-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
31-May-2024
(ମିହିର ଶଙ୍କର ପାତ୍ର,)
ମାଲକାନଗିରି ଜିଲ୍ଲା ମାଥିଲି ରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସ୍ବାମୀ ବିଶ୍ଵାମିତ୍ରାନନ୍ଦ ଗିରି ମହାରାଜ ଙ୍କ ଆହ୍ବାନ ରେ ଓଡ଼ିଶା ର ବିଭିନ୍ନ ଅଞ୍ଚଳ ରୁ ସାଧୁସନ୍ଥ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ହିନ୍ଦୁ ମହାସଂଘ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ସୌଭାଗ୍ୟ ବାବା, କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ବିଷୟୀ ମଧ୍ୟ ଯୋଗଦାନ କରିଥିଲେ। ଧର୍ମ ରକ୍ଷା, ଗୋ ସୁରକ୍ଷା ଏବଂ ରାଷ୍ଟ୍ର ର ସୁରକ୍ଷା ଉପରେ ଆଲୋଚନା କରା ଯାଇଥିଲା। ମାଲକାନଗିରି ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ହିନ୍ଦୁବାଦୀ ମାନେ ଏହି ଅବସରରେ ଯୋଗଦାନ କରିଥିଲେ।