-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
14-May-2024
ପାଟଣାଗଡ଼, (ପ୍ରେରଣା ଖବର) ପାଟଣାଗଡ ନିର୍ବାଚନ ମଣ୍ଡଳୀ ପାଟଣାଗଡ଼ ବ୍ଲକ ର କୁତମୁଣ୍ଡା, ଭଇଁସl, କେନ୍ଦୁମୁଣ୍ଡି ଗ୍ରାମ ତଥା ତେଣ୍ଡାପଦର ପଂଚାୟତ ବିଭିନ୍ନ ଗ୍ରାମ କୁ ପହଂଚି ଭୋଟ ପ୍ରଚାର କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ସରୋଜ ମେହେର l ବିଧାୟକ ପ୍ରାର୍ଥୀ ଶ୍ରୀ ମେହେର ବିଭିନ୍ନ ମୁଦ୍ଦା ନେଇ ଭୋଟର ଙ୍କ ପାଖକୁ ପହଂଚି ଓଡିଶା ସରକାର ଙ୍କ କାର୍ଯ୍ୟକାଳ ର ଜନ କଲ୍ୟାଣକାରୀ ଯୋଜନା ବାବଦରେ ଲୋକଙ୍କୁ ବୁଝାଇ ଭୋଟ ଭିକ୍ଷା କରୁଛନ୍ତି ବିଧାୟକ ପ୍ରାର୍ଥୀ ଶ୍ରୀ ମେହେର l ପ୍ରଚାର ସମୟରେ ବହୁଳ ସଂଖ୍ୟାରେ ଜନ ସମର୍ଥନ ଦେଖିବାକୁ ମିଳିବା ସହ ଅନେକ ସ୍ଥାନରେ ମିଶ୍ରଣ ପର୍ବ ମଧ୍ୟ ହେବାର ଦେଖିବାକୁ ମିଳୁଛି l