-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
13-Aug-2024
(ଡୋଲେଶ୍ଵର ବାଗ)
.ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ବଣ ପାହାଡ ଘେରା ନାଗପଡା ପଞ୍ଚାୟତ ଠାରେ ବି ଡି ଓ ପ୍ରିୟରଞ୍ଜନ କୁମାରଙ୍କ ଅଧ୍ୟକ୍ଷତାରେ ତଥା ତହସିଲଦାର ସରିତା ଗୁପ୍ତାଙ୍କ ସହଯୋଗରେ ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଲୋକଙ୍କ ସମସ୍ୟା ଅଭିଯୋଗ ସମାଧାନ ଓ ତୁରନ୍ତ ପଦକ୍ଷେପ ନେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ। ୪୮ ଗୋଟି ଅଭିଯୋଗର ଶୁଣାଣି କରି କିଛି ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ସରପଂଚ ଗମ୍ଭୀର ତାଣ୍ଡି, ସମିତି ସଭ୍ୟା ସବିତା ଦୀପ, ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ, ଜି ପି ଇ ଓ ବିଶ୍ୱଜିତ କୁମ୍ଭାର, ଏ ପି ଓ ରବିନାରାୟଣ ରାଉତ,ଏମ ଆଇ ଆଲୋକ ପାତ୍ର, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ହିତେଶ ଆଡବାହି, କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର କୁମାର ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୁର୍ଜ୍ଜୁ ହଂସ ସହାୟତା କରିଥିଲେ।