-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ମହାନଗର

ଲିଫ୍ଟ ଇରିଗେସନରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ହଡପ  ! ବର୍ଷେ ପରେ ବ୍ୟାଙ୍କ୍ ର ସନ୍ଦେହରୁ ପର୍ଦ୍ଦାଫାଶ୍  :  ନିର୍ବାହୀଯନ୍ତ୍ରୀ ଜାଣି ନଥିଲେ : ସହକାରୀ ହିସାବରକ୍ଷକ ଫେରାର୍ । ବିଶ୍ବାସରେ ବିଷ  

09-Aug-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ସୋନପୁର ଉଠାଜଳସେଚନ ନିଗମ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସରକାରୀ ଆକାଉଣ୍ଟ୍ ରୁ ତାଙ୍କ ଅଫିସ୍ ର ସହକାରୀ ହିସାବରକ୍ଷକଙ୍କଦ୍ବାରା ୧ କୋଟି ୧୯ ଲକ୍ଷ ୭୧ ହଜାର ଟଙ୍କା ହଡପ ହେବା ମାମଲା ଚାଞ୍ଚଲ୍ଯ ସୃଷ୍ଟି କରିଛି । ଏବେ ଏହା ସୋନପୁର ଥାନାକୁ ଯିବାପରେ ସୋନପୁର ଭିଜିଲାନ୍ସ ତଦନ୍ତ କରୁଛି । ଭୁବନେଶ୍ବରରୁ ବିଭାଗର ଏକ ତଦନ୍ତ କମିଟି ଆସି ମଧ୍ୟ ଯାଞ୍ଚ କରିଛି । ନିଜ କମ୍ପ୍ୟୁଟର ଦୋକାନ ବା ବି ଏମ ଫାର୍ମ ଆକାଉଣ୍ଟ୍ କୁ ଏହି ଟଙ୍କା ପର୍ଯ୍ୟାୟକ୍ରମେ ଟ୍ରାନ୍ସଫର୍ କଲାପରେ ତୃତୀୟ ଥର ଆଉ ଟଙ୍କା ଉଠାଇବାକୁ ଉଦ୍ୟମ କରୁଥିବା ବେଳେ ବ୍ୟାଙ୍କର ସନ୍ଦେହରୁ ଏହା ଜଣାପଡିଛି । ଧରା ପଡିବା ପରେ ସ୍ଥାନୀୟ ଘୋଡାଘାଟ ପଡା ଘରୁ ସପରିବାର ଅଭିଯୁକ୍ତ ବଳରାମ ମେହେର ଫେରାର୍ ହୋଇଯାଇଥିବା ପ୍ରକାଶ । ନିର୍ବାହୀଯନ୍ତ୍ରୀ ଇଂ ପ୍ରଫୁଲ୍ଲ କୁମାର ବେହେରା କହିଛନ୍ତି ଯେ , ସେ ବିଶ୍ବାସରେ ଅଫିସ୍ କାମରେ ସୁବିଧା ହେବ ବୋଲି ୨୦୧୪ରୁ ଡାଟା ଏଣ୍ଟ୍ରି ଅପରେଟରରୁ ଦୁଇବର୍ଷ ତଳେ ସହକାରୀ ହିସାବରକ୍ଷକ ହୋଇଥିବା ଅଭିଯୁକ୍ତ କର୍ମଚାରୀଙ୍କୁ ଆରଟିଜିଏସ୍ ରେ ବ୍ୟାଙ୍କରୁ ଟଙ୍କା ଉଠାଣ ନିମନ୍ତେ ନିଜ ଆଇଡି, ପାସ୍‌ୱାର୍ଡ , ସିଲ୍ , ଦସ୍ତଖତ ଇତ୍ୟାଦି ଦେଇ ଦେଇଥିଲେ । ତେବେ ଏଇ ଆଉଟ୍ ସୋର୍ସିଂରେ ନିଯୁକ୍ତି ପାଇ ଅଫିସ୍ ରେ ଏତେବର୍ଷ ରହିଥିବା 

ବିଶ୍ବସ୍ତ କର୍ମଚାରୀ ଜଣକ ଏପରି ବିଶ୍ବାସଘାତ କରିବ ବୋଲି ସେ ଜାଣି ନଥିଲେ । 

ଘଟଣାରୁ ପ୍ରକାଶ ଯେ , ଗତବର୍ଷ ଅଗଷ୍ଟ ମାସରେ ୩୨ ଲକ୍ଷ ଓ ଗତ ଜୁଲାଇମାସରେ ୮୬ ଲକ୍ଷ ଆକାଉଣ୍ଟ୍ ଟ୍ରାନ୍ସଫର୍ କରି ହଡପ କଲାପରେ ଗତ ୭ ତାରିଖରେ ଅଭିଯୁକ୍ତ ଏକ ୭୬ ଲକ୍ଷ ଟଙ୍କାର ଚେକ୍ ନେଇ ସୋନପୁର ୟୁନିଅନ ବ୍ୟାଙ୍କକୁ ଯାଇଥିବାବେଳେ ଦସ୍ତଖତରେ ଜାଲିଆତି ସନ୍ଦେହରେ ନୂତନ ଭାବେ ୧୫ ଦିନତଳେ ଯୋଗ ଦେଇଥିବା ବ୍ୟାଙ୍କମ୍ୟାନେଜର ନିର୍ବାହୀଯନ୍ତ୍ରୀଙ୍କୁ ଫୋନ୍ ରେ ପଚାରିବାରୁ ଏହା ଜଣାପଡ଼ିଥିଲା  

ତେବେ ଏତେଦିନ ଧରି ଏତେ ପରିମାଣର ସରକାରୀ ଟଙ୍କାର ହଡପ ସମ୍ପର୍କରେ କିପରି କେହି ଜାଣିପାରି ନଥିଲେ , ଆଶ୍ଚର୍ଯ୍ୟର କଥା । ଉଲ୍ଲେଖନୀୟ ଯେ , ଏଭଳି ଠକେଇ ସୋନପୁରରେ ତୃତୀୟଥର ଘଟିଲା । ଆଗରୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ କୋଟିର ଓ ସୋନପୁର କଲେଜରେ ଏଭଳି ଘଟିଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like