-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
08-Apr-2024
(ପ୍ରେରଣା ଖବର )
ତୁରକେଲା ବ୍ଲକ କାନ୍ଧବହାଲ ଠାରେ ପାଟଣାରାଜ ଦଣ୍ଡସେନା କଲାର ସମାଜ ର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି|ବ୍ଲକ ସଭାପତି ସୁରେଶ ଚନ୍ଦ୍ର ନେଓରାଙ୍କ ସଭାପତିତ୍ୱରେ ଆୟୋଜିତ|ପାଟଣାରାଜ କଲାର ସମ୍ପାଦକ ଖଗେଶ୍ୱର ଦଣ୍ଡସେନା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ|ଏହି ବୈଠକରେ ପାଟଣାରାଜ ଅଞ୍ଚଳରେ ବସବାସ କରୁଥିବା କଲାର ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା ହେବା ସହ ନାରୀ ଶିକ୍ଷା ର ବିକାଶ ସହିତ ସମାଜ ରୁ କୁସଂସ୍କାର ଦୂର କରିବା ନିମନ୍ତେ ଗୁରୁତ୍ଵାରୋପ କରାଯାଇଥିଲା|କୋଷଦକ୍ଷ ରାଜେଶ ନେଓରା ବାର୍ଷିକ ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ|ଏଥିରେ ଯୋଗେଶ୍ୱର ସୁନାନୀ, ରମେଶ ନେଓରା, ଆଶିଷ ନେଓରା, ଜୟଲାଲ ଦଣ୍ଡସେନା, ମାୟାରାମ ଦଣ୍ଡସେନା, ଦୁର୍ଯ୍ୟୋଧନ ଦଣ୍ଡସେନା, ଡିଙ୍ଗର ନେଓରା, ମୋହନ ନେଓରା, ପ୍ରଦୀପ ନେଓରା, ବିଶ୍ଵମ୍ବର ଦଣ୍ଡସେନା,ଧନସିଂହ ଦଣ୍ଡସେନା,ପୁରନ୍ଦର ନେଓରା,ଭାଗିରଥି ସାହାଡ଼ା, ମନବୋଧ ଦଣ୍ଡସେନା, ସୁନୀଲ ନେଓରା, କବିରାଜ ଦଣ୍ଡସେନା ମହେଶ୍ୱର ଦଣ୍ଡସେନା, ଜୟଲାଲ ଦଣ୍ଡସେନା,ରଂଜିତ ଦଣ୍ଡସେନା,ଲୋକେଶ୍ୱର ସୁନାନୀ, ପରମେଶ୍ୱର ସୁନାନୀ, ରାଜକୁମାର ଦଣ୍ଡସେନା, ରୋଶନ ଦଣ୍ଡସେନା,