-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Aug-2024
ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ .. ଏକ ତୀର ଏକ କମାଣ ସବ ଆଦିବାସୀ ଏକ ସମାନ ର ଡାକରା ଦେଇ ଆଜି ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଆଦିବାସୀ ଦିବସ ପାଳିତ ହୋଇଯାଇଛି ! ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି ! ସ୍ଥାନୀୟ ଡାକବଙ୍ଗଳା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ଆଦିବାସୀ ଦିବସ ପାଳନ ହେଇଛି ! ସ୍ଥାନୀୟ ଡାକ ବଙ୍ଗଳା ରୁ ପରମ୍ପରା ଅସ୍ତ୍ର ଶସ୍ତ୍ର ଧରି ସହର ପରିକ୍ରମା କରି ଥିଲେ !ମା ଚଣ୍ଡୀ ମନ୍ଦିର ଦର୍ଶନ କରି ମା ଜାଡେନ ଙ୍କୁ ପୂଜାଚାର୍ଚନା କରିବା ସହ ସଭା କାର୍ଯ୍ୟ ଆରମ୍ଭ କରି ଥିଲେ !ବ୍ଲକ ସଭାପତି ପ୍ରେମ ଭୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ନେତା ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇ ଆଦିବାସୀ ଙ୍କ ସୁରକ୍ଷା ସହ ଆଦିବାସୀ ଙ୍କ ହକ ପାଇଁ ଲଢେଇ ଜାରି ରହିବ ବୋଲି କହିଁଥିଲେ....!