-+91-9937148622 |

prerana_bgr@rediffmail.com |

  Friday 15th May 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ    (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      *ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   (14-May-2026)       ||      ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   (14-May-2026)       ||      ସାମ୍ବାଦିକ ଙ୍କ ମାତୃ ବିୟୋଗ   (14-May-2026)       ||      ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   (14-May-2026)       ||      ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ; ନେଲେ ବଡ଼ ନିଷ୍ପତ୍ତି, ଇଭି ବ୍ୟବହାର ପାଇଁ ଅପିଲ୍ କଲେ   (14-May-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ   (14-May-2026)       ||      ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ    (14-May-2026)       ||      ଦଶମ ଜିଲ୍ଲାପରିଷଦ ବୈଠକ ଶେଷ    (14-May-2026)       ||      ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଡାକ୍ତର ଜନାର୍ଦନ ପୂଜାରୀ ସ୍ମାରକୀ ବକ୍ତୃତା।   (14-May-2026)       ||      ମାଟ୍ରିକ ପରୀକ୍ଷାରେ ବ୍ଲକ୍ ଟପ୍ପର ତଥା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (14-May-2026)       ||      ପୁଅକୁ ମାରି ମାଟିତଳେ ପୋତି ଦେଲେ ବାପା, ମା    (14-May-2026)       ||      ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ କଣ୍ଟାମାଳ ଆଦର୍ଶ ବିଦ୍ୟାଳୟ ର ସଫଳତା, ୯୦.୪ପ୍ରତିଶତ ରଖି ସୋନାଲି କର୍ଣ୍ଣ ସ୍କୁଲ ଟପ୍ପର    (14-May-2026)       ||      ବରୀ ତହସିଲ ଅଧୀନରେ ଚାଲିଛି ବେଧଡ଼କ ମାଟି, ବାଲି ଲୁଟ୍   (14-May-2026)       ||      ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି    (13-May-2026)       ||      ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   (13-May-2026)       ||      ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   (13-May-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସି.ଵି.ଏସ.ଇ ଦ୍ବାଦଶ (ବିଜ୍ଞାନ)ଫଳାଫଳ  ପ୍ରକାଶିତ    (13-May-2026)       ||     

HOME   ଜିଲ୍ଲା

ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ବୌଦ୍ଧ ଜିଲ୍ଲା ଶିକ୍ଷକଙ୍କ ଆଲୋଚନା-- ଶିକ୍ଷକ ଙ୍କ ସବୁ ସମସ୍ୟା ସମାଧାନ ପାଇଁ ମନ୍ତ୍ରୀ ଙ୍କ ପ୍ରତିଶୁତି

07-Jul-2024



- ସୋନପୁର / କଣ୍ଟାମାଳ (ମନୋରଞ୍ଜନ ତ୍ରିପାଠୀ )
ସ୍କୁଲ ଓ ଗଣଶିକ୍ଷା , ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆ ବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅଞ୍ଚଳର ଶିକ୍ଷକ ସାମୂହିକ ସାକ୍ଷାତ ସହ ଶିକ୍ଷକ ଙ୍କ କ୍ୟାଡ଼ର ସମ୍ବନ୍ଧ ରେ ଆଲୋଚନା କରି ଏହାର ଆଶୁ ସମାଧାନ ଲାଗି ଅନୁରୋଧ କରି ଛନ୍ତି I ମନମୁଣ୍ଡା ବଙ୍ଗଳାରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଙ୍କ ସହିତ କଣ୍ଟାମାଳ ବ୍ଲକ  ରକ୍ସl ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଜୟରାମ ମେହେର, , ତବଡା ସ୍କୁଲ୍ ପ୍ରଧାନ ଶିକ୍ଷକ ଚମ୍ପେଶ୍ୱର୍ ବେଜୀ, କସୁର ବନ୍ଧ ୟୁ ଜି ଏମ ଇ ସହକାରୀ ଶିକ୍ଷକ ଜିତେନ୍ଦ୍ର ପ୍ରଧାନ, ସାନ ଡୁଙ୍ଗୁରିପାଲି ଶିକ୍ଷକ ଯୋଗେଶ ମିଶ୍ର  ପ୍ରମୁଖ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବଦ୍ଧିତ କରିଥିଲେ।
ବିଧାୟକ କଣ୍ହେଇ ଚରଣ ଡ଼ାଙ୍ଗ ପରାମର୍ଶ କ୍ରମେଏହି ଶିକ୍ଷକମାନେ କଣ୍ଟାମାଳ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍କୁଲର ସମସ୍ୟା, ଶିକ୍ଷକ ସମସ୍ୟା
ସହ ଅନେକ ମୌଳିକ ସମସ୍ୟା ଉପରେ ମନ୍ତ୍ରୀଙ୍କୁ ସୁଚନା ଦେବା ସହ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।  ମନ୍ତ୍ରୀ ଶ୍ରୀଯୁକ୍ତ ଗଣ୍ଡ ଶିକ୍ଷକ ଙ୍କ ସମସ୍ୟା ଉପରେ ଗୁରୁତ୍ୱର ସହ ବିଚାର ବିମର୍ଶ କରି ଏକ ସ୍ବତନ୍ତ୍ର  ଗସ୍ତ ରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗସ୍ତରେ ଆସି ଆଲୋଚନା କରିବି ବୋଲି ପ୍ରତିଶୁତି ଦେଇଥିବା ଜଣା ଯାଇଛି l ଏ ଅଞ୍ଚଳ ର ଅନେକ ନେତ୍ରୁ ମଣ୍ଡଳୀ ମଧ୍ୟ ଏ ଆଲୋଚନା ରେ ସାମିଲ ରହି ଦୀର୍ଘ ବର୍ଷ ର ରାଜ୍ୟ ଶିକ୍ଷକ ଙ୍କ ଏ ସମସ୍ୟା କୁ ସମାଧାନ କରିବାକୁ ମନ୍ତ୍ରୀଙ୍କୁ ଙ୍କୁ ଅନୁରୋଧ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ   14-May-2026
  ଜିଲ୍ଲା  
ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   14-May-2026
  ଜିଲ୍ଲା  
ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   14-May-2026
  ଜିଲ୍ଲା  
*ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   14-May-2026
  ଜିଲ୍ଲା  
ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   14-May-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ମାତୃ ବିୟୋଗ   14-May-2026
  ଜିଲ୍ଲା  
ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   14-May-2026
  ରାଜ୍ୟ  
ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ; ନେଲେ ବଡ଼ ନିଷ୍ପତ୍ତି, ଇଭି ବ୍ୟବହାର ପାଇଁ ଅପିଲ୍ କଲେ   14-May-2026
  ଜିଲ୍ଲା  
ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ   14-May-2026
  ଜିଲ୍ଲା  
ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ   14-May-2026
  ଜିଲ୍ଲା  
ଦଶମ ଜିଲ୍ଲାପରିଷଦ ବୈଠକ ଶେଷ   14-May-2026
  ଜିଲ୍ଲା  
ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଡାକ୍ତର ଜନାର୍ଦନ ପୂଜାରୀ ସ୍ମାରକୀ ବକ୍ତୃତା।   14-May-2026

You Might Also Like