-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||     

HOME   ଜିଲ୍ଲା

ରାଜ୍ୟ ସରକାର ଙ୍କର ଚାଷୀ ମାରଣା ନୀତି ବିରୋଧ ରେ ବିଜେପି ର ଜେଲଭରୋ ଆନ୍ଦୋଳନ

23-Dec-2020



ସମ୍ବଲପୁର (ଦେବାଶିଷ ବେହେରାଙ୍କ ରିପୋର୍ଟ) ଚଳିତ ବର୍ଷ ଧାନ ଅମଳ ପରେ ଧାନ ବିକ୍ରି କୁ ନେଇ ଚାଷୀ ଓ ସରକାର ଙ୍କ ମଧ୍ୟରେ ଚାଲିଛି ଛକାପଞ୍ଜା । ରାଜ୍ୟ ରେ ଧାନ ବିକ୍ରି ପାଇଁ ପ୍ରଚଳିତ ଟୋକନ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିଫଳ ହେବା ପରେ ଚାଷୀ ଙ୍କ ମଧ୍ୟରେ ତେଜିଥିଲା ବିରୋଧ ର ସ୍ୱର । ତା ଉପରେ ମଣ୍ଡି ମାନଙ୍କରେ ଅବ୍ୟବସ୍ଥା, ମଣ୍ଡି ମାନଙ୍କରେ ମିଲରଙ୍କର ଦୌରାତ୍ମା, ଧାନରେ କଟନୀ ଛଟନୀ, ସପ୍ତାହ ସପ୍ତାହ ଧରି ମଣ୍ଡି ରେ ପଡି ରହୁଛି ଧାନ ଭଳି ପ୍ରସଙ୍ଗରେ ରାଜ୍ୟ ରେ ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକିଛି ଚାଷୀ ଆନ୍ଦୋଳନ । ଏହି ପ୍ରସଙ୍ଗ କୁ ନେଇ କିଛି ଦିନ ପୂର୍ବେ ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ତାଲା ପକାଇ ଘେରିଥିଲେ ଯୋଗାଣ ଅଧିକାରୀ ଙ୍କୁ । ରାଜ୍ୟ ସରକାର ଙ୍କର ଏଭଳି ଚାଷୀ ବିରୋଧୀ ନୀତି କୁ ନେଇ ଆଜି ପୁଣି ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ହୋଇଥିଲା ଜେଲଭରୋ ଆନ୍ଦୋଳନ ।
        ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଆଜିର ଏହି ଆଇନ ଅମାନ୍ୟ ଓ ଜେଲଭରୋ କାର୍ଯ୍ୟକ୍ରମ ରେ ଏକତ୍ରିତ ହୋଇଥିଲେ ଅଞ୍ଚଳର ହଜାର ହଜାର ଚାଷୀ ।
          ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବାର ଆଜିର ବିକ୍ଷୋଭ କାର୍ଯ୍ୟକ୍ରମ ରେ ସମ୍ବଲପୁର ବିଜେପି ଜିଲ୍ଲା ସଭାପତି *ଶ୍ରୀଯୁକ୍ତ ଗିରିଶ ପଟେଲ ସଭାପତିତ୍ୱ କରିଥିବା ବେଳେ ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ସଭାପତି  ମୃତ୍ୟୁଞ୍ଜୟ ପାଣିଗ୍ରାହୀ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ *ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର*, ରାଜ୍ୟ ବିଜେପି ଉପସଭାପତି ତଥା ରେଙ୍ଗାଲି ବିଧାୟକ *ଶ୍ରୀଯୁକ୍ତ ନାଉରି ନାଏକ* ରାଜ୍ୟ ସାଧାରଣ ସମ୍ପାଦକ ତଥା କୁଚିଣ୍ଡା ର ପୂର୍ବତନ ବିଧାୟକ  ରବି ନାରାୟଣ ନାଏକ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ* ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ *ଶ୍ରୀଯୁକ୍ତ ବୃନ୍ଦାବନ ମାଝୀ* ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଶୀମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ *ଶ୍ରୀଯୁକ୍ତ ଦେବେନ୍ଦ୍ର ମହାପାତ୍ର ଓ ରାମଚନ୍ଦ୍ର ମେହେର* କୃଷକ ମୋର୍ଚ୍ଚା ର *ସର୍ବଶ୍ରୀ ଶଶୀ ଭୂଷଣ ତ୍ରିପାଠୀ, ଚନ୍ଦ୍ର ଶେଖର ପଣ୍ଡା, ଜୟରାମ ନାଏକ, ଦେବେନ୍ଦ୍ର ନାଏକ* ପ୍ରମୁଖ ନେତୃ ମଣ୍ଡଳୀ ଉପସ୍ଥିତ ଆନ୍ଦୋଳନକାରୀ ଙ୍କୁ ଉଦ୍ବୋଧନ ଦେଇଥିଲେ । ବକ୍ତା ମାନେ ନିଜର  ନିଜର ବକ୍ତବ୍ୟରେ *କୃଷି ଓ କୃଷକ କୁ ସମୃଦ୍ଧ କରିବା ପାଇଁ କେନ୍ଦ୍ର ସରକାର ନେଇଥିବା ବିଭିନ୍ନ ବଳିଷ୍ଠ ପଦକ୍ଷେପ ଓ କୃଷକ କଲ୍ୟାଣକାରୀ ଯୋଜନା ବିଷୟ ରେ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ରାଜ୍ୟ ସରକାର ଙ୍କର ଅପାରଗତା, ଭ୍ରଷ୍ଟାଚାର, ଦୁର୍ନୀତି, ଅଧିକାରୀ ଓ ମିଲର ଙ୍କ ମଧୁଚନ୍ଦ୍ରିକା ଓ ବିଭିନ୍ନ ଚାଷୀ ସମସ୍ୟା* ବିଷୟରେ କହିଥିଲେ । ପରେ ବିଜେପି ର ନେତୃ ମଣ୍ଡଳୀ ଙ୍କ ସଙ୍ଗେ ସଙ୍ଗେ ଚାଷୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ପ୍ରବେଶ କରିବା ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ । ଶେଷରେ ଶତାଧିକ ଆନ୍ଦୋଳନକାରୀ ଙ୍କୁ ଗିରଫ କରି ସମ୍ବଲପୁର ଟାଉନ ଥାନା କୁ ନିଆ ଯାଇଥିଲା ଓ ସେଠାରେ ସମସ୍ତ ଔପଚାରିକତା ପୂରଣ ପରେ ଛାଡି ଦିଆଯାଇଥିଲା ।

