-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
06-Oct-2020
ଗଡ଼ମଧୁପୁର,06/10 : କଟକ ଜିଲା ଜେନାପୁର ଥାନା ଅନ୍ତର୍ଗତ ଅଣ୍ଟିଆ ପଂଚାୟତ ବାଉଁଶଅଂଟା ଗ୍ରାମର ମହେନ୍ଦ୍ର ମଳିକ(୨୦) ପି. ରାଘୁନାଥ ମଳିକକୁ ଜେନାପୁର ପୁଲିସ ନାବାଳିକା ଅପହରଣ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଯଣାଯାଇଛି। ଗତ ତା ୧୯।୯।୨୦ରେ ମହେନ୍ଦ୍ର ପାଖ ଗାଁରୁ ଜନୈକ ନାବାଳିକାକୁ ନେଇ ଫେରାର ହୋଇଯାଇଥିଲା। ଏ ନେଇ ଜେନାପୁର ଥାନାରେ ୩୦୭/୨୦ରେ ଏକ ଅପହରଣ ମାମଲା କରାଯାଇ ଅଭିଯୁକ୍ତକ ଜେନାପୁର ପୁଲିସ ଖୋଜୁଥିଲା। ଆଜି ଏହି ଘଟଣରେ ପୁଲିସ ମହେନ୍ଦ୍ରର ଘରୁ ନାବାଳିକାକୁ ଉଦ୍ଧାର କରିବା ସହିତ ମହେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଆଶିସ କୁମାର ସାହୁ ସୁଚନା ଦେଇଛନ୍ତି।