-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ବନପାଳ ବନ ପାଇଁ କାଳ

14-May-2024



ବଲାଙ୍ଗୀର(ପ୍ରେରଣା ଖବର ): ରକ୍ଷକ ଯଦି ଭକ୍ଷକ ସାଜେ ତେବେ ରକ୍ଷା କରିବ କିଏ। ଜଙ୍ଗଲ ସୁରକ୍ଷା ଦାୟିତ୍ଵ ନିର୍ବାହ କରୁଥିବା ବନପାଳ ଯଦି ଜଙ୍ଗଲ ଉଜାଡ଼ିବାରେ ସହାୟକ ହୁଅନ୍ତି ଜଙ୍ଗଲ ରେ ଥିବା ନିରୀହ ବୃକ୍ଷ ମାନଙ୍କୁ ସୁରକ୍ଷା ଦେବ କିଏ।ସଦାଇପାଲି ରୁ ଚନ୍ଦନଭାଟି ରାସ୍ତା ପାର୍ଶ୍ବରେ ୩୦ କେଭି ର ଇଲେକଟ୍ରିକ ଲାଇନ ସଂଯୋଗ ପାଇଁ ପୋଲ ପୋତା କାର୍ଯ୍ୟକ୍ରମ ଚାଲୁରହିଛି।ଜଙ୍ଗଲ ବିଭାଗ ରାସ୍ତା ପାର୍ଶ୍ଵ ରେ ବନୀକରଣ କରିଛି।ପୋଲ ପୋତିବା ପାଇଁ ଗଛ ଗୁଡ଼ିକର ପତଳା ଡାଳ ପତ୍ର କୁ ସଫା(ଟ୍ରୀମିଂ)କରିବା ପରିବର୍ତ୍ତେ ଦାମୀ ବୃକ୍ଷ ଗୁଡ଼ିକୁ କାଟି ଦେଉଥିବା ଦେଖିବାକୁ ମିଳିଥିଲା।ସେହି କଟାଯାଇଥିବା ବୃକ୍ଷ ଗୁଡ଼ିକୁ ସ୍ଥାନୀୟ ଲୋକେ ବୋହି ନେଉଥିବା ବେଳେ ଜଙ୍ଗଲ ବିଭାଗ ନୀରବଦ୍ରଷ୍ଟା ସାଜିଛି।ଗଛ କଟାକୁ ନେଇ ପୋଲ ପକାଇଥିବା ଠିକାଦାର କୁ ପଚାରିବାରୁ ସେ ହର୍ଡାଟାଲ ଫରେଷ୍ଟର ଙ୍କ ହାତ ଲେଖା ଅନୁମତି ପତ୍ର ଦେଖାଇ ଥିଲେ।ଫରେଷ୍ଟର ପ୍ରଧାନ ଦେଇଥିବା ଅନୁମତି ପତ୍ର ଏବଂ ଅମାନବୀୟ ଭାବେ କଟାଯାଇଥିବା ଗଛ ବିଷୟରେ ପଚାରିବାରୁ ସେ ତାଙ୍କର କ୍ଷମତା ଅଛି ବୋଲି ନିର୍ଭୀକ ଭାବରେ ଉତ୍ତର ଦେଇଥିଲେ।ତେବେ ଫରେଷ୍ଟର ଜଣକ ତାଙ୍କ କ୍ଷମତା ର ଦୁରୁପଯୋଗ କରିଥିବା ପରିଲକ୍ଷିତ ହୁଏ।ଏଭଳି ସମ୍ବେଦନଶୀଳ କାର୍ଯ୍ୟ ପାଇଁ ଡିଫଓ ଙ୍କ କ୍ଷମତା ଥିବା ବେଳେ ଫରେଷ୍ଟର ଜଣକ ନିଜକୁ ଡିଫଓ ଭାବି ଏ ପ୍ରକାର ଅନୁମତି  ଦେଇଥିବା ପ୍ରତୀତ ହୁଏ।ଉପରୋକ୍ତ ବିଷୟ କୁ ନେଇ ବଲାଙ୍ଗୀର ରେଞ୍ଜର ଙ୍କୁ ପଚାରିବାରୁ ସେ ସଙ୍ଗେ ସଙ୍ଗେ ଫରେଷ୍ଟର ପ୍ରଧାନ ଙ୍କୁ ଏଭଳି ଅନୁମତି ପତ୍ର କିଭଳି ଲେଖିଲେ ବୋଲି ପଚାରିବାରୁ ସେ ଲେଖି ଅନୁମତି ଦେଇଥିବା ସ୍ବୀକାର କରିଥିଲେ।ପରେ ଡିଫଓ ଙ୍କୁ ଉପରୋକ୍ତ ବିଷୟ ରେ ପଚାରିବାରୁ ସେ ରେଞ୍ଜର ଙ୍କୁ ଆଦେଶ ଦେଇ ଫରେଷ୍ଟର ଙ୍କୁ ଏ ବିଷୟରେ ଲିଖିତନାମା ମାଗିବା କୁ ମୌଖିକ ନିର୍ଦ୍ଦେଶ ଦେଇଥିଲେ।ଜଙ୍ଗଲ ବିଭାଗର ଅଧିକାରୀ ଯଦି ଜଙ୍ଗଲ ନିୟମ ଜାଣି ନାହାନ୍ତି ସାଧାରଣ ଜନତା ଜାଣିବେ କିପରି।ଜାଣି ଜାଣି ଭୁଲ କରିଥିବା କର୍ମଚାରୀ ଙ୍କ କାର୍ଯ୍ୟ କୁ ଅଣଦେଖା ନ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଅନ୍ୟ କର୍ମଚାରୀ ମାନଙ୍କ ପାଇଁ ଏହା ଏକ ଉଦାହରଣ ହେବ।ତେବେ ଦେଖାଯାଉ ଜଙ୍ଗଲ ମୁଖିଆ ଡିଫଓ ସାଜିଥିବା ବାନପାଳ ଉପରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉଛନ୍ତି ନା କୋହଳ ମନୋଭାବ ରଖି ମାଫ କରୁଛନ୍ତି ଦେଖିବା ବାକି ରହିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like