-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
26-Jun-2024
ସିନ୍ଧେକେଲା(ଦୀନେଶ ଜୈନ), ଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ଭବନ ନିର୍ମାଣ ପାଇଁ ଜମି ଯୋଗାଇ ଦେବା ପାଇଁ ବଙ୍ଗୋମୁଣ୍ଡା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ ଙ୍କ ନେତୃତ୍ୱ ରେ ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋତ୍ସନା ମାଝୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଗାମୀ ଦିନ ରେ ଜମି ଯୋଗାଇ ଦିଆଯିବ ବୋଲି ତହସିଲଦାର ପ୍ରତିଶୃତି ଦେଇଥିଲେ । ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ସବୁ ବେଲେ ଅଂଚଳ ର ବିଭିନ୍ନ୍ ସମସ୍ୟା କୁ ଖବର ମାଧ୍ୟମରେ ସରକାର ଙ୍କ ଠାରେ ଉପସ୍ଥାପନ କରିଥାନ୍ତି । କିନ୍ତୁ ସାମ୍ବାଦିକ ଭବନ ଟିଏ ନ ଥିବାରୁ ସାମ୍ବାଦିକ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି । ଦାବିପତ୍ର ଦେବା ସମୟ ରେ କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ,ସମ୍ପାଦକ ହୁଲେଶ୍ୱର ହଂସ,କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ,ଉପଦେଷ୍ଟା ଅଶୋକ କୁମାର ଖମାରୀ,ଆଇନ ପରାମର୍ଶଦାତା ହେମନ୍ତ କୁମାର ନାଏକ,ସଦସ୍ୟ ସୁଶାନ୍ତ କୁମାର ବେହେରା, ସୁଶାନ୍ତ ଥନାପତି ପ୍ରମୁଖ ଙ୍କ ସହ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ । (ଫଟୋ ସହ) ସାମ୍ବାଦିକ ସଂଘ ଭବନ ପାଇଁ ଜମି ଯୋଗାଇବା ନେ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ
ସିନ୍ଧେକେଲା,୨୬ା୦୬-(ନି.ପ୍ର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ର ଭବନ ନିର୍ମାଣ ପାଇଁ ଜମି ଯୋଗାଇ ଦେବା ପାଇଁ ବଙ୍ଗୋମୁଣ୍ଡା ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ର ସଭାପତି ରଶ୍ମିରଞ୍ଜନ ପୁଟେଲ ଙ୍କ ନେତୃତ୍ୱ ରେ ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋତ୍ସନା ମାଝୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଗାମୀ ଦିନ ରେ ଜମି ଯୋଗାଇ ଦିଆଯିବ ବୋଲି ତହସିଲଦାର ପ୍ରତିଶୃତି ଦେଇଥିଲେ । ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ସବୁ ବେଲେ ଅଂଚଳ ର ବିଭିନ୍ନ୍ ସମସ୍ୟା କୁ ଖବର ମାଧ୍ୟମରେ ସରକାର ଙ୍କ ଠାରେ ଉପସ୍ଥାପନ କରିଥାନ୍ତି । କିନ୍ତୁ ସାମ୍ବାଦିକ ଭବନ ଟିଏ ନ ଥିବାରୁ ସାମ୍ବାଦିକ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି । ଦାବିପତ୍ର ଦେବା ସମୟ ରେ କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ,ସମ୍ପାଦକ ହୁଲେଶ୍ୱର ହଂସ,କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ,ଉପଦେଷ୍ଟା ଅଶୋକ କୁମାର ଖମାରୀ,ଆଇନ ପରାମର୍ଶଦାତା ହେମନ୍ତ କୁମାର ନାଏକ,ସଦସ୍ୟ ସୁଶାନ୍ତ କୁମାର ବେହେରା, ସୁଶାନ୍ତ ଥନାପତି ପ୍ରମୁଖ ଙ୍କ ସହ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।