-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||     

HOME   ରାଜ୍ୟ

ମହାନଦୀ ରେ ବଢୁଛି ଜଳସ୍ତର, ହରଭଙ୍ଗା ବ୍ଲକ ର ନଦୀକୂଳିଆ ଗ୍ରାମବାସୀଙ୍କ ଛାତିରେ ଛନକା

29-Jul-2024



ହରଭଙ୍ଗା(ଦେବବ୍ରତ ଦାଶଙ୍କ ରିପୋର୍ଟ) :- ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଡ୍ୟାମ ରୁ ୨୦ଟି ଗେଟ ଦେଇ ଗତକାଲି ସମ୍ବଲପୁର ରୁ ଛଡା ଯାଇଛି । ଯାହାଫଳରେ ମହାନଦୀ ର ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ବୌଦ୍ଧ ଜିଲ୍ଲାରେ ହୀରାକୁଦ ଡ୍ୟାମ ର ପ୍ରଥମ ବନ୍ୟାଜଳ ପହଞ୍ଚିଥିବା ବେଳେ ବଢୁଛି ମହାନଦୀ ର ଜଳ ସ୍ତର । ବୌଦ୍ଧ ଜିଲ୍ଲାରେ ମହାନଦୀର ବିପଦ ସଙ୍କେତ ୮୭.୮୦ମିଟର ରହିଥିବା ବେଳେ ଜିଲ୍ଲାସୂଚନା ବିଭାଗ ରିପୋର୍ଟ ଅନୁଯାଇ ଦିନ ୩ଟା ସୁଧା ନଦୀ ରେ ୮୫.୬୬ ମିଟର ଉଚ୍ଚତା ରେ ୫୭୬୭୮୨କିଉସେଟ ଜଳ ପ୍ରବାହିତ ହେଉଥିବା ବେଳେ ବିପଦ ସଙ୍କେତ ର ମାତ୍ର ୨ମିଟର ତଳେ ରହିଛି ବନ୍ୟା ଜଳ । ଯାହାଫଳରେ ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ ହରଭଙ୍ଗା ବ୍ଲକ ର ପ୍ରାୟ ୫୦ଖଣ୍ଡ ନଦୀକୂଳିଆ ଗ୍ରାମର ଲୋକେ ଏବେ ଚିନ୍ତାରେ । ବିଶେଷ କରି ମହାନଦୀ ରେ ବନ୍ୟା ଆସିଲେ ତଳ ମୁଣ୍ଡ ରେ ଥିବା ମାରଡା, କୁତୁରୀ, ଖଣ୍ଡିଧଳପୁର, ଅତଳସାରା, କୁଡ଼ସିଙ୍ଗା, ତେନ୍ତୁଳିପଦର ,ସକୁସିଙ୍ଗା, ପାଣିଘରା, ଝରାସହି,

