-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ମୁକ୍ତିଲାଭ କଲା ସମ୍ବଲପୁରୀ ସର୍ଟଫିଲ୍ମ “ଆସମାନତାରା”

31-May-2024



ବାଲାଙ୍ଗୀର(ପ୍ରେରଣା ଖବର): ଆର.କେ.ମିଡିଆ ପ୍ରସ୍ତୁତ ନାଟ୍ୟକାର ଚନ୍ଦ୍ରାବତୀ ପାଣ୍ଡେଙ୍କ ଲିଖିତ, ନିର୍ଦ୍ଦେଶିତ ଓ ଅଭିନୀତ ସମ୍ବଲପୁରୀ ସର୍ଟଫିଲ୍ମ ‘ଆସମାନତାରା’ ଇତିମଧ୍ୟରେ ମୁକ୍ତିଲାଭ କରି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଛି । ୟୁଟୁବରେ ଅପଲୋଡ ହୋଇଥିବା ଏହି ଫିଲ୍ମକୁ ଖୁବ ଲୋକଆଦୃତି ମିଲୁଛି । ସମାଜରେ ଥିବା ଜାତିସମାଜର ବିଧିବ୍ୟବସ୍ଥା ସାଙ୍ଗକୁ ଗରୀବ ପରିବାରକୁ କିଭଳି ଏହା ନିଃଶେଷ କରିଦେଇଥାଏ

ସେହି ବିଷୟବସ୍ତୁ ଉପରେ ପର୍ଯ୍ୟବେଷିତ ଏହି ସର୍ଟଫିଲ୍ମ ନିର୍ମାଣ କରାଯାଇଛି । “ଆସମାନତାରା”ଏକ ଶାଢୀ ଯାହାକି ପଶ୍ଚିମଓଡିଶାର ଘରେ ଘରେ ମହିଳାଙ୍କ ପସନ୍ଦ ହୋଇଥାଏ । ମେହେର ସମ୍ପ୍ରଦାୟ ପକ୍ଷରୁ ହାତବୁଣା ଏହି ଶାଢୀ ମହିଳାଙ୍କ ଖୁବ ପସନ୍ଦ । ଫିଲ୍ମରେ ଜଣେ ସ୍ୱାମୀ ତା ସ୍ତ୍ରୀକୁ ଖୁସି ଦେଖିବା ପାଇଁ ତାର ସବୁ ସଂଗୃହିତ ଟଙ୍କା ଶାଢୀ କିଣିବାରେ ଖର୍ଚ୍ଚ କରିଦିଏ । ପରେ ବିଲକୁ କାମ କରିବାକୁ ଯାଇ ମୃତ୍ୟୁବରଣ କରେ । ତାର ପତ୍ନୀ ସେହି ତାର ସ୍ୱାମୀଙ୍କ ଦ୍ୱାରା ପ୍ରଦତ୍ତ ମନପସନ୍ଦର ଶାଢୀକୁ ସ୍ୱାମୀର ଶୁଦ୍ଧିକ୍ରୀୟାରେ ଖର୍ଚ୍ଚ କରିବାକୁ ବନ୍ଧକ ଦିଏ । ମଣିଷ ଅଭାବ ସମୟରେ ଜମି,ସୁନା ବନ୍ଧକ କରିଥାଏ କିନ୍ତୁ ତାର ଶାଢୀକୁ ଶେଷରେ କିଭଳି ବନ୍ଧକ ଦେବାକୁ ପଡେ ତାହାର ଏକ ନିଖୁଣ ଚିତ୍ର ଏହି ସର୍ଟଫିଲ୍ମରେ ପ୍ରଦର୍ଶୀତ ହୋଇଛି । ତେବେ ସବୁଠୁ ବିଦାରକ ଦୃଶ୍ୟ ଆମ ସମାଜିକ ବ୍ୟବସ୍ଥାରେ କିଭଳି ଜାତିସମାଜ ଗୋଟିଏ ପରିବାରର ଅସହାୟତାକୁ ଦୃଷ୍ଟି ନଦେଇ ସେହି ସମୟରେ ଜାତି ଶୁଦ୍ଧି କରିବାକୁ କିଭଳି ଶୋଷଣ କରିଥାନ୍ତି ତାକୁ ନିଖୁଣ ଭାବରେ ଫିଲ୍ମଟିରେ ପ୍ରଦର୍ଶିତ ହୋଇଛି । ମେଣ୍ଡା ଗାଁର ଗୋବିନ୍ଦ ଦଣ୍ଡସେନା ଏହି ଫିଲ୍ମର ପ୍ରୟୋଜକ ଥିବା ବେଳେ ତାଙ୍କ ପତ୍ନୀ ନାଟ୍ୟକାର ଚନ୍ଦ୍ରାବତୀ ପାଣ୍ଡେ ଫିଲ୍ମରେ ଅଭିନୟ ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଆର.କେ.ମିଡିଆ ପ୍ରସ୍ତୁତ ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀ ବରାଇ, ନାରାୟଣ ମହାକୁର, ସୁବର୍ଣ୍ଣା ସାହୁ, ଫିରୋଜ ଦାସ, ଅବିନାଶ

ଝାଙ୍କର, ଉମେଶ ପଧାନ,ପ୍ରଶାନ୍ତ ପଧାନ, ମାନସୀ ଭୁଏ, ସୁଭାଷ ଚିନ୍ଦା, ତ୍ରୀନାଥ ମହାକୁର, ଶିଶୁ କଳାକାର ଭାବେ ମେଣ୍ଡା ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ପିୟୁଷ ମହାକୁର, ପ୍ରୀୟାଂଶୁ ଶେଖର ପଣ୍ଡା, ସିଦ୍ଧିବିନାୟକ ପଧାନ, ଶାଳିନୀ ମିଶ୍ର, ମେଣ୍ଡା ଏମବିଆର କଲେଜର ଯୁକ୍ତଦୁଇର ଛାତ୍ରୀ ସିନ୍ଧୁସୁତା କୁଅଁର ଅଭିନୟ କରିଛନ୍ତି । ସେହିପରି ପ୍ରକାଶଚନ୍ଦ୍ର ସାହୁ ଏଥିରେ କଳାନିର୍ଦ୍ଦେଶନା ଦେଇଥିବା ବେଳେ ସୌମ୍ୟରଂଜନ ରଣା ସିନେମେଟୋଗ୍ରାଫି, ଏଡିଟିଂ ଓ ସାଉଣ୍ଡରେ ସହଯୋଗ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like