-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||     

HOME   ଜିଲ୍ଲା

ଐତିହାସିକ ମହାରାଣୀସାଗର ଉନ୍ନୟନକାମର ସମୀକ୍ଷାକଲେ ବିଧାୟକ କଳିକେଶ ପାଣିର ଇନଫ୍ଲୋ ଓ ଆଉଟଫ୍ଲୋ ତଦାରଖ କରିବାକୁ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ

13-Jun-2024



ବଲାଙ୍ଗୀର( ପ୍ରେରଣା ଖବର )
ବଲାଙ୍ଗୀର ସହରର ସର୍ବପୁରାତନ ମହାରାଣୀସାଗରର ଉନ୍ନୟନକାମ ଚାଲୁରହିଛି । ପ୍ରାୟ ୧୨କୋଟି ଟଙ୍କାର ଅମୃତ ୨.୦ ଯୋଜନାର ଅନୁଦାନରେ ଚାଲିଥିବା ଏହିକାମର ଅଗ୍ରଗତୀର କେତେ ରହିଛି ତାହାର ତଦାତଖ କରିବାକୁ ଆଜି ବଲାଙ୍ଗୀର ନବନିବର୍ବାଚିତ ବିଧାୟକ କଳିକେଶନାରାୟଣ ସିଂଦେଓ ପହଞ୍ଚିଥିଲେ । ସେଠାରେ ମାଟିଉନ୍ନତିକରଣ କାମ ଦେଖିବା ସହିତ ବର୍ଷାପୂର୍ବରୁ ମାଟିକାମ ସାରି ବର୍ଷାପାଣିର ଇନଫ୍ଲୋ(ଆଗମନ) ଓ ଆଉଫ୍ଲୋ(ନିର୍ଗମନ) କିଭଳି ଠିକରେ ହେବ ସେନେଇ ପଦକ୍ଷେପ ନେବାକୁ ଉପସ୍ଥିତ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ବର୍ଷା ସମୟରେ ସ୍ଥାନୀୟ ଲୋକଙ୍କର ଯେଭଳି ଅସୁବିଧା ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ କହିଥିଲେ । ସ୍ଥାନୀୟ ଲୋକମାନେ ମଧ୍ୟ ଆସି କାମ ଉପରେ କଳିକେଶଙ୍କ ସହ ଆଲୋଚନା କରିଥିଲେ । ଏବେ ମହରାଣି ସାଗରରେ ଚାରିକଡେ ଏକ ଡ୍ରେନସହିତ ରାସ୍ତାକାମ ଚାଲିଛି । ବାହାରରୁ ଆସୁଥିବା ପଡାମାନଙ୍କର ଡ୍ରେନପାଣି କିଭଳି ମରାରାଣୀସାଗରରେ ନମିଶିବ ସେନେଇ ବାହାର ପଟେ ଡ୍ରେନନିର୍ମାଣ ଚାଲିଛି । ମହାରାଣିସାଗରର ସବୁ ଅଞ୍ଚଳରୁ ମାଟି ଓ ପଙ୍କ ଠିକରେ ନେବାକୁ ମଧ୍ୟ ବିଧାୟକ କଳିକେଶ କହିଥିଲେ । ମାଟିକାମ ପରେ ସୌନ୍ଦର୍ଯ୍ୟକରଣ କରାଯିବାକୁ ପ୍ରସ୍ତାବ ରହିଛି । ରୁଗୁଡିପଡା,ସାଗରପଡାଠୁ ନେଇ ଇଚ୍ଛାପଡା,ଇନ୍ଦିରାନଗର ପର୍ଯ୍ୟନ୍ତ ଗାଗରର କଡେକଡେ ଏକ ଚଉଡା ରାସ୍ତା ମଧ୍ୟ ନିର୍ମାଣ ଚାଲିଛି । ବିଧାୟକଙ୍କ ଏହି ସମୀକ୍ଷା ସମୟରେ ଏହି କାମର କନସଲଟେଣ୍ଟ କାର୍ତ୍ତିକ ସାହୁ ଓ ପୌରପାଳିମାର ଯନ୍ତ୍ରୀ ଇଂ.ପ୍ରଶାନ୍ତ ନାଏକ ଉପସ୍ଥିତ ରହି ବିଧାୟକଙ୍କୁ କଲାମ ବିଷୟରେ ଅବଗତ କରାଇଥିଲେ । ଏହି କାମକୁ ସ୍ଥାନୀୟ ଅଞ୍ଚଳର ମହିଳାସ୍ୱୟଂସହାୟିକା ଗୋଷ୍ଠୀ ଜରିଆରେ କରାଯାଉଛି । ୧୧୦ଟି ସ୍ୱୟଂସହାୟିକା ଗୋଷ୍ଠୀର ମିଳିତ ଅନୁକୂଲ୍ୟରେ ମାଟିକାମ କରାଯାଉଛି । ଜେସିବି ଓ ହାଇୱା ଲଗାଇ ପୋତିହୋଇଥିବା ୬ଫୁଟର ପୁରାତନ ପଙ୍କ ଓ ମାଟି କଢାଯାଉଛି । ଆଗକୁ ହିଡଗୁଡିକର ସୌନ୍ଦର୍ଯ୍ୟକରଣ କରାଯିବାର ପ୍ରସ୍ତାବ ରହିଛି । ବିଧାୟକଙ୍କ ଏହି ସମୀକ୍ଷା ସମୟରେ ପୌରାଧ୍ୟକ୍ଷା ଲିକା ସାହୁ,ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ,୧୮ନମ୍ବର ୱାର୍ଡର କାଉନସିଲର ଗଙ୍ଗାଧର ଚାନ୍ଦ,ସ୍ଥାନୀୟ ଅଞ୍ଚଳର ଓଁକାର ନାୟକ,ନରସିଂହ ବାଘ,ଶିବ ବେହେରା,ବନମାଳି ପୋଢ,ଦେବଦତ୍ତ ବେହେରା,ବିଭୁତିଭୁଷଣ ମିଶ୍ର ପ୍ରମୁଖଙ୍କ ସହ ଶତାଧିକ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   13-Oct-2026
  ଜିଲ୍ଲା  
ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   13-Oct-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର   13-Oct-2026
  ଜିଲ୍ଲା  
ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   13-Oct-2026
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026

You Might Also Like