-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
30-Apr-2024
( ମିହିର ଶଙ୍କର ପାତ୍ର,)
ସଂପୂର୍ଣ୍ଣ ଧାର୍ମିକ ରୀତି ରେ ସମ୍ପନ୍ନ ହୋଇ ଯାଇଛି ମାଁ ଠାକୁରାଣୀଙ୍କ ନବ ଦିନ ବ୍ୟାପୀ କଳସୀ ଯାତ୍ରା । ଏହି ଅବସରରେ ଉପସ୍ଥିତି ଥିଲେ ଆୟୋଜନ କମିଟି ର ସଭାପତି ସତ୍ୟ ରଞ୍ଜନ ପାତ୍ର, ସ୍ଥାନୀୟ ସରପଞ୍ଚ ବିନୋଦ ସୌରା,ଦେବରାଜ ପାତ୍ର ହିନ୍ଦୁମାହାସଙ୍ଘ ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର,, ସୁରେନ୍ଦ୍ର ମିଶ୍ର, ଜଗନ୍ନାଥ ରେଲି, ବିଶ୍ବ ରଞ୍ଜନ ପାତ୍ର, କଂଗ୍ରେସ ସଭାପତି ଜି ସାଇରାଜୁ, ସାଂସଦ ପ୍ରତିନିଧି ଅପାରାଓ,ତାରିଣୀ ରେଲି, ସୁରେନ୍ଦ୍ର ରେଲି, ଡାବୁଗାଁ ସାମ୍ବାଦିକ ସଂଘ ସଂପାଦକ ମିହିର ଶଙ୍କର ପାତ୍ର, ଜେ ରାଜଶେଖର ରାଓ, ଜିତୁ ରେଲି,ଗୋପାଳ ପାତ୍ର, ସଞ୍ଜୟ ଶତପତି, ପ୍ରମୁଖ ଶୋଭାଯାତ୍ରା ରେ ଭାଗନେଇ ଥିଲେ।