-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||     

HOME   ଜିଲ୍ଲା

ଓବିସି ଙ୍କ ପ୍ରତି ସାମାଜିକ ଅନ୍ୟାୟ ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ

02-Apr-2024



ବଲାଙ୍ଗିର: ଆଜି ପୂର୍ବାହ୍ନ ୧୧ଟା ରେ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର ର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ସାମ୍ବାଦିକ ବନ୍ଧୁ ମାନଙ୍କୁ ସମ୍ବୋଧନ କରି ପ୍ରେସ ବାର୍ତ୍ତା ରେ ରାଜ୍ୟ ଓବିସି ମଞ୍ଚ ର ସଭାପତି ଶ୍ରୀ ଶଙ୍କର ପାତ୍ର କହିଲେ- ମଣ୍ଡଲ କମିସନ ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ସରକାରୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ଓବିସି ମାନଙ୍କୁ ୨୭% ସଂରକ୍ଷଣ  ବିଭିନ୍ନ ରାଜ୍ୟ ସରକାର ମାନେ ମଧ୍ୟ ତାକୁ ଅନୁସରଣ କରୁଛନ୍ତି। କିନ୍ତୁ ଓଡ଼ିଶା ରେ ଓବିସି ଙ୍କୁ ସଂରକ୍ଷଣ ୦୦%(ଶୂନ୍ୟ) । ଏସ୍ ଇ ବି ସି ଙ୍କୁ ଓଡ଼ିଶାରେ ଯେଉଁ ୧୧.୨୫% ଦିଆଯାଉଛି ତାହା ଓବିସି ସଂରକ୍ଷଣ ନୁହେଁ। କାରଣ ମଣ୍ଡଲ କମିସନ ଆଧାରିତ ଓଡ଼ିଶାର

୨୦୦ଟି ଜାତି ବିଶିଷ୍ଟ ଓବିସି ତାଲିକାରେ ଖଣ୍ଡାୟତ, କ୍ଷତ୍ରିୟ, ମହାନ୍ତି, ବଣିଆ, ମହାଲାୟକ, ମହାନାୟକ ଆଦି ୯/୧୦ ଟି ଜାତି କୁ ମିଶାଇ ଏସି ବି ସି ନାମରେ ସଂରକ୍ଷଣ ଦିଆଯାଉଛି।ଓବିସି ଙ୍କୁ କେବଳ ସାର୍ଟିଫିକେଟ ଦିଆଯାଉଛି। ପରିଣାମ ସ୍ବରୂପ ଓଡ଼ିଶାରେ ଓବିସି ପ୍ରାର୍ଥୀ ଟିଏ ଚାକିରିଟିଏ ପାଇବା ପାଇଁ ଅଣ ଓବିସି ସାଧାରଣ ବର୍ଗର ପ୍ରାର୍ଥୀ ସହିତ ପ୍ରତିଯୋଗିତା କରିବାକୁ ପଡୁଛି ଓ ଅସଫଲ ହେବାକୁ ପଡୁଛି ।କେନ୍ଦ୍ର ର ମୋଦି ସରକାର ଜାତି ଜନଗଣନା କରିବାକୁ ରୋକ ଠୋକ ମନା କରୁଛନ୍ତି  ଓ ‌ଓଡିଶା ର ନବୀନ ପଟ୍ଟନାୟକ ସରକାର ପଛୁଆ ବର୍ଗ ସର୍ଭେ କରି ଡାଟା ପ୍ରକାଶ କରୁନାହାନ୍ତି।ବିନା ଡାଟା ରେ ଓବିସି ଙ୍କୁ ସଂରକ୍ଷଣ ମିଲି ପାରିବ ନାହିଁ ବୋଲି ଓ ପୂର୍ବ ରୁ ମିଲୁଥିବା ସରକାରୀ ଚାକିରୀ ଓ ରାଜନୀତି ରେ ସଂରକ୍ଷଣ (ପଞ୍ଚାୟତିରାଜ) କୁ ଅଦାଲତ ନାକଚ କରିଛନ୍ତି।କ୍ଷତି ଓବିସି ଙ୍କୁ ହିଁ ସହିବାକୁ ପଡୁଛି। ମାନ୍ୟବର ନବୀନ ସରକାର ଓଡ଼ିଶା ର ସାଢେ଼ ଚାରି କୋଟି ଲୋକଙ୍କୁ ମୋ ପରିବାର ବୋଲି ଡିଣ୍ଡିମ ପିଟୁଛନ୍ତି।ସେ ତାଙ୍କ ପରିବାର ଏସ୍ ଟି, ଙ୍କୁ ସଂରକ୍ଷଣ ଦେଉଛନ୍ତି ,ଏସ ସି ଙ୍କୁ ସଂରକ୍ଷଣ ଦେଉଛନ୍ତି ,ଏସ ଇ ବି ସି ନାମରେ ଅଣ ଓବିସି  ସାଧାରଣ ବର୍ଗର ଲୋକଙ୍କୁ ସଂରକ୍ଷଣ ଦେଉଛନ୍ତି ,ଇ ଡବ୍ଲୁ ଏସ୍ ନାମରେ ଉଚ୍ଚ ବର୍ଗର ଲୋକଙ୍କୁ ସଂରକ୍ଷଣ ଦେଉଛନ୍ତି। କିନ୍ତୁ ଓବିସି ଙ୍କ ସଂରକ୍ଷଣ ଶୂନ୍ୟ ୦୦%।ଅତ ଏବ ଓଡିଶା ର ୫୨% ଓବିସି ବା ଅର୍ଦ୍ଧାଧିକ ଜନ ସାଧାରଣ ତାଙ୍କର ପରିବାର ହେଲେ କିପରି?ଓବିସି ମାନେ ତାଙ୍କ ର ପରିବାର ନୁହନ୍ତି ଏଣୁ ଓବିସି ସଂରକ୍ଷଣ ଶୁନ୍ୟ ବୋଲି ଶ୍ରୀ ପାତ୍ର ଆରୋପ କରିଛନ୍ତି। ଆଗାମୀ ନିର୍ବାଚନ ରେ ଯେଉଁ ଦଳ ଓବିସି ପ୍ରାର୍ଥୀ ଦେବ,ଓବିସି ପ୍ରାର୍ଥୀ ଙ୍କୁ ହିଁ ଓବିସି ଲୋକେ ଭୋଟ ଦେବେ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଥିଲେ। ପରିଶେଷରେ ସେ ନାରା ଦେଇ ଥିଲେ- ଓବିସି ଯାହିଁ  ଭୋଟ

