-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
07-May-2024
ପାଟଣାଗଡ, (ପ୍ରେରଣା ଖବର) ପାଟଣାଗଡ ନିର୍ବାଚନୀ ମଣ୍ଡଳୀ ରେ ବିଜେଡି ପକ୍ଷରୁ ପ୍ରଚାର ଯୋର ସୋର ଚାଲିଥିବା ବେଳେ ଏହି ପରିପ୍ରେକ୍ଷୀରେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦମେଇପାଳି ଗ୍ରାମ ଓ ବଡ଼ଉଡେନ ଗ୍ରାମରେ ବିଧାୟକ ପ୍ରାର୍ଥୀ ସରୋଜ ମେହେର ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଙ୍କ ସମେତ ଶତାଧିକ ବିଜେଡି କର୍ମୀ ନିର୍ବାଚନୀ ପ୍ରଚାରରେ ସାମିଲ ଥିଲେ l