-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||     

HOME   ଜିଲ୍ଲା

ଜିଲ୍ଲାପାଳ ଅଫିସ ରାସ୍ତା ରେ ବାଇକ୍ ଦୁର୍ଘଟଣା - ମା ପୁଅ ଆହତ ସୋନପୁର ମେଡିକାଲ୍ ରେ ଚିକିତ୍ସିତ

17-Jun-2024



ସୋନପୁର (ମନୋରଞ୍ଜନ ତ୍ରିପାଠୀ )
  ସୁବର୍ଣ୍ଣପୁର ଜିଲ୍ଲାପାଳ ଆବାସିକ ଅଫିସ୍ ଏନ୍ ଏଚ୍ ରାସ୍ତା ଚାରି ଛକ  ରେ ବାଇକ୍ ଦୁର୍ଘଟଣା ରେ ଜଣେ ମହିଳା ଗୁରୁତର ଆହତ ହେlଇ ସୋନପୁର ମେଡିକାଲ୍ ରେ ଭର୍ତ୍ତି ହୋଇଥିବା ଜଣl ଯାଇଛି l  ଖବର ରୁ ପ୍ରକାଶ ଯେ ନୁର୍ପା ଗାଁ ର ୫୭  ବର୍ଷିୟା ଏହି ମହିଳା ଦମୟନ୍ତୀ ତରିଆ ନିଜ ପୁଅ ସହିତ ବାଇକ୍ ରେ ଆଜି ନୂର୍ପl ରୁ ବଲାଙ୍ଗିର ଯାଉଥିବା ବେଳେ ପଛ ପଟୁ ଜଣେ ଯୁବକ ବାଇକ୍ ରେ ଦ୍ରୁତ ଗତି ରେ ଆସି ଧକ୍କା ଦେବା ଫଳରେ ମା ପୁଅ ତଳେ ଛିଟକି ହୋଈ ପଡ଼ିଥିଲେ l ଓ ଉକ୍ତ ମହିଳା ଦମୟନ୍ତୀ କିଛି ସମୟ ଅଚେତ୍ ହୋଈ ପଡିଥିବା ବେଳେ ବାଇକ୍ ଚାଳକ ତାଙ୍କ ପୁଅ ମଧ୍ୟ ନାକ ରେ ଗଭୀର ଆଘାତ ହୋଈ ଥିବା ସୂଚନା ମିଳିଛି l ଘଟଣା ସ୍ଥଳ ରେ  ପୋଲିସ କର୍ମଚାରୀ ତଥା ସ୍ବେଚ୍ଛାସେବୀ ମନୋଜ ପଣ୍ଡା  ପହଞ୍ଚି କିଛି ଲୋକ ଙ୍କ ସହାୟତାରେ ପ୍ରଥମେ ଭିଡ ଓ ଖରା ଗରମ ରୁ ରକ୍ଷା ପାଇଁ ମୁଖ୍ୟ ରାସ୍ତା ରୁ ରିଜର୍ଭ ପୋଲିସ ଲାଇନ୍ ଗଛ ମୂଳକୁ ଉକ୍ତ ମହିଳା ଙ୍କୁ ଟେକି ନେଇ ମୁହଁ ରେ ଥଣ୍ଡା ପାଣି ଛିଞ୍ଚି ବିଶ୍ରାମ କରାଇଥିଲେ l ପରେ ପରେ ସେପଟୁ ଆସୁଥିବା ରିଜର୍ଭ ପୋଲିସ ହେ଼ଡ୍ କ୍ୱlଟର ଭ୍ୟାନ୍ ରେ ଶ୍ରୀ ପଣ୍ଡl ଓ କିଛି ପୋଲିସ ଙ୍କ ସହାୟତାରେ ତୁରନ୍ତ ଏହି ଦୁଇ ଜଣ ଆହତ ଙ୍କୁ ମେଡିକାଲ୍ କୁ ନେଇ ଚିକିତ୍ସା କରାଇଥିଲେ l ସ୍ୱେଚ୍ଛାସେବୀ ଶ୍ରୀ ପଣ୍ଡା ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଓ କିଛି ପୋଲିସ କର୍ମଚାରୀ ଙ୍କ ମହାନତା ଯୋଗୁଁ ଦୁର୍ଘଟଣା ରେ ଆହତ ମା ପୁଅ ଉତ୍ତମ ଚିକିତ୍ସା ଲାଭ ପାଈ ବହୂ ମୂଲ୍ୟ ଜୀବନ ବଞ୍ଚାଇ ପାରିଥିବା ଜଣା ଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   11-Oct-2026
  ଜିଲ୍ଲା  
ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026

You Might Also Like