-+91-9937148622 |

prerana_bgr@rediffmail.com |

  Sunday 10th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଆମ ଢେଙ୍କାନାଳ- ଆମ ଗୌରବ   (10-May-2026)       ||      ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   (10-May-2026)       ||      ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   (10-May-2026)       ||      ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ    (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   (10-May-2026)       ||      ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   (10-May-2026)       ||      *ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   (10-May-2026)       ||      ପରିବାର ଭିତରୁ ଯୁବ ପିଢିଙ୍କ ଭିତରେ ସଂସ୍କାର ଆଣିଲେ ସେମାନେ ସଂସ୍କୃତି ର ଅବକ୍ଷୟକୁ ରୋକି ପାରିବେ    (10-May-2026)       ||      ସଡ଼କ ଦୁର୍ଘଟଣାରେ ଦୁଇଜଣ ଆହତ , ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||      ନିର୍ମାଣାଧୀନ କୋଠାରୁ ପଡ଼ି ଶ୍ରମିକ ମୃତ୍ୟୁ ଘଟଣା ଯନ୍ତ୍ରୀ, ଘଟଣାର ନିରପେକ୍ଷ ତଦନ୍ତ ହେଉ    (10-May-2026)       ||      ସମାଜସେବୀ ସଂଘମିତ୍ରା ପଟେଲ ସେବା ଭରତୀ ସମ୍ମାନ ରେ ସମ୍ମାନିତ    (10-May-2026)       ||      *ସୋନପୁର ଥାନାରେ ଜୁଭେଣ୍ଟିକା ସଚେତନତା*   (10-May-2026)       ||      *ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*   (10-May-2026)       ||      *ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ରେ ୫୭୯୬ ଗୋଟି ମାମଲା ସମାଧାନ,*   (10-May-2026)       ||      *ଡାବୁଗାଁ ଥାନା IIC ରଘୁନାଥ ମାଝୀ ସସ୍‌ପେଣ୍ଡ୍‌*   (10-May-2026)       ||      ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ, ପୁଲିସ ଡିଜିଙ୍କ ଉପରେ ବର୍ଷିଲେ: ବାଲିଅନ୍ତା ଜିଆରପି କନେଷ୍ଟବଳ ହତ୍ୟା ଘଟଣାର କ୍ରାଇମବ୍ରାଚ ତଦନୁ ନିର୍ଦ୍ଦେଶ   (09-May-2026)       ||      ଲକ୍ଷ୍ମୀ ବସ ଚଳାଚଳ ରୁଟ ପରିବର୍ତ୍ତନ ପାଇଁ ଦାବି   (09-May-2026)       ||      ବଲାଙ୍ଗିର: ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ   (09-May-2026)       ||     

