-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
29-Mar-2024
ସୋନପୁର ( ମନୋରଞ୍ଜନ ତ୍ରିପାଠୀ)
ସୋନପୁର ପଟlଭାଡ଼ି ଅଂଚଳ ରୁ ନିଖୋଜ ହୋଇଥିବା ଏକ ୧୩ ବର୍ଷ ର ବାଳକ ଜିତୁ ପୂଟେଲ କୁ ସୋନପୁର ପୋଲିସ୍ ସନ୍ଧ୍ୟା ୬ ଟା ରେ ରେଲୱେ ଟ୍ରlକ ନରସିଂହ ଗଡ ଠାରୁ ଉଦ୍ଧାର କରି ତା ପରିବାର କୁ ହସ୍ତାନ୍ତର କରିଛି l ଖବର ରୁ ପ୍ରକାଶ ଯେ ପଟlଭାଡ଼ି ରେ ମାମୁଁ ଘରେ ରହି ପାଠ ପଢୁଥିବା ଉକ୍ତ ବାଳକ ଜିତୁ ତାରି ମାମୁଁ ଘର ସମ୍ପର୍କୀୟ ଛୁଆ ପିଲା ଙ୍କ ସହ ସାମାନ୍ୟ ଗାଳି ଝଗଡ଼ା ହେବା ରୁ ଘରୁ ଦିନ ୧୧ ଟlରେ ପଳାଇ ଯାଇ ସୋନପୁର ରେଲୱେ ଟ୍ରାକ ରେ ଚାଲି ଚାଲି ଖମ୍ବେଶ୍ୱରୀ ପାଲି ନରସିଂହ ଗଡ ଯାଏ ଯାଉଥିବା ସମୟରେ ସୋନପୁର ପୋଲିସ୍ ଏ ଏସ ଆଇ ସୁଶୀଲ ବିଶୀ ଙ୍କ ଟିମ ସାନ୍ଧ୍ୟl ପେଟ୍ରୋଲିଙ୍ଗ ବେଳେ ଉକ୍ତ ବାଳକ କୁ ଉଦ୍ଧାର କରିଥିବା ଖବର ମିଳିଛି l