-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   (14-Oct-2026)       ||      *ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   (14-Oct-2026)       ||      ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||      ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||     

HOME   ଜିଲ୍ଲା

 ବାଇପାସ ରାସ୍ତାସୁଧୀରିବକେବେ ? ବାରୂମ୍ବର ଅଭିଯୋଗ ପରେ ବି ପ୍ରଶାସନ ନିରବ

31-Mar-2024



ତରଭା(କପିଳାସ ସେଠ):  ତରଭା  ସହର ର ରେ ଟ୍ରାଫିକ ସମସ୍ଯା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସମସ୍ୟା ଦୂର କରିବା ପାଇଁ ଯୋଜନା ଓ ବ୍ୟବସ୍ଥା କରାଯାଉଛି ହେଲେ ବିଭଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ମଧ୍ୟ୍ୟ ରେ କାଦୁଅ ଫିଙ୍ଗା ଫିଙ୍ଗି ଯୋଗୁଁ ଟ୍ରାଫିକ ସମସ୍ୟା କୁ ଦିଗୁଣିତ କରି ପକାଉଛି  I ହେଲେ ଅଧିକାର ନିଦା ବିଷ୍ଣୁ ପାଲଟି ନିରବ ରହିବା ସହ କେବଳ କାର୍ଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇ ଚୁପ ରହୁଛି  I ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ  ତରଭା ସହରର ଉଭୟ ପାର୍ଶ୍ବରେ ଦୁଇଟି ବାଇପାସ୍ ରାସ୍ତାନିର୍ମାଣ କରାଯାଇଛି I କିନ୍ତୁ ପିଡ଼ବ୍ଲୁ  ଡି ବିଭାଗ ର ଖାମଖିଆଲି ମନୋଭାବ ଯୋଗୁଁ ରାସ୍ତା ମାନ ମରଣ ଯନ୍ତା ପାଲଟିରହିଛି ।  ଉଭୟ ରାସ୍ତାର ଅବସ୍ଥା ଠିକ ନାହିଁ । ଖାଳ ଢିପ ହୋଉ ରହିଛି  I ସହର ର ବାମ ପାର୍ଶ୍ୱ ଯାଇଥିବା  ବାଇପାସ୍ ରାସ୍ତା   ପେଟ୍ରୋଲ ପମ୍ପ କଡ଼ ରେ ଯାଇଛି  I   ଏହି  ରାସ୍ତା ବଡବନ୍ଧ ନିକଟ ତଥା ବନ୍ଧପଡା ର ଛକ ପାଖର ଅବସ୍ଥା କହିଲେ ନ ସରେ ।ରାସ୍ତା ନିର୍ମାଣ ହେବା ଦିନ ଠାରୁ  ଖାଳ ଢିପ ହୋଇ ରହିଛି I  ଏହି ରାସ୍ତା ଉପରେ ସହର ଡ୍ରେନ ପାଣି ଆସି ଜମା ହୋଇ ରହୁଛି ସବୁବେଳେ I ଡ୍ରେନ ପାଣି ଯିବା ପାଇଁ ଏଠାରେ ଏନ ଏ ସି ପକ୍ଷରୁ କୌଣସି ବ୍ୟବସ୍ତା କରାଯାଉ ନ ଥିବା ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି I ସବୁବେଳ ଏହି ସ୍ଥାନଏକ      ଛୋଟ ଗାଡିଆ ଭଳି ପାଣି ଜମି ରହୁଛି  । ଖରା ବର୍ଷା ଶୀତ ସବୁଦିନ ଏହି ସ୍ଥାନରେ ଦଶବାର ଫୁଟ ଚଉଡାର ଗାତ ହୋଇ  ପାଣି ଜମି ରହୁଛି । ଏହି ରାସ୍ତାରେ ଗାଡିମଟର ଯିବା ତ ଦୂରର କଥା ଜଣେ ମଣିଷ ଯିବା ଆସିବା ମଧ୍ଯ କଷ୍ଟକର ହୋଇଥାଏ ।  ଅନେକ ସମୟରେ ଅନେକବାଇକ  ଦୁର୍ଘଟଣା ଘଟୁଥିବା ସୂଚନା  ରହିଛି । ସେହିପରି ଡାହାଣ ପାର୍ଶ୍ୱ ରେ ଯାଇଥିବା ବାଇପାସ୍ ର ପୂର୍ଵ ତନ ଟେଲିଫୋନ ଭବନ ନିକଟରେ ଓ  କଲେଜ ଗେଟ ଛକ ଠାରେବଡ଼ ବଡ଼ ଖାଳ (ଗର୍ତ୍ତ )ହୋଇ ରହିଛି  I ସାମାନ୍ଯ ବର୍ଷା ହେଲେ ବର୍ଷାପାଣିଜମା ହୋଇରହୁଛି I ଅଭିଯୋଗ ହେଲେ ବିଭାଗ ପକ୍ଷରୁ ଏହି ରାସ୍ତା ମାନଙ୍କ ରେ  କ୍ରସରଗୁଣ୍ଡ ପକାଇ ଚୁପ ରହୁଛି  I  ଏଥିରେ ସ୍ଥାନୀୟ ଲୋକଙ୍କ 

