-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||     

HOME   ଜିଲ୍ଲା

ଶିକ୍ଷିତ ହୁଅ,ସଂଗଠିତ ହୁଅ ଏବଂ ସଂଘର୍ଷ କର

14-Apr-2024



 ବୋଡ଼େନ /ନୂଆପଡ଼ା (ରାମନାଥ ପଣ୍ଡା) ଭାରତୀୟ ସମ୍ବିଧାନ ପ୍ରଣେତା ଡଃ ବି ଆର୍ ଆମ୍ବେଦକର ଙ୍କ ୧୩୩ ତମ ଜନ୍ମ ସମାରୋହ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ବୋଡ଼େନ ବସଷ୍ଟାଣ୍ଡ ନିକଟରେ  ଆୟୋଜିତ ହୋଇ ଯାଇଛି ।ସର୍ବ ପ୍ରଥମେ ସଭା ମଣ୍ଡପ ପାଖରୁ ବାହାରି  ବୋଡ଼େନ ବସ୍ତି ପରିକ୍ରମା କରି  ସଭାରେ ସ୍ଥଳରେ ପହଞ୍ଚି ଥିଲେ ।ଆୟୋଜିତ ସଭାରେ ମୁଖ୍ୟ ଅତିଥି ତ୍ରିନାଥ ମହାନନ୍ଦ,ମୁଖ୍ୟ ବକ୍ତା ପର୍ଶୁରାମ ନାଗ,ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ପ୍ରେମଶିଲା ନାଗ, ହେମକାନ୍ତି ଦୂରିଆ,ସମାଜ ସେବୀ ରାଜ କୁମାର ନାଗ,ସମିତି ସଭ୍ୟ ମାୟା ଧର ସୁନାନି, ଗୁରୁଜୀ ପ୍ରସାନନ କୁମାର,ଶିକ୍ଷକ ମଙ୍ଗରାଜ ତାଣ୍ଡି,ଭୂପତି ଦୂରିଆ,ବିଶିଷ୍ଟ କଳାକାର ଭଜନ ଲାଲ

ଜଗତ,ଇଲେକ୍ଟ୍ରିକାଲ ଏସ ଡି ଓ ନନ୍ଦ କୁମାର ନାଗ,ସମାଜ ସେବୀ ଯୋଗେନ୍ଦ୍ର ମହାନନ୍ଦ ମଞ୍ଚାସିନ ଥିଲେ।ଅଞ୍ଚଳର ଦଳିତ ସମାଜକୁ ସଚେତନ କରିବା,ମଣିଷ ସମାଜ ପ୍ରତି ଆମ୍ବେଦକରଙ୍କ ଅତୁଳନୀୟ ଅବଦାନକୁ ସମସ୍ତଙ୍କ ପାଖରେ ପହଞ୍ଚାଇ ଏକତ୍ରିତ ହୋଇ ସମାଜକୁ ଆଗେଇ ନେବାରେ ମୁଖ୍ୟ ସ୍ଥାନ ଗ୍ରହଣ କରିଥିଲେ ସ୍ବର୍ଗତ ଉପେନ୍ଦ୍ର କୁମାର ନାଗ ତେଣୁ ତାଙ୍କ ଧର୍ମ ପତ୍ନୀ ମଞ୍ଜୁଳା ନାଗଙ୍କୁ ଆଜିକାର ସଭାରେ ଉପଢୋକନ ଏବଂ ମାନ ପତ୍ର ଦେଇ ସମ୍ମାନିତ କରାଯାଇଛି ।ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଡଃ ବି ଆର୍ ଆମ୍ବେଦକରଙ୍କ ଜୀବନୀ ଉପସ୍ଥାପନ ସହ ଅତୀତର ଅନେକ କଥା ପ୍ରକାଶ କରି ଆଗାମୀ ଦିନରେ ସମସ୍ତେ ଶିକ୍ଷିତ ହୁଅ, ସଂଗଠିତ ହୁଅ ଏବଂ ସଂଘର୍ଷ କର ତେବେ ହିଁ ନିଜର ଅଧିକାର ପାଇପାରିବ ବୋଲି  ମତ ପ୍ରକାଶ କରିଛନ୍ତି ।ଅନ୍ୟ ଅତିଥି ମଧ୍ୟ ଖୋଲା ହୃଦୟର ସହିତ କହିଲେ କି ଆମ୍ବେଦକର ଦୂରଦୃଷ୍ଟି ରଖି ତାଙ୍କ ଲେଖନୀ ସହାୟତାରେ ଲେଖି ଯାଇଥିବା କିଛି ନିୟମ ପାଇଁ ଆଜି ଆମ୍ଭେ ଉପକୃତ ଏବଂ ବିଭିନ୍ନ ପଦ ପଦବୀର ଅଧିକାରୀ ହୋଇ ପାରିଛୁ।ଉପଦେଷ୍ଟା କମିଟି ସଦସ୍ୟ ଉଦେ ଚାନ୍ଦ ନାଗ,ସୁରେନ୍ଦ୍ର ମହାନନ୍ଦ,ମଣି ରାମ ନାଗ ଓ ରାଜ କୁମାର ନାଗଙ୍କ ତତ୍ତ୍ଵାବଧାନରେ ପରିଚାଳିତ ଜନ୍ମ ଜୟନ୍ତୀ ସମାରୋହ ସଫଳ ହେବାରେ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଦୁଷ୍ମନ୍ତ କୁମାର

ନାଗ,ଜୟ ଦେବ ଦୁରୀଆ,ଜୟ ପ୍ରକାଶ ଜଗତ,ଜିତା ମିତ୍ର ନାଗ,ଦୀପକ ନାଗ, ଅମନ ମହାନନ୍ଦ,ମାନସ ନାଗ,ସୋନୁ ନାଗ,ରାହୁଲ ଦୁରିଆ,ସରୋଜ ଦୁରିଆ,ପଙ୍କଜ ଜଗତ, ପିଣ୍ଟୁ ଜଗତ, କାହ୍ନୁ ଜଗତ,ଆଦର୍ଶ ମହାନନ୍ଦ,ରାଜେଶ ଜଗତ, ସୌମ୍ୟ ରଂଜନ ନାଗ, ବଣ୍ଟି ଜଗତ ଓ ଆଦିତ୍ୟ ମହାନନ୍ଦ ପୂର୍ଣ୍ଣ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ନରେନ୍ଦ୍ର କୁମାର ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ପରିଶେଷରେ  ସମାଜ ସେବୀ ନରେନ୍ଦ୍ର କୁମାର ଦୁରିଆ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   05-Oct-2026
  ଜିଲ୍ଲା  
ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ   05-Oct-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   05-Oct-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   05-Oct-2026
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026

You Might Also Like