-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||     

HOME   ଜିଲ୍ଲା

ନବରଙ୍ଗପୁର ଜିଲ୍ଲା ରେ ବିଜେପି ମୁହାଁ ବେପାରୀ ଓ ଠିକାଦାର

13-Jun-2024



ନବରଙ୍ଗପୁର  (ମିହିର ଶଙ୍କର ପାତ୍ର,)
ଓଡ଼ିଶାରେ ବର୍ତ୍ତମାନ ବିଜେପି ସରକାର। ନବରଙ୍ଗପୁର ଜିଲ୍ଲାର ୪ ବିଧାନସଭାରୁ ୩ଟି ବିଜେପି ଅକ୍ତିଆର କରିନେଇଛି। ଯାହାଫଳରେ ବେପାରୀ ଓ ଠିକାଦାର ଏବେ ବିଜେପି ମୁହାଁ ହୋଇଛନ୍ତି। କାରଣ ବ୍ୟବସାୟକୁ ସୁରକ୍ଷିତ ରଖିବା ଲାଗି କ୍ଷମତା ଜୁଆଡେ, ସେମାନେ ସେଇଆଡେ ଢଳନ୍ତି। ଏହା ଆମେ କହୁନୁ କଂଗ୍ରେସ କ୍ଷମତାରେ ଥିବା ବେଳେ ବେପାରୀ ଓ ଠିକାଦାର କଂଗ୍ରେସ ନେତାଙ୍କ ପଛେ ପଛେ ଛାଇ ଭଳି ରହି ଫାଇଦା ଉଠାଉଥିଲେ। ପରେ ବିଜେଡି କ୍ଷମତାକୁ ଆସି ଥିଲା । ଦୀର୍ଘ ୨୫ ବର୍ଷ ଶାସନରେ ପୁଣି ସେହି ବେପାରୀ ଓ ଠି କାଦାରମାନେ ବିଜେଡିରୁ ଫାଇଦା ଉଠାଇଥିଲେ। ଦଳର ତୃଣମୂଳସ୍ତରରୁ ଜିଲ୍ଲାସ୍ତରୀୟ ସଂଗଠନର ପ୍ରମୁଖ ପଦପଦବୀରେ ରହି ଲାଭ ପାଇଥିଲେ। କେତେକ ବେପାରୀ ଓ ଠିକାଦାର ଆଗକୁ ନଆସି ଦଳ ପଛରେ ରହି କାମ କରୁଥିଲେ। ଏବେ ବିଜେପି ସରକାର ଗଢିବାରୁ ବେପାରୀ ଓ ଠିକାଦାର ମାନେ ପଦ୍ମ ଆଡ଼କୁ ଢଳିବା ଆରମ୍ଭ କରି ଦେଇଥିବା ଚର୍ଚ୍ଚା ଜୋର୍ ଧରିଛି। କିଏ ନିର୍ବାଚନ ପରିଚାଳନା ସ୍ଥିତିକୁ ଦେଖି ଭୋଟ ଗଣତି ଆଗରୁ ବିଜେପିରେ ସାମିଲ ହୋଇଛନ୍ତି ତ ଆଉ କିଏ ଭୋଟ ଗଣତି ପରେ ଦଳରେ ସାମିଲ ହେବାକୁ ବାଟ ଖୋଜିବା ଆରମ୍ଭ କରି ଦେଇ ଦଇଛନ୍ତି । କାରଣ ତୃଣମୂଳସ୍ତରରେ ରାଜନେ ଜନେତାଙ୍କଠାରୁ ବେପାରୀ ଓ ଠିକାଦାରମାନେ ନିଜ ଅଞ୍ଚଳରେ ଦବ୍ଦବା ରଖିଛନ୍ତି । ଅନେକ  କ୍ଷେତ୍ରରେ ଅମୁକ ନେତାଙ୍କ ଲୋକ, ସମୁକ ନେତାଙ୍କ ପାଖଲୋକ ବୋଲି ନିଜସ୍ବାର୍ଥ ସାଧନ ପାଇଁ ସରକାରୀ କର୍ମଚାରୀଙ୍କୁ ମନାଇବାରେ ସଫଳ ହେଉଛନ୍ତି। ବାସ୍ତବରେ କିନ୍ତୁ ସେମାନେ ଦଳଗୁଡିକ ପାଇଁ କର୍ମୀ କିମ୍ବା ମାନବ ସମ୍ଭଳ ଭାବେ କାମରେ ଲାଗି ନାହାନ୍ତି । ବରଂ ଠିକା ରାଜନୀତିରେ ଦଳ ଓ ଦଳୀୟ ସଂଗଠନ ଗୁଡିକ ଦିନକୁ ଦିନ ଦୁର୍ବଳ ହୋଇପଡୁଛି। ଅର୍ଥ ଲୋଭରେ ଜନସେବା ବଦଳରେ ନେତା ଓ କର୍ମୀ ଠିକା ରାଜନୀତିକୁ ଆପଣାଇ ଥିବାରୁ ଜନହିତ ପାଇଁ ରାଜନୀତି ପଥଚ୍ୟୁତ ହୋଇପଡିଛି। ଆଗାମୀ ଦିନରେ ବିଜେପି କେତେ ସଂଖ୍ୟାରେ ବେପାରୀ ଓ ଠିକାଦାରଙ୍କୁ ଦଳରେ ସାମିଲ କରି ପାରମ୍ପରିକ ଠିକାରାଜନୀତିକୁ ପ୍ରୋତ୍ସାହିତ କରୁଛି,ନା ଜନତାଙ୍କ ହିତ ପାଇଁ କାମ କରୁଛି ତାହାର ଚିତ୍ର ସ୍ପଷ୍ଟ ହୋଇଯିବ।

ବିଦ୍ର -ବିଜେପି ସରକାର ଗଠନ କରିବା ପରେ ବର୍ତ୍ତମାନ ବେପାରୀ ଏଵଂ ଠିକାଦାର ମାନଙ୍କ ପାଇଁ କାମ କରିବ ନା ଜନହିତରେ..???


News Comment




Photo in News

Advertisment
Lastest News
  ଜିଲ୍ଲା  
ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   13-Oct-2026
  ଜିଲ୍ଲା  
ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   13-Oct-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର   13-Oct-2026
  ଜିଲ୍ଲା  
ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   13-Oct-2026
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026

You Might Also Like