-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||     

HOME   ଜିଲ୍ଲା

ନର୍ଲା ସିଡ଼ିପିଓ ଙ୍କ ଭୁଲ ବିଜ୍ଞାପନ ପ୍ରକାଶ ଯୋଗୁଁ ଦ୍ଵନ୍ଦରେ ଆବେଦନକାରୀଣୀ ଅଭିଯୋଗ ପରେ ବ୍ୟାକ ଡେଟ ରେ ସଂଶୋଧନ

12-Aug-2024



ନର୍ଲା (ଚିନ୍ତାମଣି ନାଏକ)
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ର ଶ୍ରୀ ପୁର ତିତ୍କେଲା, ଓ ରୁପ୍ରା ଭଳି ତିନିଟି ରାଜସ୍ବ ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ ପଦବୀ ନିମନ୍ତେ ନର୍ଲା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ରସଂଖ୍ୟା ୩୨୯ ତା୨୬.୦୭.୨୪ ରିଖରେ ବିଜ୍ଞାପନ ପ୍ରକାଶ ପାଇଥିଲା ତଦନୁଯାୟୀ ସଂପୃକ୍ତ ଗ୍ରାମ ମାନଙ୍କରେ ଉକ୍ତ ପଦବୀ ନିମନ୍ତେ ଅଠର ରୁ ବୟାଲିଶ ବର୍ଷ ବୟସ୍କ ମହିଳା ମାନେ ଅନଲାଇନ ରେ ଆବେଦନ କରିବା ସମୟରେ ତ୍ରୁଟି ଦେଖାଯାଇଥିଲା କାରଣ ନର୍ଲା ସିଡିପିଓ ଙ୍କ ବିଜ୍ଞାପନ ଅନୁଯାୟୀ ବୟସ ସୀମା ଅଠର ରୁ ବୟାଲିଶ ମଧ୍ୟରେ ଥିବା ଉଲ୍ଲେଖ ରହିଅଛି,କିନ୍ତୁ ଅନଲାଇନ ରେ ଆବେଦନ ସମୟରେ ବୟସ ସୀମା ୦୧.୦୧.୨୪ ସୁଦ୍ଧା ୧୮ ରୁ ୩୫ ବର୍ଷ ଉଲ୍ଲେଖ ରହୁଥିବା ରୁ ଆବେଦନକାରିଣୀ ମାନେ ଦ୍ଵନ୍ଦରେ ପଡିଗଲେ, ଏବଂ ଜଣେ ଆବେଦନ କାରିଣୀ ଏହି ବିଷୟ ଟିକୁ ଶନିବାର ଦିନ ଅର୍ଥାତ୍ ୧୦.୦୮.୨୪ ରିଖ ଅପରାହ୍ନ ତିନିଘଣ୍ଟା ସମୟରେ ନର୍ଲାବ୍ଲକ ର ଓଡ଼ିଶା ଭାସ୍କର ପ୍ରତିନିଧି ଚିନ୍ତାମଣି ନାଏକ ଙ୍କୁ ସୂଚନା ଦେଇଥିଲେ ଅଭିଯୋଗ ମୁତାବକ ଶ୍ରୀ ନାଏକ ତତ୍ କ୍ଷଣତା ଏହି ତ୍ରୁଟିପୂର୍ଣ୍ଣ ବିଜ୍ଞାପନ ବିଷୟରେ ସି ଡି ପି ଓ ନର୍ଲା ଙ୍କୁ ପଚାରି ବୁଝିଥିଲେ କିନ୍ତୁ ନର୍ଲା ସିଡ଼ିପିଓ ବିନୋଦିନୀ ପଣ୍ଡା ଏ ବିଷୟରେ ମୁଁ ଜାଣିନାହିଁ ବିଜ୍ଞାପନ ଟି ଆମ କମ୍ପ୍ୟୁଟର କିରାଣୀ ମାନେ ପ୍ରକାଶ କରନ୍ତି ବୋଲି ସାମ୍ବାଦିକ ଙ୍କୁ ସୂଚନା ଦେଇଥିଲେ କିନ୍ତୁ ସାମ୍ବାଦିକ ବନ୍ଧୁ ଓଲଟି ପ୍ରଶ୍ନ କରିଥିଲେ ଯେ ଆପଣ ବିଜ୍ଞାପନ ରେ ନିଜେ ଦସ୍ତଖତ କରିଛନ୍ତି କେମିତି ଜାଣି ନାହାନ୍ତି ବୋଲି,?ତାପରେ ସିଡ଼ିପିଓ ମହୋଦୟା ଉପରିସ୍ଥ ଅଧିକାରୀଙ୍କୁ ପଚାରି ଜଣାଇବା ପାଇଁ କହିଥିଲେ କିନ୍ତୁ ପ୍ରଶ୍ନ ଉଠେ ଯେ ଶନିବାର ଓ ରବିବାର ଦୁଇ ଦିନ ଛୁଟି ଥିବା ବେଳେ ଆବେଦନ ର ଶେଷ ତାରିଖ ସୋମବାର ଅର୍ଥାତ୍ ୧୨.୦୮.୨୦୨୪ ରିଖରେ ସମାପ୍ତ ହେଉଛି ଏବଂ ରବିବାର ଅଭିଯୋଗ ପରେ ମେଡ଼ମ ତରବରିଆ ଭାବରେ ଶେଷ ତାରିଖ ଦିନେ ପୂର୍ବରୁ ଦୁଇଦିନ ର ବ୍ୟାକ ଡେଟ ରେ ତ୍ରୁଟି ସଂଶୋଧନ କରି ଅର୍ଥାତ୍ ନଅ ତାରିଖ ଦେଖାଇ ନୋଟିସ କୁ ୧୧.୦୮.୨୦୨୪ ରିଖ ସଂପୃକ୍ତ ଗ୍ରାମ ମାନଙ୍କରେ ନୋଟିସ ଲଗାଇବା ଏକ ଚାଂଚଲ୍ୟକର ପରିବେଶ ସୃଷ୍ଟି କରିଛି,ଏବଂ ଗାଇଡ଼ ଲାଇନ ପରିବର୍ତନ ହୋଇ ପାଖାପାଖି ଦେଢ଼ବର୍ଷ ହେଲାଣି ମେଡମ କେମିତି ଜାଣି ପାରିଲେ ନାହିଁ ବୋଲି ଆବେଦନ କାରିଣୀ ମନେ ଅଭିଯୋଗ ଆଣିବା ସହ ତାଙ୍କ ଭୁଲ ପାଇଁ ଅନେକ ମହିଳା ସମୟ ନଷ୍ଟ ସହ ଅଯଥା ଖର୍ଚ୍ଚାନ୍ତ ହୋଇଥିବା ପ୍ରକାଶ କରିଛନ୍ତି 
ଏଣୁ ଏଭଳି ଜଣେ ଦାୟିତ୍ବବାନ ଅଧିକାରିଣୀ ଙ୍କ ଦାୟିତ୍ବହୀନ କାର୍ଯ୍ୟ ଓ ଭିତ୍ତିହିନ ମନ୍ତବ୍ୟ କୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026

You Might Also Like