କୁମାରୀ,କୁସଙ୍ଗ, ହରଭଙ୍ଗା ଭଳି ୪୦ଖଣ୍ଡ ଗାଁ ବନ୍ୟା ପାଇଁ ପ୍ରଭାବିତ ହେଇଥାଏ । ଜଗନ୍ନାଥସଡକ ଉପରେ ବନ୍ୟା ଜଳ ୩ ରୁ ୪ ଫୁଟ ପ୍ରବାହିତ ହୋଇଥାଏ ଫଳରେ ନଦୀକୂଳିଆ ଗାଁ ଗୁଡିକ କୁ ଜୋଗାଯୋଗ ବାହ୍ୟ ଜଗତ ରୁ ବିଛିନ୍ନ  ହୋଇଯାଏ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯଦି ବନ୍ୟା ହୁଏ ବନ୍ୟାଜଳ ରେ ଘର ଦ୍ଵାର ଭାଙ୍ଗିବା ସହିତ ଫସଲ ନଷ୍ଟ ହେବାର ଭୟ ଏବେ ଗ୍ରାମବାସୀ ଙ୍କୁ ଘରିଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି କୁ ମୁକାବିଲା କରିବା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ବନ୍ୟା ପରିସ୍ଥିତି ମୁକାବିଲା କରିବା ପାଇଁ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜରୁରୀକାଳୀନ ବିଭାଗ ସହ ବୈଠକ ସାରିଥିବା ବେଳେ ବନ୍ୟାପ୍ରବଣ ଗ୍ରାମ ଗୁଡିକ ରେ ଜିଲ୍ଲାପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ଵାରା ବନ୍ୟା ପାଇଁ ସଚେତନ କରାଯିବା ସହ ବନ୍ୟା ପାଣି ଆସୁଥିବା କାରଣରୁ ଉଚ୍ଚ ସ୍ଥାନ ଓ ବନ୍ୟା ଆଶ୍ରୟ ସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ସ୍ୱାସ୍ଥ୍ୟ ବିଭାଗ ର ମୋବାଇଲଟିମ ଗାଁ କୁ ଗାଁ ଯାଇ ଗ୍ରାମବାସୀ ଙ୍କୁ ସଚେତନ କରିବା ସହ ଅତିଆବଶ୍ୟକୀୟ ଔଷଧ ବିତରଣ କରିବା ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛନ୍ତି । ଅନ୍ୟପଟେ ଗର୍ଭବତୀ ମହିଳା ,ଛୋଟ ଛୁଆ ଓ ମା ମାନ ଙ୍କୁ ବନ୍ୟା ଆଶ୍ରୟସ୍ଥଳ ଅଙ୍ଗନବାଡି ସେଣ୍ଟର ଓ ମାଗୃହ କୁ ଯିବା ପାଇଁ କୁହାଯାଉଛି । ସେପଟେ କୌଣସି ବ୍ୟକ୍ତିଙ୍କୁ ସାପ କାମୁଡ଼ିଲେ ଗୁଣିଗରେଡି ନକରି ମେଡ଼ିକାଲ ଯିବା ପାଇଁ କୁହାଯାଉଛି ବୋଲି ଧଳପୁର ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ୱାସ୍ଥ୍ୟକର୍ମୀ ବିଜୟିନୀ ମହାରଣା କହିଛନ୍ତି । ବନ୍ୟା ପାଇଁ ଗୃହପାଳିତ ପଶୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଯାଞ୍ଚ କରିବା ସହ ଟୀକାକରଣ କରାଯାଇଛି । ବନ୍ୟା ଆସିଲେ ଗୃହପାଳିତ ବ୍ୟକ୍ତିଙ୍କୁ ସାପ କାମୁଡ଼ିଲେ ଗୁଣିଗରେଡି ନକରି ମେଡ଼ିକାଲ ଯିବା ପାଇଁ କୁହାଯାଉଛି ବୋଲି ଧଳପୁର ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ୱାସ୍ଥ୍ୟକର୍ମୀ ବିଜୟିନୀ ମହାରଣା କହିଛନ୍ତି । ବନ୍ୟା ପାଇଁ ଗୃହପାଳିତ ପଶୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଯାଞ୍ଚ କରିବା ସହ ଟୀକାକରଣ କରାଯାଇଛି । ବନ୍ୟା ଆସିଲେ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମଧ୍ୟ ଗ୍ରାମବାସୀ ଙ୍କୁ ସଚେତନତା କରାଯାଇଛି ବୋଲି ହରଭଙ୍ଗା ବ୍ଲକ ପଶୁଚିକିତ୍ସକ ବିରେନ୍ଦ୍ର ପୃଷ୍ଟି କହିଛନ୍ତି । ଅନ୍ୟପଟେ ବନ୍ୟା ମୁକାବିଲା କରିବା ପାଇଁ ଜିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଉପଜିଲ୍ଲାପାଳ , ହରଭଙ୍ଗା ତହସିଲଦାର ଓ ମୁଁ ନିଜେ (ହରଭଙ୍ଗା ବ୍ଲକ ବିଡିଓ) ସମସ୍ତ ବନ୍ୟା ପ୍ରଭାବିତ ଗାଁ କୁ ଯାଇ  ସ୍ଥିତି ଅନୁଧ୍ୟାନ କରିଛୁ । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଓଡ୍ରାଫ , ଅଗ୍ନିଶମ ବାହିନୀ ଓ ଜିଲ୍ଲାର ସମସ୍ତ କର୍ମଚାରୀ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହ ଶୁଖିଲା ଖାଦ୍ୟ ଚାଉଳ ଡାଲି ଓ ପଲିଥିନ ମଧ୍ୟ ପ୍ରସ୍ତୁତ ରହିଛି ବୋଲି ହରଭଙ୍ଗା ବିଡ଼ିଓ ସରତ କୁମାର ସେଠୀ କହିଛନ୍ତି ।ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମଧ୍ୟ ଗ୍ରାମବାସୀ ଙ୍କୁ ସଚେତନତା କରାଯାଇଛି ବୋଲି ହରଭଙ୍ଗା ବ୍ଲକ ପଶୁଚିକିତ୍ସକ ବିରେନ୍ଦ୍ର ପୃଷ୍ଟି କହିଛନ୍ତି । ଅନ୍ୟପଟେ ବନ୍ୟା ମୁକାବିଲା କରିବା ପାଇଁ ଜିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଉପଜିଲ୍ଲାପାଳ , ହରଭଙ୍ଗା ତହସିଲଦାର ଓ ମୁଁ ନିଜେ (ହରଭଙ୍ଗା ବ୍ଲକ ବିଡିଓ) ସମସ୍ତ ବନ୍ୟା ପ୍ରଭାବିତ ଗାଁ କୁ ଯାଇ  ସ୍ଥିତି ଅନୁଧ୍ୟାନ କରିଛୁ । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଓଡ୍ରାଫ , ଅଗ୍ନିଶମ ବାହିନୀ ଓ ଜିଲ୍ଲାର ସମସ୍ତ କର୍ମଚାରୀ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହ ଶୁଖିଲା ଖାଦ୍ୟ ଚାଉଳ ଡାଲି ଓ ପଲିଥିନ ମଧ୍ୟ ପ୍ରସ୍ତୁତ ରହିଛି ବୋଲି ହରଭଙ୍ଗା ବିଡ଼ିଓ ସରତ କୁମାର ସେଠୀ କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    10-Sep-2026
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026

You Might Also Like