-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||     

HOME   ଜିଲ୍ଲା

କନ୍ଧମାଳ ଜିଲ୍ଲା AORA ର ନୂତନ ସଭାପତି ହେଲେ ବିମଲ କୁମାର

25-Aug-2024



ଟିକାବାଲି (କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) ଭୁବନେଶ୍ୱର ରେ ଆୟୋଜିତ ଅଲ ଓଡିଶା ରିପୋର୍ଟର ଆଶ୍ସୋସିଏସନ ପ୍ରତିଷ୍ଠା ଦିବସ ସମାରୋହ ଓ ରାଜ୍ୟ କାର୍ଯକାରୀଣୀ ବୈଠକ ରେ କନ୍ଧମାଳ ଜିଲ୍ଲାରୁ ବହୁ  ବିଭିର୍ଣ୍ଣ ଗଣମାଧ୍ୟମ ର ସାମ୍ବାଦିକ  ତଥା ପ୍ରତିନିଧି ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିବା  ଦେଖିବାକୁ ମିଳିଛି l ଏହି ସମାରୋହରେ ବୈଦୁତିକ ଗଣ ମାଧ୍ୟମ ଫୋକସ ପ୍ଲସ ର ଏଡିଟର ତଥା ସଙ୍ଘଠନର ପ୍ରତିଷ୍ଠାତା ,ନବ ନିର୍ବାଚିତ ସଭାପତି ଶ୍ରୀ ସୁଧାସୁ ଶେଖର ରାଉତଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା l  ଆୟୋଜିତ   ଅଲ ଓଡ଼ିଶା ରିପୋର୍ଟସ୍ ଆସୋସିଏସନ କାର୍ଯ୍ୟକ୍ରମରେ ବରେଣ୍ୟ ମଞ୍ଚାସିନ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ରମେଶ ଜେନା, 
ବାବୁ ଦାସ, ପ୍ରଦୀପ ପ୍ରଧାନ,ପ୍ରଦୀପ ମାଝୀ, ଶ୍ରୀକାନ୍ତ ପକାଳ,  ଏବଂ ଓଡିଶା ର ପ୍ରତ୍ୟେକ ଜିଲ୍ଲାର ସାମ୍ବାଦିକ ଭାଇ ଓ ଭଉଣୀ ଯୋଗଦେଇଥିବା ଦେଖିବାକୁ ମିଳିଛି l କାର୍ଯ୍ୟକ୍ରମ ସମାରୋହରେ  ବୁଦ୍ଧିଜୀବୀ, ନେତା , ଉଚ୍ଚ ପଦସ୍ତ ପ୍ରଶାସନିକ ଅଧିକାରୀ, ବହୁ ଗଣ ମାଧ୍ୟମର ଚ୍ୟାନେଲ ମୁଖ୍ୟ କର୍ମକର୍ତା ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଓ  ରାଜ୍ୟରେ ସାମ୍ବାଦିକ ଭାଇ ଓ ଭଉଣୀ ଙ୍କୁ  AORA ସଙ୍ଘଠନ କୁ ମଜୁବୁତ କରିବା ସହିତ ସଭାପତିଙ୍କ ହାତରେ ହାତ ମିଶେଇ ସଂଗଠନ କୁ ଆଗକୁ ନେବାକୁ ଅନୁରୋଧ କରିଥିଲେ l ସନ୍ତୋଷ ଭାଇ ଓ ଗଞ୍ଜାମ ଜିଲ୍ଲା ରୁ ଦିଲ୍ଲୀପ ସାର ସାମ୍ବାଦିକ ଭାଇ ଓ ଭଉଣୀ ଙ୍କୁ ଏକ ସୁନ୍ଦର ବାର୍ତ୍ତା ଦେଇ ନିଜକୁ ସାମ୍ବାଦିକ ତା ରେ ସ୍ୱଚ୍ଛ ଓ ନିରପେକ୍ଷ ଖବର ପ୍ରସାରଣ କରିବାପାଇଁ ନିଜର ଅଭିଭାଷଣ ରଖିଥିଲେ l ଆଜି ଏହି ପ୍ରତିଷ୍ଠା ଦିବସରେ  ପ୍ରତ୍ୟେକ ଜିଲ୍ଲାର AORA ସଙ୍ଘଠନ ର ସଭାପତିଙ୍କୁ ସମସ୍ତଙ୍କ ଉପସ୍ଥିତ ରେ ଚୟନ କରାଯାଇଥିଲା, ଓ କନ୍ଧମାଳ ଜିଲ୍ଲାର AORA ସଂଗଠନ ସଭାପତି ଭାବରେ  ସାମ୍ବାଦିକ ଶ୍ରୀ ବିମଲ କୁମାର ନାୟକଙ୍କୁ    ସର୍ବସମତିକ୍ରମେ ଚୟନ କରାଗଲା l ଏଣୁ ନୂତନ ସଭାପତି ଶ୍ରୀଯୁକ୍ତ ବିମଲ କୁମାର ନାୟକ ଙ୍କୁ କନ୍ଧମାଳ ଜିଲ୍ଲାର ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀ ଶୁଭେଚ୍ଛା ଜଣାଇଥିବା ଜଣାପଡିଛି l ନୂତନ ସଭାପତି ହେବା ପରେ ଶ୍ରୀ ନାୟକ ଜିଲ୍ଲାର ସାମ୍ବାଦିକ ଙ୍କ ସୁରକ୍ଷା ଓ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମସ୍ୟା ଉପରେ ସର୍ବଦା ସମାଧାନ କରିବା ପାଇଁ ଚେଷ୍ଟା ଜାରିରହିବ ବୋଲିନିଜ ବକ୍ତବ୍ୟରେ କହିଛନ୍ତି ଏହା ସହିତ କନ୍ଧମାଳ ଜିଲ୍ଲାରେ ଓ ରାଜ୍ୟରେ AORA କୁ ଏକ ବଳିଷ୍ଠ ଗଣ ମାଧ୍ୟମ ସଂଗଠନ ରୂପେ ପ୍ରତିଷ୍ଠା କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିବେ ବୋଲି ପ୍ରକାଶ କରିଥିଲେ ଓ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026

You Might Also Like