-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
29-Apr-2024
କଣ୍ଟାମାଳ (ପ୍ରେରଣା ଖବର )
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ଶ୍ରୀରାମ ଲୀଳା ଉତ୍ସବ ଆୟୋଜକ ମାଁ ଭୈରବୀ କଳାପରିଷଦ ତରଫରୁ ଚଳିତ ବର୍ଷ 28ବର୍ଷ ରେ ନାଟକ ପଦାର୍ପଣ କରିଥିବାରୁ ନାଟକ ଆୟୋଜକ କମିଟି ର ବୟୋଜେଷ୍ଠ କଳାକାର ମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଛି |ଏଥିରେ କମିଟି ସଭାପତି ବସନ୍ତ ଖେତୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ହରିବଂଶ ମହାନ୍ତି,ରବିନାରାୟଣ ମହାନ୍ତି,ଲୋକନାଥ ନାଏକ, ମଗନ ଖମାରୀ,ଯତନ ସେଠି, କପିଳାସ ଖେତୀ,ଦାଶରଥି ନାଏକ,ଗୋବିନ୍ଦ ଦାସ,ନବଘନ ଦାସ, କପିଳାସ ନାଏକ,ଶୁକ୍ରୁ ଖମାରୀ, ସଦାନନ୍ଦ ଖମାରୀ, ପିତାମ୍ବର ଖମାରୀ,ନିରଞ୍ଜନ ଖମାରୀ, ଯଦୁ ଥନାପତି,ଖଗେଶ୍ୱର ଗରିଆ, ଲିଙ୍ଗ ଗୁରୁ,କିଶୋରୀ ଗୁରୁ, ବିଦ୍ୟାଧର ମିଶ୍ର,ମହେନ୍ଦ୍ର ମହାପାତ୍ର, ଲିଙ୍ଗରାଜ କର୍ମୀ,ଜୟନ୍ତ ପ୍ରଧାନ, ସତ୍ୟ ନାରାୟଣ ମେହେର,ଚରଣ ସେଠି, ପରମା ନନ୍ଦ ପଣ୍ଡା,କପିଳ ମହାକୁଡ଼, କୁଞ୍ଜ ବିହାରୀ ଦାସ,ରାବେଣେ ଶ୍ୱର ସେଠି, ମନୋଜ ମହାନ୍ତି ଓ ବସନ୍ତ ଖେତୀ ଙ୍କୁ ସମ୍ମାନିତ କରାଯାଇଥିଲା |