ତାହିଁ , ଓବିସି ନାହିଁ ତ ଭୋଟ ନାହିଁ। ଏହି ଅବସରରେ ମଲିଆ ଗଡୁଆ , ପୂର୍ଣ୍ଣଚନ୍ଦ୍ର ମେହେର , ସରୋଜ କୁମାର ମେଶ୍ଵା, ଦୁର୍ଗା ପ୍ରସନ୍ନ ଛୁରିଆ, ଭକ୍ତ ବନ୍ଧୁ ନାଏକ, କୃଷ୍ଣ ଚନ୍ଦ୍ର ମହାକୁର, ଉମାକାନ୍ତ ପାତ୍ର, ନିମାଇଁ ଚରଣ ମେହେର, ବୈକୁଣ୍ଠ ସ୍ଵାଇଁ , ଦୟାନିଧି ନାୟକ, ଭଗବାନ ନାଏକ, ଡ଼. ଧୀରେନ୍ଦ୍ର କୁମାର ସାହୁ, ବାଲେଶ୍ଵର ପଟେଲ,ଛବିଚନ୍ଦ୍ର ପଟେଲ,ଦଶରଥ ବାଗ, ପ୍ରେମାନନ୍ଦ ପଟେଲ, ବିଶେଶ୍ଵର ପୋଡ,ଛାୟାକାନ୍ତ ସାହୁ, ପୁର୍ଣଚନ୍ଦ୍ର ବିଶ୍ଵାଲ ,ପ୍ରଦେଶୀ ବିଶ୍ଵାଲ ମନୋରଞ୍ଜନ ସାହୁ, ରାଧାକୃଷ୍ଣ ମେହେର, ମଧୁସୂଦନ କ୍ଷେତୀ ଆଦି ଓବିସି ବର୍ଗ ଅନ୍ତର୍ଗତ ଜାତି ସମାଜ ର ମୁଖିଆମାନେ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026

You Might Also Like