-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
10-Jun-2024
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଗୁଦାରି ପଞ୍ଚାୟତ ଗୁଦାରି ଆର୍ ଆଇ ଅଫିସ୍ ନିକଟସ୍ତ ଫୁଲବାଣୀ ରୁ ଭୁବନେଶ୍ୱର ଯାଇଥିବା ମୂଖ୍ୟ ରାସ୍ତା କୁ ପାଣି ସମସ୍ୟା କୁ ନେଇଁ ଅବରୋଧ କରାଯାଇଛି l ଏହି ଗ୍ରାମବାସି ପଞ୍ଚାୟତ ଠାରୁ ଆରମ୍ବ କରି ବ୍ଲକ୍ ଗୋଷ୍ଠି ଉନୟନ ଅଧିକାରୀ ଏବଂ କନ୍ଧମାଳ ଜିଲ୍ଲାପାଳ ଙ୍କୁ ବହୁବାର ଲିଖିତ ଅଭିଯୋଗ ଦେଲାପାରେ ବି ଏହି ଗ୍ରାମବାସି
ପାନୀୟଜଳ ପାଇବାରୁ ବଞ୍ଚିତ ହେବାରୁ ରାସ୍ତା ରୋକ କରିବାକୁ ବାଧ୍ୟହେଇଥିବା କହିଛନ୍ତି ଉପଭୋକ୍ତା ମାନେ l ଘଟଣା ସ୍ଥଳରେ ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ଓ ଏସ୍ ଡି ଓ ପହଁଚି ବୁଝା ସୁଝା କରି ସମସ୍ୟା ର ସମାଧନ ନିମନ୍ତେ ପାଣି ଟାଙ୍କି ଦେବା ସହିତ ପାଇପ୍ ଲାଇନ୍ ର ବ୍ୟବସ୍ତା ତୁରନ୍ତ କରାଯିବ ବଲି ପ୍ରତିଶୃତି ଦେଇଛନ୍ତି l (ମଧୁସ୍ମିତା ତ୍ରିପାଠୀଙ୍କ ରିପୋର୍ଟ)