-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
07-May-2024
ପାଟଣାଗଡ, (ପ୍ରେରଣା ଖବର) ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡି ଓ ମୁଣ୍ଡମହୁଲ ପଂଚାୟତ ର ୪୦ ଜଣ କର୍ମୀ ବିଜେପି ଦଳ ଛାଡି ବରିଷ୍ଠ ବିଜେପି ନେତା ଶୁପାଳ ମେହେର ଙ୍କ ନେତୃତ୍ୱ ରେ ବିଜେଡି ଦଳରେ ସାମିଲ ହୋଇଛନ୍ତି, ଏହି ଅବସରରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସରୋଜ ମେହେର ସମସ୍ତ କର୍ମୀଙ୍କୁ ସ୍ୱାଗତ କରିଥିଲେ l ବିଧାୟକ ପ୍ରାର୍ଥୀ ସରୋଜ ମେହେରଙ୍କ କାର୍ଯ୍ୟଦକ୍ଷତା ଓ ବିକାଶମୁଖୀ ପଦକ୍ଷେପ ଦ୍ୱାରା ଅନୁପ୍ରାଣିତ ହୋଇ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ପ୍ରତି ଆକୃଷ୍ଟ ହୋଇ ବିଜେଡ଼ିରେ ମିଶିଲୁ ବୋଲି କର୍ମୀ ମାନେ ପ୍ରକାଶ କରିଛନ୍ତି l