 ସମସ୍ୟା ସମାଧାନ ହେବା ପରିବର୍ତ୍ତେ ଦୁଃଖ ଦିଗୁଣିତ ହୋଇ ପଡୁଛି I  କ୍ରସର ଗୁଣ୍ଡଉଡିବା  ଯୋଗୁଁ   ଅଞ୍ଚଳ ବାସୀ ଅତିଷ୍ଠ ହୋଇପଡୁଛନ୍ତି  I ଅନେକ ସମୟ ରେ ବିଭିନ୍ନ ଶ୍ୱାସ ଜନିତ ରୋଗ ରେ ପୀଡିତ ହେଉଛନ୍ତି I ରାସ୍ତା ର ଧୂଳି ରେ ଅଞ୍ଚଳ ବାସୀ ଅଣ ନିଶ୍ୱାସୀ ହୋଇ ପଡୁଛନ୍ତି  I ଯେତେ ଅଭିଯୋଗ କରିଲେ ମଧ୍ୟ୍ୟ କେହି ଦୃଷ୍ଟି ଦେଉ ନାହାନ୍ତି  I ବର୍ଷ ବର୍ଷ ଧରି ଏହି ରାସ୍ତା ଏହି ଅବସ୍ଥା ରେ ପଡି ରହିଛି  I ରାସ୍ତା ଦେଇ ଯନ୍ତ୍ରୀ ଠାରୁ ଆରମ୍ଭ କରି ମନ୍ତ୍ରୀ, ନେତା, ବିଭିନ୍ନ ଉଚ୍ଚ ଅଧିକାରୀ ଯାତାୟାତ କରୁଛନ୍ତି  I ହେଲେ ରାସ୍ତା ପ୍ରତି କାହାରି ଦୃଷ୍ଟି ପଡି ପାରୁନାହିଁ  I ରାସ୍ତା କାମ ପାଇଁ ଟେଣ୍ଡର ସରିଯାଇଛି କାମ ଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଉଛି I କିନ୍ତୁ ଏକ ବର୍ଷ ହେଲା କାମ  ଆରମ୍ଭ ହୋଇ ପାରୁନାହିଁ   I ରାସ୍ତା ର ସୁଧାର ନେଇ ପ୍ରଶାସନ କେବେ ପଦକ୍ଷେପ ନେଉଛନ୍ତି ତାହା ପ୍ରଶ୍ନ ବାଚୀ ହୋଇ ରହୁଛି  I


News Comment




Photo in News

Advertisment
Lastest News
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   14-Oct-2026
  ଜିଲ୍ଲା  
*ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   14-Oct-2026
  ଜିଲ୍ଲା  
ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   14-Oct-2026
  ଜିଲ୍ଲା  
ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   14-Oct-2026
ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   14-Oct-2026
  ଜିଲ୍ଲା  
ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   14-Oct-2026
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026

You Might Also Like