ରୀ ଫାଲଗୁନି କୁମାର, ( ADDL THSLDR ) ଶ୍ରୀମତୀ କଳ୍ପନା ଶତପଥି ( CDPO ) ଶ୍ରୀ ସୁଧାଂଶୁ ଶେଖର ମେହେର  ( ଅଧକ୍ଷ କଳିଙ୍ଗ ମହାବିଦ୍ୟାଳୟ ) ଶ୍ରୀ ଶିବରାମ ସାହୁ ( ଅଧକ୍ଷ ମହିଳା ମହାବିଦ୍ୟାଳୟ ) ପ୍ରମୁଖ ସନମାନିତ ଅତିଥି ଭାବେ ଯୋଗଦାନ କରି ଏକ ସ୍ୱତନ୍ତ୍ର ପରିବେଶ ସୃଷ୍ଟି କରିପାରିଥିଲେ,
     ଏହାପରେ ଘୁ ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ଦିନ ରାତି, ଖରା ବର୍ଷା, ଶୀତ କାକର କୁ ଖାତିର ନ କରି ଯେଉଁମାନେ ସମସ୍ତଙ୍କୁ ସେବା ଯୋଗାଉ ଛନ୍ତି, ତେଣୁ ଆଜିର ଦିବସରେ ସେଇ ନିଷ୍ଠାପର କର୍ମଚାରୀ ମାନଙ୍କୁ ମଧ୍ୟ୍ୟ ପୁରସ୍କୃତ କରାଯାଇଥିଲା, ଉତ୍ତମ ସେବା ଯୋଗାଉଥିବା, ସ୍ୱଚ୍ଛ ସାଥି, ସ୍ଵଛ ସୁପର ଭାଇଜର, ସ୍ୱଚ୍ଛ କର୍ମି, ମାନଙ୍କୁ ଅଧକ୍ଷା ଶ୍ରୀମତୀ ଦେବସ୍ମିତା ଶତପଥି ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ ପୁରସ୍କାର ସହିତ ନୂତନ ପୋଷାକ ପ୍ରଦାନ କରାଯାଇଥିଲା | ଆଜିର କାର୍ଯ୍ୟକ୍ରମ କୁ ସମସ୍ତ ନିର୍ବାଚିତ କାଉନ ସିଲର  ତଥା ପୂର୍ବତନ ଅଧକ୍ଷ ଶ୍ରୀ ପି, ସଂଜୀବ କୁମାର ପାତ୍ର ଙ୍କ ସମସ୍ତ କାଉନ ସିଲର  ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ବରିଷ୍ଠ କିରାଣୀ ଶ୍ରୀ ସତ୍ୟ ପ୍ରକାଶ ମହାପାତ୍ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ, କୋଷାଧକ୍ଷ ଶ୍ରୀ ପଙ୍କଜ କୁମାର ବେହେରା ପ୍ରମୁଖ କର୍ମକର୍ତ୍ତା ମାନଙ୍କ ଉତ୍ତମ ସହଯୋଗ ରେ ଅତି ସୁନ୍ଦର ଭାବେ ସ୍ୱାୟତ୍ତ ଶାସନ ଦିବସ ପାଳନ କାର୍ଯ୍ୟକ୍ରମ କୁ ସମ୍ପାଦନ କରାଯାଇ ଥିବାରୁ ସମସ୍ତଙ୍କ ଭୂମିକାକୁ ଉତ୍ସବରେ ଭୁୟସୀ ପ୍ରଶଂସା କରାଯାଇଥିଲା |


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like