-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
02-Mar-2024
,( କେଶବ ମେହେର)
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପାଷ୍ଟିକୁଡ଼ି ଗ୍ରାମ ପଞ୍ଚାୟତ ଅଧୀନ କଲୋନୀ ପଡ଼ା ଠାରେ ଗୋଷ୍ଠି କେନ୍ଦ୍ର ଶୁଭ ଉଦଘାଟନ ହୋଇଛି ।ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ (ରାଜ୍ୟସଭା,) ଶ୍ରୀଯୁକ୍ତ ସୁଜିତ୍ କୁମାର ଙ୍କ କର କମଳରେ ଶୁଭ ଉଦଘାଟନ ହୋଇଥିଲା ।ଓ ସମ୍ମାନୀତ ଅଥିତି ଭାବେ ଯୋଗଦେଇଥିଲେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦନ କୁମାର ସେନାପତି ଓ କେସିଙ୍ଗା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପଦ୍ମନାଭ ପୁରୋହିତ ଏବଂ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସଜନା ବାଗ,ସ୍ଥାନୀୟ ସମିତି ସଭ୍ୟା ଶ୍ରୀମତୀ ସୀତା ଚୈlଧୁରି ଏବଂ ସ୍ଥାନୀୟ ଗ୍ରାମର ଅନେକ ବୁଦ୍ଧିଜୀବି ,ଅଙ୍ଗନୱାଡ଼ି,SHG ମା ମାନେ ଯୋଗଦେଇ ଥିଲେ।