-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
24-Apr-2024
ବଲାଙ୍ଗିର(ଚିତ୍ରସେନ ବେହେରା ): ବଲାଗିର ର ଗାନ୍ଧୀ ଷ୍ଟାଡିଅମ ଠାରେ ଏପ୍ରିଲ 21 ରୁ ୧.୫.୨୦୨୫ ପର୍ଯ୍ୟନ୍ତ ରାଜ୍ୟ ଉଷୁ ଟ୍ରେନିଂ କ୍ୟାମ୍ପ ହେବାକୁ ଥିବା.ଆଜି ଉଦଘାଟନି ଦିବସ ରେ ମୁଖ୍ୟ ଅତିଥି ଭାବରେ ଆଜି ଓଡ଼ିଆ ଉଷୁ""ସଂଘ ଚେୟାରମେନ ତଥା ଫାଉଣ୍ଡର ଇ:ସୁଧାଂଶୁ ଶେଖର ହରିଚନ୍ଦନ. ବଲାଙ୍ଗୀର ଜିଲ୍ଲା ଖେଳ ଅଧିକାରୀ ପରାସର ସ୍ୱାଧୀନ ବାଗ. ଆନ୍ତର୍ଯ୍ୟାତୀୟ ଜଜ ପ୍ରଦ୍ୟୁମ୍ନ ବେହେରା ଏବଂ ବଲାଙ୍ଗୀର ଜିଲ୍ଲା ଉଷୁ ସଙ୍ଘ ର ସଭାପତି ଶ୍ରୀ ତପନ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ଏହି ଉଷୁ ଖେଳ ବିଷୟ ରେ ଖେଳାଳି ମାନଙ୍କୁ ଅବଗତ କରି ଥିଲେ. ବିଭିନ୍ନ ଜିଲ୍ଲା ତୁ ୪୫ ଜଣ ଖେଳାଳି ଏହି କ୍ୟାମ୍ପ ରେ ଅଂଶଗ୍ରହଣ କରିବଛନ୍ତି ବୋଲି ଜିଲ୍ଲା ଉଷୁ ସଙ୍ଘ ର ସାଧାରଣ ସମ୍ପାଦକ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି