-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
04-Jul-2024
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ଅଧିନସ୍ତ କରକଚିଆ ନର୍ସରୀ ଠାରେ ଲୋଇସିଂହା ବନବିଭାଗ ପକ୍ଷରୁ ବନ ମହୋତ୍ସବ ଅବସରରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଚାରା ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଲୋଇସିଂହା ବିଡ଼ିଓ ଅକ୍ଷୟପାଣି ଉଦ୍ଦୁ, ଲୋଇସିଂହା ବିଏଲଓ, ଏସଏଚଜି ମେମ୍ବରସ, ଉପସ୍ଥିତ ଲୋଇସିଂହା ବନାଞ୍ଚଳ ଅଧିକାରୀ ଶ୍ରୀ ପାଉଲ ହରପାଲ, ଫରେଷ୍ଟର ବାବୁଲା ଦାସ ଙ୍କ ସମେତ ଅନ୍ୟାନ୍ୟ ବନ୍ୟ କର୍ମଚାରୀ ଏହି ଚାରା ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l