-+91-9937148622 |

prerana_bgr@rediffmail.com |

  Wednesday 6th May 2026 |

| | | |

R.N.I. Regd No. ODIODI/2010/46693

Breaking News

*ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   (06-May-2026)       ||      ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   (06-May-2026)       ||      ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   (06-May-2026)       ||      ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   (06-May-2026)       ||      ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   (06-May-2026)       ||      ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   (06-May-2026)       ||      *ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   (05-May-2026)       ||      ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   (05-May-2026)       ||      ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   (05-May-2026)       ||      ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   (05-May-2026)       ||      ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି    (05-May-2026)       ||      ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   (05-May-2026)       ||      ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   (05-May-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   (05-May-2026)       ||      ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   (05-May-2026)       ||      ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   (05-May-2026)       ||      ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   (05-May-2026)       ||      ବାଘ୍ ନାଇଁ ଦେଖଲେ ବିଲେଇ ଦେଖ   (05-May-2026)       ||      କୁମ୍ଭାରି ଧାନ ମଣ୍ଡିରେ ଚାଷୀ ସଚେତନତା ସମାବେଶ   (05-May-2026)       ||      ଲାଦେରପାଲିରେ ସମାପନ ହେଲା ଚୋବିଶ ପ୍ରହରୀ ନାମଯଜ୍ଞ ର ରୈ।ପ୍ୟ ଜୟନ୍ତୀ ମହୋତ୍ସବ   (05-May-2026)       ||     

HOME   ଜିଲ୍ଲା

ବିଜେଡି ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ କଳିକେଶ କଲେ ନାମାଙ୍କନ ପତ୍ର ଦାଖଲ

01-May-2024



ବଲାଙ୍ଗୀର:- ଆଜି ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ହଜାର ହଜାର ବିଜେଡି କର୍ମୀ ଙ୍କ ସହ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆ ରୁ ଭବ୍ୟ ଶୋଭାଯାତ୍ରା ରେ ବାହାରି ବଲାଙ୍ଗୀର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ତାଙ୍କ ଧର୍ମ ପତ୍ନୀ, ବାପା ଅନଙ୍ଗ ଉଦୟ ସିଂହଦେଓ,ଭାଇ ମନ୍ମଥ ଏବଂ ଅର୍କେଶ ସିଂହଦେଓ ଉପସ୍ଥିତ ଥିଲେ।ବିଜେଡି ର ଅନେକ ପୁରୁଖା ନେତା ମାନେ ଏହି ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରା ରେ କଳିକେଶ ନାରାୟଣ ସିଂଦେଓ ଜିନ୍ଦାବାଦ ନାରା ଦେଇ ଭୀଷଣ

ରୌଦ୍ର ତାପ ରେ ଚାଲି ଚାଲି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ।ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ୍ବ ଲୋକ ଯେଉଁମାନେ ବିଜେଡି ତଥା କଳିକେଶ ନାରାୟଣ ସିଂଦେଓ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭୀଷଣ ଖରା କୁ ଖାତିର ନ କରି ଶୋଭାଯାତ୍ରା ରେ ଯୋଗଦେଇ ଥିଲେ।ଏହି ଶୋଭାଯାତ୍ରା କୁ ଦେଖି ଏବେ ଠାରୁ କିଏ ଜିତିବ ଏବଂ କିଏ ହାରିବ ଆକଳନ କରି ହେବ ନାହିଁ।କାହା ମୁଣ୍ଡରେ ହାତୀ କଳସ ଢ଼ାଲିଵ ଦେଖିବା ବାକି ରହିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   06-May-2026
  ଜିଲ୍ଲା  
ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   06-May-2026
  ରାଜ୍ୟ  
ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   06-May-2026
  ରାଜ୍ୟ  
ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   06-May-2026
  ଜିଲ୍ଲା  
ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   06-May-2026
  ଜିଲ୍ଲା  
ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   06-May-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   05-May-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   05-May-2026
  ଜିଲ୍ଲା  
ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   05-May-2026
  ରାଜ୍ୟ  
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   05-May-2026
  ଜିଲ୍ଲା  
ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି   05-May-2026
  ଜିଲ୍ଲା  
ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   05-May-2026

You Might Also Like