        ଆଜିର କାର୍ଯ୍ୟକ୍ରମ ରେ ଅନିଲ ବେହେରା, ଗୋବିନ୍ଦ ଅଗ୍ରୱାଲ, ନରେନ୍ଦ୍ର ମିଶ୍ର, ସୁଶାନ୍ତ ପୁରୋହିତ, ସରୋଜ କୁମାର ଘଡାଇ, ସୁଶୀଲ କର, ମହମ୍ମଦ ହାସିମ, ମୋହନ ଦାଶ, ଡା. ପ୍ରଭାସ ଦେବତା, ଅନ୍ନପୂର୍ଣ୍ଣା ବାରିକ, ସୀତା ଛୁରିଆ, ସଂଯୁକ୍ତ ପ୍ରଧାନ, ରୁନୁ ପ୍ରଧାନ, ପୁଷ୍ପାଞ୍ଜଳି ଜେନା, ସେବତୀ ପଟ୍ଟନାୟକ, ଲକ୍ଷ୍ମୀ ଜେନା, ସବିତା ହୋତା, ଅଶ୍ୱିନୀ ମାଝୀ, ମାନସ ରଞ୍ଜନ ବକ୍ସି ବହୁ ମଣ୍ଡଳ ସଭାପତି, ଜିଲ୍ଲା ପଦାଧିକାରୀ, କୃଷକ ମୋର୍ଚ୍ଚା ପଦାଧିକାରୀ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   03-Sep-2026
  ଜିଲ୍ଲା  
*ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   03-Sep-2026
  ରାଜନୀତି  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   03-Sep-2026
  ଜିଲ୍ଲା  
ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି   03-Sep-2026
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026
  ଜିଲ୍ଲା  
ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   03-Sep-2026

You Might Also Like