-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ସହୀଦ ରିନ୍ଦୋ (Rando) ମାଝୀଙ୍କ ଫିଲ୍ମରେ ଆଦିବାସୀ ପରମ୍ପରା ସଂସ୍କୃତିକୁ ବଜାଇ ରଖିବାକୁ ଦାବି

06-Oct-2020



 ନର୍ଲା, 06/10: (ସଞ୍ଜୀବ ଦାସ)- ସହୀଦ ରେଣ୍ଡୋମାଝୀଙ୍କ ଫିଲ୍ମ ତିଆରି ପାଇଁ ଆନୁସଙ୍ଗିକ ଭାବେ ଭବାନୀପାଟଣାରେ ଏହାର  ଶୁଭ ଉଦ୍ଘାଟନ ଗବେଷକ,ଲେଖକ ପରମେଶ୍ବର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ତେବେ ଏଥିରେ କୈ।ଣସି ଆଦିବାସୀଙ୍କୁ ସାମିଲ କରାଯାଇ ନାହିଁ ଓ ଯାହାକୁ ନେଇ ଆଦିବାସୀଙ୍କୁ ଅଣଦେଖା କରି ବ୍ରାହ୍ମଣ ବାଦ,କରଣବାଦ ଚାଲିଛି ବୋଲି ଆଦିବାସୀ ସଂଘର ଆଲୋଚନା ଚକ୍ରରେ କନ୍ଧ ସଂସ୍କୃତିର ଗବେଷକ ତଥା ଭୀମା ପତ୍ରିକାର ପ୍ରତିଷ୍ଠାତା ମେଦିନୀଧର ଜାନୀ ମତ ପ୍ରକାଶ କରିଛନ୍ତି । ବୀର କମଳ  ମଇଦାନ ଅସୁରଗଡଠାରେ  ଏକ ଆଦିବାସୀ ସଂଘର ଆଲୋଚନ‌।ଚକ୍ର ଅନୁଷ୍ଠିତ ହୋଇଯାଇଛି। ତେବେ ଆର୍ ବିଆର ଫିଲ୍ମ ପ୍ରଡୁସରଙ୍କ ସହିତ ପରମେଶ୍ଵର ମୁଣ୍ଡ ଓ ଅମରେଶ ଜେନାଙ୍କ ପ୍ରୟାସରେ ସହୀଦ ରେଣ୍ଡୋ ମାଝୀଙ୍କ କାହାଣୀ ଉପରେ ନିର୍ମିତ ହେବାକୁ ଥିବା ଫିଲ୍ମ ଉପରେ କନ୍ଧ ସମାଜ  ବହୁତ ଖୁସି ଦେଖାଯାଉଥିଲେ ସୁଦ୍ଧା ଅନେକ କଟୁ ମନ୍ତବ୍ୟକୁ ନେଇ ଦୁଃଖତ  ବୋଲି ମଧ୍ୟ ଶ୍ରୀ ଜାନୀ ପ୍ରକାଶ କରିଛନ୍ତି ‌। ଆଦିବାସୀ ନାଁ ନେଇ ଶୋଷଣ ଓ ବ୍ୟବସାୟ ଚାଲିଛି। ଯେମିତି ରେଣ୍ଡୋ ମାଝୀଙ୍କ ମୂର୍ତ୍ତିକୁ ନେଇ ବିବାଦ ଉଠିଥିଲା। ଯେ ହେତୁ ଆଦିବାସୀ ସଂଘର ମତାମତ ନିଆ ଯାଇ ନ ଥିଲା ବୋଲି ଆଦିବାସୀ ସଂଘ ଦାବି ରଖିଛି। ଏଥିପାଇଁ କନ୍ଧ ସମ୍ପ୍ରଦାୟର ଆଦିବାସୀ ସଂଘ ସହିତ ଆଲୋଚନା କରିବାକୁ  ସଂଘର ଲୋକନାଥ ଭୋଇ, ପ୍ରକାଶ ମାଝୀ ଆଦି ଜଣାଇଛନ୍ତି। ପୁଣି ଆଦିବାସୀ ପରମ୍ପରା ସଂସ୍କୃତି ଯେପରି ବିକୃତ ନ ହୁଏ  ଓ ଭୁଲ ତଥ୍ୟ ପାଇଁ କୈ।ଣସୀ କ୍ଷମଣୀୟ ନୁହେଁ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଭଲ କାମ ପାଇଁ ଆଦିବାସୀ ସଂଘ ପୂର୍ଣ୍ଣ ସହଯୋଗ କରିବ ବୋଲି ମଧ୍ୟ ଆଦିବାସୀ ସଂଘରେ ଆଲୋଚନା ହୋଇଛି। ଦେବରାଜ ପାଟମାଝୀ, ଦୁର୍ଯ୍ୟୋଧନ ମାଝୀ, ଲୋକନାଥ ଭୋଇ , ମେଦିନୀଧର ଜାନୀ ସମେତ ଅନେକ ଆଦିବାସୀ ନେତା ଏହି ଆଲୋଚନା ଚକ୍ରରେ ସାମିଲ ହୋଇ ଯଦି ଭୁଲ ତଥ୍ୟ ଫିଲ୍ମରେ ଆସେ ଆମେ ପ୍ରତିବାଦ କରିବାକୁ ପଛାଇବୁ ନାହିଁ ବୋଲି ସତର୍କ କରାଇଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like