-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
03-Jul-2024
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ଆଜି ଲୋଇସିଂହା ବନଖଣ୍ଡ ପକ୍ଷରୁ ୭୫ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ଆଜି କୁଟାସିଂହା ପଂଚାୟତ ଅନ୍ତର୍ଗତ ସେମେଲମୁଣ୍ଡା ଠାରେ ବୃକ୍ଷରୋପଣ କାର୍ଯକ୍ରମ କରାଯାଇଥିଲା l ଏହି ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମରେ କୁଟାସିଂହା ସରପଞ୍ଚ ଡିଗ୍ରୀ ମେହେର, ଲୋଇସିଂହା ରେଞ୍ଜର ପାଉଲ ହରପାଲ, ଫରେଷ୍ଟର ଇନ୍ଦ୍ରମଣୀ ବେହେରା, ଲୋଇସିଂହା ରେଞ୍ଜ ର ସମସ୍ତ କର୍ମଚାରୀ ତଥା ସେମେଲମୁଣ୍ଡାର ଅନେକ ଭଦ୍ରବ୍ୟକ୍ତି ଓ ଭିଏସଏସ ମେମ୍ବର ଉପସ୍ଥିତ ରହି ବିଭିନ୍ନ କିସମର ଗଛ ଲଗାଇଥିଲେ l