-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଶାହା ଙ୍କ ସମାବେଶ ରେ ପ୍ଳା କାର୍ଡ ଓ ବିରୋଧ ପ୍ରଦର୍ଶନ କରି ସାହାସ ଦେଖେଇଲେ ସାହାରା କର୍ମଚାରୀ

30-Apr-2024



- ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ସାହାରା ଇଣ୍ଡିଆ କମ୍ପାନୀ କର୍ମଚାରୀ ମାନେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ଙ୍କ ଓଡ଼ିଶା ଗସ୍ତ ସୋନପୁର  କାର୍ଯକ୍ରମ ର ପ୍ରଥମ ନିର୍ବାଚନୀ ସଭା ର ବିଶାଳ ସମାବେଶ ରେ ଭାଷଣ ବେଳେ ଗୃହ ମନ୍ତ୍ରୀ ସାହା ଙ୍କ ଆଗରେ ସାମୂହିକ ଭାବେ ପ୍ଲା କାର୍ଡ କାର୍ଡ ପ୍ରଦର୍ଶନ ଓ ବିରୋଧ ନାରା ପ୍ରଦର୍ଶନ କରି ପୋଲିସ ପ୍ରଶାସନ କୁ ଚକମା ଦେଖାଇ ଥିଲେ l ଖବର ରୁ ପ୍ରକାଶ ଯେ  ସାହାରା ଗ୍ରୁପର ଜମାକାରୀ ଙ୍କ ଅର୍ଥ ଖୁବ୍ ଶୀଘ୍ର ଫେରାଇ ଦେବାକୁ ନିଜେ ଗୃହ ମନ୍ତ୍ରୀ ଶ୍ରୀ ଅମିତ୍ ସାହା ଘୋଷୋଣା କରି ଶୀଘ୍ର ପଦକ୍ଷେପ ନେବା କୁ କହିଥିଲେ । କିନ୍ତୁ ଶ୍ରୀ ଶାହା ଙ୍କ ଦୀର୍ଘ ଦିନ ର ପ୍ରତିଶୁତି ପରେ ବି ଜମାକାରୀଙ୍କ ଆଶା ଧୂଳିସାତ ହୋଇ ଯାଇଥିବା ଓ ଏପଟେ ସାହାରା କର୍ମଚାରୀ ଙ୍କ ଉପରେ ଜମାକାରୀଙ୍କ ରାଗ ରୋଷ ଦିନକୁ ଦିନ‌ ଆହୁରି ବୃଦ୍ଧି ହେବାରେ ଲାଗିଛି । ତେଣୁ ନିରୁପାୟ ହୋଇ ନିଜର ଦାବି ଉପସ୍ଥାପନ କରିବାର ଏଭଳି ଅପୂର୍ବ ସୁଯୋଗକୁ ହାତଛଡ଼ା ନ କରି ଶ୍ରୀ ସାହା ଙ୍କ ସାମ୍ନା ରେ ପ୍ଲା କାର୍ଡ ପ୍ରଦର୍ଶନ କରି ସାହାସ ଦେଖେଇ ସମସ୍ତ ଙ୍କୁ ଚକିତ କରିଥିଲେ । ତେବେ ଅଳ୍ପ ସମୟ ଭିତରେ ପୋଲିସ୍ କର୍ମଚାରୀ ସାହାରା କର୍ମଚାରୀ ଙ୍କ ହାତରୁ ପ୍ଲାକାର୍ଡ ଛଡେଇ ନେବାରେ ସମର୍ଥ ହେଲେ ବି କିଛି ସମୟ ପାଇଁ ଏଇ ବିଶାଳ ସମାବେଶ ରେ ଏ ଘଟଣା ହଟ ଚମଟ କରି ପକାଇ ଥିଲା l ଲୋକେ ଅମିତ୍ ସାହା ଙ୍କ ଭାଷଣ ନ ଶୁଣି ଦୁଇ ଚାରି ମିନିଟ ଛିଡ଼ା ହୋଇ ସଭା ପଛ ରେ ୟୁନିଫର୍ମ ରେ ଥିବା ସାହାରା କର୍ମଚାରୀ ଙ୍କୁ ଓଲଟି ଦେଖି ଥିଲେ l  ତେବେ ଉକ୍ତ ଦାବି ବିଷୟ ରେ ଅମିତ୍ ସାହା ଜି ଙ୍କ ପାଖ କୁ ଖବର ପହଞ୍ଚିଲା ନା ନାହିଁ ଦେଖିବାକୁ ବାକି ରହିଲା । ଖବର ରୁ ପ୍ରକାଶ ଯେ ସଭା ପରେ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଭେଟି ସାହାରା କର୍ମଚାରୀ ମାନେ ଉକ୍ତ ଦାବି ପତ୍ର ପ୍ରଦାନ କରିଥିବା ଜଣା ଯାଇଛି l ଓ ସକାରାତ୍ମକ ରେଷ୍ପନ୍ସ ହୋଇଥିବା ଖବର ମିଳିଛି l ଯେଉଁ ମୋଦୀ ଭାଜପା ସରକାର ଓ ତାଙ୍କ ପାୱାର ଫୁଲ ନେତା ଅମିତ୍ ସାହା ଚିଟ୍ ଫଣ୍ଡ ଦୁର୍ନୀତି ଓ ଭ୍ରଷ୍ଟାଚାର ରେ ଲିପ୍ତ ଥିବା ଓଡ଼ିଶା ର ନବୀନ ପଟ୍ଟନାୟକ ବିଜେଡି ସରକାର କୁ ଦୀର୍ଘ ବର୍ଷ ରୁ ଗାଦି ଚ୍ୟୁତ୍ କରିବା କୁ ଭାଷଣ ରେ ଧମକ ଦେଉଥିବା ଓ ତାଛଲ୍ୟ କରୁଥିବା ଦେଖିବା କୁ ମିଳୁଛି, ସେହି ରାଜ୍ଯ ରେ ଚିଟ୍ ଫଣ୍ଡ କମ୍ପାନୀ ଗୁଡ଼ିକ  ରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ଙ୍କ ହଜାର ହଜାର  କୋଟି ଟଙ୍କା ଫସି ରହିଥିବା ଟଙ୍କା କୁ ଓ ଏହି ସହାରା ର ପର୍ଯ୍ୟାପ୍ତ ପରିମାଣର ଟଙ୍କା କୁ ରିଲିଜ୍ କରି ପାରିବେ ତ ଲୋକ ଙ୍କୁ ଫେରାଇ ପାରିବେ ତ ?  କି ନିର୍ବାଚନ ପରେ ପୁଣି କୋଳା କୋଳି ହୋଇ ଲୋକ ଙ୍କୁ ଭକୁଆ ବନାଇଵେ l  ଏ କଥା ମୋଦୀ ସରକାର ଙ୍କୁ ଟାର୍ଗେଟ କରି ଲୋକେ ପ୍ରଶ୍ନ ଉଠାଇ ଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like