HOME   ଜିଲ୍ଲା

ଆଦର୍ଶ ଶିକ୍ଷକ ତଥା ପଣ୍ଡିତ ଗୁଣ ସାଗର ପଣ୍ଡା ଙ୍କ ପରଲୋକ- ସୁବର୍ଣ୍ଣପୁର ଜିଲ୍ଲା ରେ ଶୋକ*

10-Aug-2024



- ସୋନପୁର  (ମନୋରଞ୍ଜନ ତ୍ରିପାଠୀ)
 ଆଗ ଧାଡି ର ସମାଜସେବୀ ତଥା ଯୋଗ ଗୁରୁ   ମନୋଜ୍ ପଣ୍ଡା ଙ୍କ ପିତା ତଥା କୋଶଳ ଜ୍ୟୋତିର୍ବିଦ ମହାସଭା ର ପଣ୍ଡିତ ଶ୍ରୀ ଗୁଣ ସାଗର ପଣ୍ଡା ଙ୍କ 73 ବର୍ଷ ବୟସରେ ଆଜି ଭୋର 5 ଟା ବେଳେ ଭୁବନେଶ୍ଵର ଘରୋଇ ଉତ୍କଳ ମେଡିକାଲ ରେ ଚିକିତ୍ସାଧିନ ଅବସ୍ଥା ରେ ଦେହାନ୍ତ ଘଟିଛି l ଏଖବର ରେ ଆଜି ସୋନପୁର ସହର ଓ ଜିଲ୍ଲା ର ବିଭିନ୍ନ ସ୍ବେଛାସେବୀ ସଂଗଠନ, ଯୋଗ ସମିତି, ପୋଲିସ ପ୍ରଶାସନ ମହଲ ରେ ଶୋକ ଖେଳି ଯାଇଛି l ପଣ୍ଡିତ ଶ୍ରୀପଣ୍ଡା ଜଣେ ମେଳାପି, ସ୍ପଷ୍ଟବାଦୀ ଧର୍ମ ପରାୟଣ ବ୍ୟକ୍ରି ଥିବା ବେଳେ କୋଶଳ ଜ୍ୟୋତିର୍ବିଜ୍ଞାନ ମହାସଭା ସମିତି ରେ  ପଣ୍ଡିତ ଶ୍ରୀ ପଣ୍ଡା ଙ୍କ ଖୁବ୍ ସମ୍ମାନ ଥିଲା  ଓ ଶିକ୍ଷକ ମହଲ ରେ ମଧ୍ୟ ଜଣେ ଆଦର୍ଶ ଶିକ୍ଷକ ଭାବେ ଖୁବ୍ ସମ୍ମାନ ଥିଲା ମାଷ୍ଟର ପଣ୍ଡା ଙ୍କ l ଆଦର୍ଶ ଶିକ୍ଷକ ଭାବେ ଓ ଜ୍ୟୋତିଶି କ୍ଷେତ୍ର ରେ ଖୁବ୍ ପାରଙ୍ଗମ ଥିବା ରୁ ତାଙ୍କୁ ଅନେକ ଉପାଧି ରେ ସମ୍ମାନିତ କରାଯାଇଥିଲା l ଦୁଇ ତିନି ବର୍ଷ ପୂର୍ବରୁ ସେ କର୍କଟ ରୋଗରେ ପୀଡିତ ହୋଈ  ସେ ଭୁବନେଶ୍ବର କଳିଙ୍ଗ ଓ ବିଭିନ୍ନ ଜାଗାରେ ଚିକିତ୍ସା ହୋଈ ଆସୁଥିଲେ l  ଆଜି ସୋନପୁର ର ସ୍ୱଚ୍ଛ ଭାରତ, ପତଞ୍ଜଲି ଯୋଗ ସମିତି, ଗୋପlଲ୍ଜି ଯୋଗାଳୟ, ଜିଲ୍ଲା ପୋଲିସ କନଷ୍ଟେବଳ ସଂଘ, ରକ୍ତ ଦାତା ସଂଘ, ଫରେଷ୍ଟ ପାର୍କ ମର୍ଣିଂ ୱାକର କ୍ଲବ୍, ବରିଷ୍ଠ ନାଗରିକ ସଂଘ, ଜିଲ୍ଲା ରେଡକ୍ରସ ସଂଗଠନ, ସାମ୍ୱାଦିକ ସଂଗଠନ  ଏ ଦୁଃଖଦ ଖବର ରେ ଗଭୀର ଶୋକ ପ୍ରକାଶ କରି ଥିଲେ l ଓ ସ୍ୱର୍ଗୀୟ  ପଣ୍ଡା ଙ୍କ ଅମର ଆତ୍ମା ର ଶାନ୍ତି ସଦ୍ଗତି କାମନା କରି  ଶୋକ ସନ୍ତପ୍ତ ପରିବାର କୁ ସମ ବେଦନା ଜଣାଇଥିଲେ l ଉଲୁଣ୍ଡା ବ୍ଲକ୍ ବମରାଜ୍ ଗାଁ ରେ ଆଜି ସନ୍ଧ୍ୟା 5 ଟା ରେ ଶ୍ରୀ ପଣ୍ଡା ଙ୍କ ମର ଶରୀର ପହଁଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ସନ୍ଧ୍ୟା 6 ଟା ବେଳେ ଗାଁ ଶ୍ମଶାନ ଘାଟ ରେ ସ୍ୱର୍ଗୀୟ ପଣ୍ଡା ଙ୍କ ଅନ୍ତିମ ସଂସ୍କାର କରଯାଇଥିଲା l ବଡ ପୁଅ  ରମାକାନ୍ତ ପଣ୍ଡା ପିତା ଙ୍କୁ ମୁଖlଗ୍ନି ଦେଇଥିବା ବେଳେ ପୁଅ ଶ୍ୟାମ ସୁନ୍ଦର, ମନୋଜ୍ ଓ ମାନସ ଚାରି ପୁଅ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
ଆମ ଢେଙ୍କାନାଳ- ଆମ ଗୌରବ   10-May-2026
  ଜିଲ୍ଲା  
ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   10-May-2026
  ଜିଲ୍ଲା  
ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   10-May-2026
  ଜିଲ୍ଲା  
ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ   10-May-2026
  ଜିଲ୍ଲା  
ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   10-May-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   10-May-2026
  ଜିଲ୍ଲା  
*ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   10-May-2026
  ରାଜ୍ୟ  
ପରିବାର ଭିତରୁ ଯୁବ ପିଢିଙ୍କ ଭିତରେ ସଂସ୍କାର ଆଣିଲେ ସେମାନେ ସଂସ୍କୃତି ର ଅବକ୍ଷୟକୁ ରୋକି ପାରିବେ   10-May-2026
  ଜିଲ୍ଲା  
ସଡ଼କ ଦୁର୍ଘଟଣାରେ ଦୁଇଜଣ ଆହତ , ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   10-May-2026
  ଜିଲ୍ଲା  
 କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର   10-May-2026
  ଜିଲ୍ଲା  
 କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର   10-May-2026
  ଜିଲ୍ଲା  
ନିର୍ମାଣାଧୀନ କୋଠାରୁ ପଡ଼ି ଶ୍ରମିକ ମୃତ୍ୟୁ ଘଟଣା ଯନ୍ତ୍ରୀ, ଘଟଣାର ନିରପେକ୍ଷ ତଦନ୍ତ ହେଉ   10-May-2026

You Might Also Like